ପୁଣି କମିଲା ସୁନା(Gold) ଦର ଏବେ ହୋଇଗଲା ଏତେ ଟଙ୍କା ଜାଣିଲେ ସଙ୍ଗେ ସଙ୍ଗେ କିଣିଦେବେ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସୁନା ପ୍ରେମୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ପୁଣି ଖସିଲା ସୁନା ଦର ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ସୁନା ରୂପା ଦାମ ତେବେ ଗ୍ରାହକ ଙ୍କ ଚିନ୍ତା ବଢ଼ାଇଛି ସୁନା ରୂପା ଦର 10 ଗ୍ରାମ ପିଛା। 22 କ୍ୟାରେଟ ସୁନାର ଦର ଷାଠିଏ ହଜାର ଛୁଇଁଛି

ଗତ କିଛି ଦିନ ହେଲା ସୁନା ଦରରେ ବୃଦ୍ଧି ଘଟୁଥିବା ବେଳେ ଆଜି ଗ୍ରାମ ପିଛା 20 ଟଙ୍କା ହାସ ହୋଇଥିବାର ନଜର ଆସିଛି। ଏହା ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି ତେବେ ଆପଣ ଯଦି ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ

ତେବେ ଗହଣା କିଣିବା ପୂର୍ବରୁ ନଜର କରି ଦିଅନ୍ତି ଆପଣଙ୍କ ସହରରେ କେତେ ରହିଛି ସୁନା ରୂପାର ଦର । ତେବେ ଆପଣ ଯଦି ସୁନା କିଣିବାକୁ ଚାହୁଛନ୍ତି ତେବେ ଜାଣନ୍ତୁ ଆଜି 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 66,500 ଟଙ୍କା ରହିଥିବା ବେଳେ

ସେହିପରି 24 କ୍ୟାରେଟ ସୁନାର ଦର ରହିଛି 72,500 ଟଙ୍କା । ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ 22 କ୍ୟାରେଟ ସୁନାର ଦର 66,500 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ଦର ରହିଛି 72,550 ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *