ମଦ ପିଇ ଫ୍ଲାଇଟରେ ଧରା ପଡିଲେ 5-T ଭିକେ ପାଣ୍ଡିଆନ ,ଲୁଚି ଲୁଚି ବସି କରୁଥିଲେ ଏପରି କାର୍ଯ୍ୟ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ନମସ୍କାର ବନ୍ଧୁଗଣ ଏବେ ଏବେ ଯାହା ଖବର ଆସିଛି ଭିକେ ପାଣ୍ଡିଆନ ଯାହାକି ଇଲେକ୍ସନ ପର ଠାରୁ ତାଙ୍କର ଦେଖା ମିଳୁ ନଥିଲା କୁଆଡ଼େ ଗଲେ କେଉଁଠି ଅଛନ୍ତି ଭିକେ ପାଣ୍ଡିଆନ | ମୁଖ୍ୟମନ୍ତ୍ରୀ ଇସ୍ତପା ଦେବା ବେଳେ ସେ ସମୟରେ ତାଙ୍କ ପାଖରେ ପାଣ୍ଡିଆନ ନଥିଲେ | ତେବେ କୁଆଡ଼େ ଗଲେ ପାଣ୍ଡିଆନ ବର୍ତ୍ତମାନ ସମୟରେ ଏକ ବଡ଼ ଅପଡେଟ ଆସି ପହଁଚିଛି

ଭିକେ ପାଣ୍ଡିଆନ ଏବେ ଓଡିଶା ନୁହେଁ ଦିଲ୍ଲୀରେ ପହଁଚି ସାରିଛନ୍ତି | କାହାକୁ କିଛି ଖବର ନଦେଇ ଓଡ଼ିଶା ଛାଡ଼ି ଦିଲ୍ଲୀ ପଳାଇଛନ୍ତି ଭିକେ ପାଣ୍ଡିଆନ | ଏୟାରପୋର୍ଟରୁ କିଛି ଫୋଟ ଏବଂ ଭିଡିଓ ଭାଇରଲ ହେବାରେ ଲାଗିଥିଲା ତା ସହିତ ଫ୍ଲାଇଟ ଭିତରେ ଭିକେ ପାଣ୍ଡିଆନ ବସି ଥିବାର ଦେଖିବାକୁ ମିଳିଥିଲା |

କାହାକୁ କିଛି ନଜଣାଇ ଦିଲ୍ଲୀ ଯାତ୍ରା କରୁଛନ୍ତି ଭିକେ ପାଣ୍ଡିଆନ ସମସ୍ତଙ୍କ ନଜର ଥିଲା ଫଳାଫଳ ଆସିବା ଠାରୁ ବିଜେଡିର ପରାଜୟ ଠାରୁ ଭିକେ ପାଣ୍ଡିଆନ କୁଆଡ଼େ ଗଲେ | ପାଣ୍ଡିଆନ ଏକ କନ୍ଫରେନ୍ସ ମଧ୍ୟରେ ନିଜେ ଇଲେକ୍ସନ ପୂର୍ବରୁ କହିଥିଲେ

ପାଣ୍ଡିଆନ ଯଦି ହାରି ଯାଆନ୍ତି ସେ ରାଜନିତୀ ପଦରୁ ଇସ୍ତପା ନେଇଯିବେ କଣ ସେଥିପାଇଁ ସେ ଓଡ଼ିଶା ଛାଡ଼ି ଦିଲ୍ଲୀ ଯାଇଛନ୍ତି କଣ ପାଇଁ କାହାକୁ କିଛି ନଜଣାଇ ଭିକେ ପାଣ୍ଡିଆନ ଦିଲ୍ଲୀ ଚାଲି ଗଲେ ନିଶ୍ଚିତ ଭାବରେ କମେଣ୍ଟ କରି ନିଜର ମତାମତ ଦିଅନ୍ତୁ

Leave a Reply

Your email address will not be published. Required fields are marked *