Anuchinta : ଭାଗ୍ୟଶାଳି ନାରୀ ମାନଙ୍କୁ ଚିହ୍ନିବେ କିପରି ଏହି ସବୁ ଲକ୍ଷଣରୁ ଜାଣନ୍ତୁ ,ସବୁ ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ସନ୍ଧାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ନିଜ ଜୀବନରେ ଭାଗ୍ୟବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।

୨. ଘର ପାଇଁ ଭୂମି ପ୍ରାପ୍ତ କରିବାକୁ ଚାହୁଁଥ‌ିବା ଲୋକମାନେ ଓଁ ନମଃ ଶ୍ରୀ ବରାହାୟ ଧାରୁଣୁଦ୍ଧାରଣାୟ ସ୍ବାହା ଏହି ମନ୍ତ୍ର ନିୟମିତ ଜପ ଜପକଲେ ଭୂମି ପ୍ରାପ୍ତ ହେ ହାଇଥାଏ ।

୩. ଘର କରୁଥିବା ଭୂମି ଭିତରେ ଯଦି ଗାଇହାଡ଼ ରହିଥାଏ ତେବେ ରା ବ ରାଜଭୟ ଦେଖାଦିଏ ଏବଂ ଘୋଡ଼ାର ହାଡ଼ଥିଲେ ରୋଗଭୟ ଦେଖା ଦେଇଥାଏ ।

୪. ଘର କରୁଥିବା ଭୂମିତଳେ ଯଦି କୁକୁର ହାତ ରହିଥାଏ ତେବେ ଘରେ କଳହ ଦେଖା ଦେଇଥାଏ ଏବଂ ମୃତ୍ୟୁ ଭୟ ସର୍ବଦା ଲାଗି ରହିଥାଏ ।

୫. ଭୂମିର ଏକପୁରୁଷ ଅର୍ଥାତ୍ ଶହେ କୋଡିଏ ଆଙ୍ଗୁଳ ମାଟି ତଳେ ଯଦି କୌଣସି ହାଡ ରହିଥାଏ ତେବେ କୌଣସି ଘରପାଇଁ କ୍ଷତି ହୋଇନଥାଏ ।

୬. ଘରକରିବା ସମୟରେ ଏକ ପୁରୁଷ ମାଟି ତାଡ଼ିବାପରେ ନୂତନ ମାଟି ଭର୍ତ୍ତିକରି ଘର କରିବା ଉଚିତ୍ ଏହା ମଙ୍ଗଳକାରି ହୋଇଥାଏ ।

୭. ଝାଡ଼ିବା, ଲିପିବା, ଗଙ୍ଗାଜଳ ଛିଞ୍ଚିବା, ଉପରମାଟି ଖୋଳି ବାହାରକରିବା ଏବଂ ଗାଇକୁ ଗୋଟେ ଦିନ ଏବଂ ଗୋଟେ ରାତି ସେଠାରେ ରଖୁବାଦ୍ବାରା ଘରପାଇଁ ଭୂମି ଶୁଦ୍ଧ ହୋଇଥାଏ ।

୮. ଯେଉଁ ଘର ଉତ୍ତରରୁ ଦକ୍ଷିଣଆଡକୁ ଲମ୍ବିଥାଏ ତାକୁ ଚନ୍ଦ୍ରବୋଧୂ ଘର କୁହାଯାଏ ଏହାଦ୍ବାରା ଶୁଭ ଏବଂ ଧନବୃଦ୍ଧି ହୋଇଥାଏ ।

୯. ଘରେ କେବେବି ଫୁଟା ବାସନ, ଭଙ୍ଗା ଖଟ ରଖୁବା ଉଚିତ୍ ନୁହେଁ ଏହା ଦ୍ବାରା ଘରେ କଳି ଏବଂ ଧନହାନି ଦେଖା ଦେଇଥାଏ ।

୧୦. କେବେବି ବର୍ଗାକାର କ୍ଷେତ୍ର ବିଶିଷ୍ଟ ଘର କରିବା ଉଚିତ୍ ନୁହେଁ ଏହାଦ୍ବାରା ଘରେ ଧନହାନି ହୋଇଥାଏ ।

Leave a Reply

Your email address will not be published. Required fields are marked *