୧୫ ଜୁନ ରଜ ସଂକ୍ରାନ୍ତି ଦିନ ଘରକୁ ଆଣନ୍ତୁ ଏହି ଫୁଲ,ପୁରା ବର୍ଷ ଜମିକି ପଇସା ଆସିବ କେବେବି ରହିବ ନାହିଁ ଧନର ଅଭାବ

ଦର୍ଶକ ବନ୍ଧୁ ଆଜି ରଜ ସଂକ୍ରାନ୍ତି ହେଲେ କଣ ଆପଣ ଜାଣିଛନ୍ତି ଏହି ରଜ ସଂକ୍ରାନ୍ତିରେ ବନିବାକୁ ଯାଉଛି ଏକ ମହାସଂଯୋଗ ଯାହା ଫଳରେ ଯଦି ଆପଣ ଏହି ଚୁପ୍ ଚାପ୍ ଏହି ଦୁର୍ଲଭ ଫୁଲକୁ ଆପଣଙ୍କ ଘରକୁ ନେଇ ଶାନ୍ତି ତାହେଲେ ଆପଣଙ୍କ ଘରେ ଆଉ ପଇସାର କୌଣସି ଅଭାବ ଦେଖିବାକୁ ମିଳିନଥାଏ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଦୁର୍ଲଭ ଫୁଲ ବିଷୟରେ ।

ଦର୍ଶକ ବନ୍ଧୁ ଆପଣମାନେ ବୋଧେ ହୁଏତ ଏହି ସଦା ବାହାର ଫୁଲଟିଏ ଦେଖିଥିବେ ବା ଦେଖିବାକୁ ପାଉଥିବେ କାରଣ ଏହା ଏକ ବହୁତ୍ ସାଧାରଣ ଫୁଲ ଅଟେ ହେଲେ ଆମ ବନସ୍ପତି ଶାସ୍ତ୍ରରେ ଏହାର ଭୂମିକା ବହୁତ୍ ଗୁରୁତ୍ବ ପୂର୍ଣ୍ଣ ହୋଇଥାଏ ଏହି ରଙ୍ଗବିରଙ୍ଗ ଫୁଲ ଆପଣଙ୍କ ଜୀବନରେ ମଧ୍ୟ ରଙ୍ଗ ଭରିଦେଇ ଥାଏ ମାତ୍ର ଏହି କଥା ସମସ୍ତଙ୍କୁ ଜଣା ନଥାଏ ।

ଆଜି ଆମେ ଆପଣମାନଙ୍କୁ ଏହି ଫୁଲ ଜନିତ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଧନୀ କରିବାରେ ସହାୟତା କରିଥାଏ । ଅନେକ ସମୟରେ ଆପଣମାନେ ଦେଖି ଥିବେ ଯେ ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ମିଳିନଥାଏ ତେବେ ଏହି ଭଳି ପରିସ୍ଥିତିରେ ଆପଣ ଏହି ଫୁଲ ସହିତ ଏହି ଉପାୟ ଗୁଡ଼ିକ ଅବଲମ୍ବନ କରିବେ

ଆପଣଙ୍କୁ ଧନୀ ହେବାରୁ କେହି ହେଲେ ଅଟକାଇ ପାରିବେ ନାହିଁ ତେବେ ଡେରି ନକରି ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ । ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଏହି ସଦା ବାହାର ଫୁଲଟିଏ ନିହାତି ଭାବରେ ଦେଖିଥିବେ ଯେ ଏହି ଫୁଲ ଦୁଇଟି ରଙ୍ଗର ହୋଇଥାଏ ଗୋଟେ ଧଳା ଓ ଅନ୍ୟଟି ଗୋଲାପି ରଙ୍ଗର ହୋଇଥାଏ

ଯଦି ଆପଣ ଏହି ସଦା ବିହାର ଫୁଲକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ ସେଥି ପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଏହି ଫୁଲଟି ଯଥେଷ୍ଟ ହୋଇଥାଏ ସେଥି ପାଇଁ ଯଦି ଆପଣ ଏହି ରଜ ସଂକ୍ରାନ୍ତି ଦିନ ମାତା ଲକ୍ଷ୍ମୀଙ୍କୁ ଏହି ସଦା ବିହାର ଫୁଲ ଅର୍ପଣ କରି ଶ୍ରଦ୍ଧାସହିତ ଆରାଧନା କରିଥାନ୍ତି ତାହେଲେ ଆପଣଙ୍କ ଜୀବନରୁ ମାତା ଲକ୍ଷ୍ମୀ ସମସ୍ତ ଦୁଃଖ କଷ୍ଟ ହରି ଜୀବନରେ ସୁଖ ଭରି ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *