ନିର୍ବନ୍ଧ ପରେ ଅଲଗା ହୋଇ ଯାଇଥିବା ଓଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କୁ ଆପଣ ଆଗରୁ କେବେ ଜାଣିନଥିବେ

ନମସ୍କାର ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଭଲ ପାଇ ବିବାହ କରିବାକୁ ଯାଉଥିଲେ କିନ୍ତୁ କିଛି ସମୟ ପରେ କୌଣସି କାରଣରୁ ନିର୍ବନ୍ଧକୁ ଭା-ଙ୍ଗି ଦେଲେ ଓ ଶେଷରେ ଅନ୍ୟ କାହାକୁ ବିବାହ କରି ନେଲେ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କହିବୁ ।

ଏହି ଲିଷ୍ଟର ପ୍ରଥମ ନମ୍ବରରେ ଆସୁଛନ୍ତି ଚନ୍ଦନ ଓ ଲିସାଙ୍କ ଯୋଡି ବିଷୟରେ ଆପଣମାନେ ଜାଣିଛନ୍ତି । ଏମାନେ ବହୁତ ଦିନ ପର୍ଯ୍ୟନ୍ତ ରିଲେଶନସିପରେ ରହିଥିଲେ । କିନ୍ତୁ କିଛି ସମୟ ପରେ ଦୁଇ ଜଣ ପରସ୍ପର ଠାରୁ ବ୍ରେକଅପ କରି ନେଲେ । ବର୍ତ୍ତମାନ ଚନ୍ଦନ ମାହିଙ୍କୁ ବିବାହ କରିସାରିଛନ୍ତି ।

ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ଓଡିଆର ବହୁତ ସିରିଏଲରେ ନଜର ଆସିଥିବା ଦେବିକା ବହୁତ ହିଁ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଦେବିକା ନିଜର ବୟଫ୍ରେନ୍ଡ ସହ ନିର୍ବନ୍ଧ କରିଥିଲେ । କିନ୍ତୁ କିଛି ଦିନ ପରେ କୌଣସି କାରଣରୁ ଦେବିକା ଓ ତାଙ୍କର ବୟଫ୍ରେନ୍ଡଙ୍କ ନିର୍ବନ୍ଧ ଭା-ଙ୍ଗି ଗଲା । ନିର୍ବନ୍ଧ ଭା-ଙ୍ଗିବା ପରେ ତାଙ୍କର ବୟଫ୍ରେନ୍ଡ ଅନ୍ୟ କାହାକୁ ବିବାହ କରିସାରିଛନ୍ତି ।

ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ଶ୍ରଦ୍ଧା ଏବଂ ରାଜେଶ ଆପଣମାନେ ଏହି ଲୋକପ୍ରିୟ ଯୋଡ଼ିଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସୁଟିଙ୍ଗ ସେଟରୁ ପରସ୍ପର ଦୁହେଁଙ୍କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିଲେ କିଛି ବ୍ୟକ୍ତିଗତ କାରଣ ପାଇଁ ଦୁହେଁ ପରଷ୍ପର ଠାରୁ ଅଲଗା ହୋଇ ଯାଇଛନ୍ତିଶ୍ରଦ୍ଧା ବର୍ତ୍ତମାନ ସମୟରେ ଓଲିଉଡ଼ର ଜଣେ ଆଗ ଧାଡ଼ିର ସିଙ୍ଗର ସନ୍ଦୀପଙ୍କୁ ବିବାହ କରିଛନ୍ତି

Leave a Reply

Your email address will not be published. Required fields are marked *