ଏବେ ଏବେ କିଷାନ ଯୋଜନା ହିତାଧିକାରୀ ମାନଙ୍କୁ ନେଇ ଆସିଲା ବଡ଼ ଖବର ,ଏହି ତାରିକରେ ମିଳିବ 17 ତମ କିସ୍ତି ଚାଷୀ ଭାଇ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ବିଜେପି ସରକାର କ୍ଷମତା କୁ ଆସିଲା ପରେ କିଷାନ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଯାହାକି ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ ପିଏମ କିଶାନ ଯୋଜନା ଆଉ ବହୁତ ଜଲ୍ଦୀ ଚାଷୀଙ୍କ ଆକାଉଣ୍ଟ କୁ ଆସିବାକୁ ଯାଉଚି 17 ତମ କିସ୍ତିର ଟଙ୍କା ଏହା ସହିତ ଟୋଟାଲ ତିରିଶ ହଜାର ଟଙ୍କା ମିଳିବ ପିଏମ କିଶାନ ଯୋଜନାରେ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଚୁ

ଯେମିତିକି ଆପଣ ମାନେ ଜାଣିଥିବେ ପିଏମ କିଷନ ଯୋଜନାରେ ଆଜି ପର୍ଯ୍ୟନ୍ତ କୃଷକଙ୍କ ଆକାଉଣ୍ଟ କୁ ପଠା ସରିଛି କିଶନ ଯୋଜନାରେ ବର୍ଷକୁ 6,000 ଟଙ୍କା ଯାହାକି ତିନୋଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟ କୁ ଆସିଥାଏ । ବର୍ତମାନ ଯାହାକି ଅପଡେଟ ଆସିଛି କିଷାନ ଯୋଜନାର 17 ତମ କିସ୍ତିର ଟଙ୍କା ଚାଷୀ ଭାଇ ମାନଙ୍କୁ ମିଳିବାକୁ ଯାଉଛି ।

ଅନେକ କଲ୍ୟାଣ ମୂଳକ ଯୋଜନା ଆରମ୍ଭ କରିଥିବା ମୋଦୀ ସରକାର ତୃତୀୟ ଥର କ୍ଷମତାକୁ ଆସିବା ପରେ ଏହାକୁ ଜାରି ରଖିଛନ୍ତି ଏଥିପାଇଁ ପିଏମ କିଶାନ ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ ଯାହା କୃଷକଙ୍କ ପାଇଁ ବିଶେଷ ଉପଯୋଗୀ । କୃଷକଙ୍କୁ କୃଷି ବିନିମୟ ସହାୟକ ଯୋଗାଇବା ପାଇଁ ମୋଦି ସରକାର 2016 ରେ ଏହି ଯୋଜନା ଆରମ୍ଭ କରିଥିଲେ

ପୁଞ୍ଜି ବିନିମୟ ସହାୟକ ଯୋଗାଇବା ପାଇଁ 2016 ରେ ଏହି ଯୋଜନା ଆରମ୍ଭ କରିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ 16 ଟି କିସ୍ତିରେ କୃଷକଙ୍କ ଆକାଉଣ୍ଟ ରେ ଟଙ୍କା ଜମା କରାଯାଇଛି । ବର୍ତ୍ତମାନ କୃଷକ ମାନେ 17 ତମ କିସ୍ତି ପାଇଁ ଉତ୍ସାହ ସହିତ ଅପେକ୍ଷା କରିଛନ୍ତି କିନ୍ତୁ ଏହି 17 ତମ କିସ୍ତି ଆସନ୍ତା କାଲି ମୋଦୀ ଶପଥ ଗ୍ରହଣ କରିବାର ତୃତୀୟ ଥର ହେବାକୁ ଯାଉଚି ତାପରେ ମୋଦୀ କୃଷକଙ୍କ ଆକାଉଣ୍ଟ କୁ ଆଗାମୀ କିସ୍ତିର ଟଙ୍କା ପଠାଇବେ।

Leave a Reply

Your email address will not be published. Required fields are marked *