ଦିନରେ ଦୁଇ ଥର ଦର୍ଶନ ଦେଇ ଗାଏବ ହେଇ ଯାଉଥିବା ଶିବ ମନ୍ଦିର,ବିଶ୍ୱାସ ହେଉନଥିଲେ ଦେଖନ୍ତୁ ହାତ ଯୋଡ଼ିଦେବେ ଆପଣ

ନମସ୍କାର ବନ୍ଧୁଗଣ କଣ ଆପଣମାନେ ଭାରତର ଏମିତି ରହସ୍ୟମୟ ଶିବ ମନ୍ଦିର ଦେଖିଛନ୍ତି ଯେଉଁ ମନ୍ଦିର ଦିନକୁ ଦୁଇଥର ଗାୟବ ହୋଇଯାଇଥାଏ ଶିବ ମନ୍ଦିର ଆଖି ସାମ୍ନାରେ ଗୟାବ ହୋଇଯାଇଥାଏ ଓ ଅଚାନକ ଆସିଯାଇଥାଏ ଆଜି ଆମେ ଜାଣିବା ଗୁଜୁରାଟର ସ୍ତମ୍ବେଶ୍ୱର ମନ୍ଦିର ବିଷୟରେ ଏମିତି ରହସ୍ୟମୟ ମନ୍ଦିରକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ହୋଇଥାଏ ତେବେ ଚାଲନ୍ତୁ ଜାଣିବା ଏହି ମନ୍ଦିର ଗାୟବ ହୋଇଯିବାର ସମ୍ପୂର୍ଣ୍ଣ ରହସ୍ୟ।

ଦର୍ଶକ ବନ୍ଧୁ ଭାରତରେ ଏମିତି ବୋହୁତ ମନ୍ଦିର ରହିଅଛି ଆଉ ସେହିସବୁ ମନ୍ଦିରର କିଛିନା କିଛି ରହସ୍ୟ ରହିଛି କିନ୍ତୁ ସ୍ତମ୍ବେଶ୍ୱର ମହାଦେବଙ୍କ ମନ୍ଦିରର ରହସ୍ୟ କିଛି ଅଲଗା ଏହି ମନ୍ଦିର ଦିନକୁ ଦୁଇଥର ଗାୟବ ହୋଇଯାଇଥାଏ ଲାଗିଥାଏ ଯେମିତି ଏହି ଜାଗାରେ କୌଣସି ମନ୍ଦିର ନାହିଁ ପୁଣି କିଛି ସମୟ ପରେ ଅଚାନକ ମନ୍ଦିର ଆସିଯାଇଥାଏ ଏହି ରହସ୍ୟମୟ ମନ୍ଦିର ଗୁଜରାଟର କାବିଗାମୋଇ ଗାଁରେ ରହିଅଛି ସ୍ତମ୍ବେଶ୍ୱର ମହାଦେବ ମନ୍ଦିର ବୋରୋଦା ଠାରୁ ୪୦ ମାଇଲ ଦୂର ଆରବସାଗର କୂଳରେ ଅବସ୍ଥିତ ଏହି ମନ୍ଦିରର ସନ୍ଧାନ ଆଜିକୁ ପ୍ରାୟ ୧୫୦ ବର୍ଷ ପୂର୍ବେ କରାଯାଇଥିଲା କୁହାଯାଏ କି ଏହି ମନ୍ଦିରକୁ ଭଗଵାନ କାର୍ତ୍ତିକ ବନାଇଥିଲେ ସ୍ତମ୍ବେଶ୍ୱର ମନ୍ଦିରର ଶିବଲିଙ୍ଗ ଉଚ୍ଚତା ୪ ଫୁଟ ଓ ଚଉଡା ୨ ଫୁଟ ଏହି ମନ୍ଦିରକୁ ଦେଖିବା ପାଇଁ ଦୂର ଦୂରରୁ ଶ୍ରଦ୍ଧାଳୁ ଆସିଥାନ୍ତି।

ସ୍କନ୍ଧ ପୁରାଣ ଅନୁସାରେ ତାଡକାସୁର ରାକ୍ଷସ କଠୋର ତପସ୍ୟା କରି ଭଗଵାନ ଶିବଙ୍କୁ ପ୍ରସନ୍ନ କରିଥିଲେ ଯେତେବେଳେ ଭଗଵାନ ଶିବ ପ୍ରକଟ ହୋଇଥିଲା ତାଡକାସୁର ବର ମାଗିଥିଲା ତାଙ୍କୁ କେହି ମାରି ପାରିବେ ନାହିଁ ଭଗଵାନ ଶିବ କହିଥିଲେ ଏହା ଅସମ୍ଭବ ତାପରେ ପୁଣି ବର ମାଗିଲେ ତାଡକାସୁର ମତେ କେବଳ ଶିବଙ୍କ ପୁତ୍ର ହିଁ ମାରିପାରିବ ଆଉ ସେ ପୁଣି ୬ ଦିନର ହୋଇଥିବ ଶିବଙ୍କ ବରଦାନ ପରେ ତାଡକାସୁର ତିନିଲୋକରେ ଆତଙ୍କ ସୃଷ୍ଟି କରିଥିଲା ତାର ଆତଙ୍କରେ ଦେବୀ ଦେବତା ଭୟଭୀତ ହୋଇ ଯାଇଥିଲେ ଶେଷରେ ମହାଦେବଙ୍କ ପାଖରେ ପହଞ୍ଚିଥିଲେ

ତାଡକାସୁର ଆତଙ୍କରୁ ମୁକ୍ତି ଦେବା ପାଇଁ ମହାଦେବଙ୍କ ତେଜକୁ କାର୍ତ୍ତିକଙ୍କୁ ସୃଷ୍ଟି କରିଥିଲେ ୬ ଦିନର କାର୍ତ୍ତିକ ତାଡକାସୁରକୁ ବଦ୍ଧ କରିଦେଇଥିଲେ ଯେତେବେଳେ କାର୍ତ୍ତିକ ଜାଣିଲେ ତାଡକାସୁର ଶିବଙ୍କ ଭକ୍ତ ସେ ଚିନ୍ତାରେ ପଡି ଯାଇଥିଲେ ତାପରେ ଦେବତାଙ୍କ ଅନୁମତିରେ ମହାସାଗର ସଙ୍ଗମ ତୀର୍ଥରେ ଵିଷନନା ସ୍ତମ୍ଭ କରିଥିଲେ ତାପରେ ଯାଇ ମହାଦେବଙ୍କ ମନ ଶାନ୍ତ ହୋଇଥିଲା ଓ ଭଗଵାନ ଶିବ ନିଜେ ଆସି ରହିଥିଲେ ସେହି ସମୟରୁ ଏହି ତୀର୍ଥ ସ୍ଥାନର ନାମ ସ୍ତମ୍ବେଶ୍ୱର ରହିଥିଲା ସ୍ତମ୍ବେଶ୍ୱର ମନ୍ଦିର ଏକ ଏମିତି ମନ୍ଦିର ଯାହାର ଜଳାଭିଷେକ ସମୁଦ୍ର କରିଥାଏ ଅସଲରେ ସ୍ତମ୍ବେଶ୍ୱର ଦିନରେ ଦୁଇଥର ଜଳମଗ୍ନ ହୋଇଯାଇଥାଏ କିଛି ସମୟ ପରେ ପାଣି ଶୁଖିଯାଇଥାଏ।

ସ୍ତମ୍ବେଶ୍ୱର ଗାୟବ ହେବା କୌଣସି ଚମତ୍କାର ନୁହେଁ ଏଇ ଏକ ପ୍ରାକୃତିକ ଘଟଣା ଦେଖାଯାଏ ଦିନରେ ଦୁଇଥର ସମୁଦ୍ରର ପାଣି ଏତେ ମାତ୍ରାରେ ବଢିଯାଏ ଯେ ମନ୍ଦିର ପୁରାପୁରି ବୁଡ଼ି ଯାଇଥାଏ ପୁଣି ମନ୍ଦିରର ଜଳସ୍ତର କମିଗଲା ପରେ ମନ୍ଦିର ଦେଖାଯାଇଥାଏ ଏହି ମନଲୋଭା ଦୃଶ୍ୟ ପ୍ରତିଦିନ ସକାଳେ ଓ ସନ୍ଧ୍ୟାବେଳେ ଦେଖିବାକୁ ମିଳିଥାଏ ମନ୍ଦିରକୁ ଦର୍ଶନ କରି ଆସୁଥିବା ଭକ୍ତଙ୍କୁ ସତର୍କ କରିବା ପାଇଁ କାଗଜ ଦିଆଯାଇଥାଏ ସେଥିରେ ଦର୍ଶନ କରିବାର ସମୟ ଲେଖା ଯାଇଥାଏ ଯେମିତି କାହାର କ୍ଷତି ନ ହେବ ସ୍ତମ୍ବେଶ୍ୱର ମନ୍ଦିର ପାର୍ଶ୍ଵରେ ଶିବରାତ୍ରି ପାଳନ କରାଯାଇଥାଏ ବୋହୁତ ଲୋକ ଭିଡ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *