+3 ଛାତ୍ର ଛାତ୍ରୀଙ୍କ ଆଡମିଶନକୁ ଆସିଲା ବହୁତ ବଡ଼ ଖବର ,ଏହି ତାରିକ ସୁଦ୍ଧା କରି ଦିଅନ୍ତୁ ଆବେଦନ ନଚେତ ପାଇବେ ନାହିଁ ସିଟ

ଜୁନ୍ ୩ରୁ ୟୁଜି ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ଆଡମିଶନ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ୩ରେ ପଢ଼ିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ଜୁନ ୩ ଅପରାହ୍ନ ୪ଟା ଠାରୁ ଏନେଇ ଅନଲାଇନରେ ଆବେଦନକରିପାରିବେ । ଏହାପରେ ଜୁନ ୧୮ରୁ ୧୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ https://www.samsodisha.gov.in/ରେ ଜୁନ୍ ୧୭ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ।

ଜୁନ ୨୫ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ଓ ୨୫ରୁ ୨୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍ଲାଇଡ | ଫ୍ରିଜ | ଫ୍ଲୋଏଟ ଅପୁନ ଚୟନ ଛାତ୍ରଛାତ୍ରୀମାନେ ସ୍ଲାଇଡ । ଫ୍ରିଜ ଫ୍ଲୋଏଟ ଅପ୍ସନ ଚୟନ କରିପାରିବେ । ଏହାପରେ ଜୁନ୍ ୨୬ରୁ ୨୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କଲେଜକୁ ଯାଇ ରିପୋର୍ଟ କରିବେ ।

ଜୁଲାଇ ୫ରେ ୨ୟ ପର୍ଯ୍ୟାୟ ଓ ଜୁଲାଇ ୧୫ରେ ୩ୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି କରାଯିବ । ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ ଓ ୩ ଟି ଛାତ୍ରଛାତ୍ରୀମାନେ କଲେଜକୁ ଯାଇ ରିପୋର୍ଟ କରିବେ । ଜୁଲାଇ ୫ରେ ୨ୟ ପର୍ଯ୍ୟାୟ ଓ ଜୁଲାଇ ୧୫ରେ ୩ୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି କରାଯିବ ।

ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ ଓ ୩ଟି ସ୍ବୟଂଶାସିତ କଲେଜରେ ୪ ବର୍ଷିଆ ପାଠ୍ୟକ୍ରମ ଇଣ୍ଟିଗ୍ରେଟେଡ ବି.ଏ.,ବି.ଏଡ ଓ ବି.ଏସସି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *