ଲାଜକୁଳୀ ଲତାର ଚେର କାହିଁକି କରିଥାଏ କୋଟିପତି, ଆପଣଙ୍କ ଘର ପାଖେ ଅଛି ଏହି ଗଛ ୨୪ ଘଣ୍ଟାରେ ହେବ ଧନର ବର୍ଷା ଜାଣନ୍ତୁ ଏହାର ଫାଇଦା

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ଦିବ୍ୟ ଚମତ୍କାର ଗଛ ବିଷୟ ରେ କହିବୁ ଯାହା ମାନବ ଜାତି ପାଇଁ ଈଶ୍ବରଙ୍କ ବରଦାନ ଅଟେ ଏହି ବୃକ୍ଷ ଲତା କୌଣସି ସଂଜୀବନୀ ଗଛ ଠାରୁ କମ ନୁହେଁ ଆଜି ଯେଉଁ ଗଛ ବିଷୟରେ କହିବୁ ଏହି ଗଛ ବହୁତ ଚମତ୍କାର ଗଛ ହୋଇଥାଏ । ଏହାର ପ୍ରୟୋଗ ମନୁଷ୍ୟ ଜାତି ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ଆୟୁର୍ବେଦ ରେ ଏହି ଗଛର ବହୁତ ଅଧିକ ମହତ୍ତ୍ଵ ରହିଅଛି ଏହି ଗଛର ତାନ୍ତ୍ରିକ ,ଧାର୍ମିକ ଏବଂ ଆୟୁର୍ବେଦିକ ଲାଭ ବିଷୟରେ କହିବୁ

ବନ୍ଧୁଗଣ ସେହି ଗଛର ନାମ ହେଉଛି ଆୟୁର୍ବେଦିକ ଗଛ ବା ଲାଜକୁଳୀ ଲତା ଏହି ଗଛକୁ ଛୁଇଁବା ଦ୍ଵାରା ଏହା ବୁଜି ହୋଇ ଯାଇଥାଏ ଏହି ଗଛକୁ ବହୁତ ଲୋକ ନିଜ ଘରେ ଲଗାଇ ଥାଆନ୍ତି ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁ ଏହି ଗଛ ଘର ପାଖରେ ଲଗାଇବା ଦ୍ଵାରା ତନ୍ତ୍ର ବାଧା ଦୂର ହୋଇଥାଏ । ଏହି ଗଛ ତନ୍ତ୍ର ବାଧା କୁ ନିଜ ଆଡ଼କୁ ଆକର୍ଷିତ କରି ଶୋଷି ନେଇଥାଏ ।

କିଛି ଏମିତି ଘର ଥାଏ ଯାହା ଉପରେ ଖରାପ ନଜର ଲାଗି ଥାଏ ଆପଣ ଚାହାଁନ୍ତି କି ଆପଣଙ୍କ ଘର ଉପରେ କାହାର ଖରାପ ନଜର ନ ପଡୁ ତେବେ ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଏହି ସବୁ ସମସ୍ୟା ଦୂର ହୋଇଥାଏ ଏହା ସମସ୍ତ ପ୍ରକାର ଖରାପ ଶକ୍ତିକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ ଏବଂ ଧୀରେ ଧୀରେ ଶୁଖିବାକୁ ଲାଗିଥାଏ ।

କାରଣ ଏହା ଖରାପ ଶକ୍ତି ଗୁଡ଼ିକୁ ନିଜ ଆଡ଼କୁ ଶୋଷି ନିଜେ ନଷ୍ଟ ହୋଇ ଯାଇଥାଏ ଏହାର ଦ୍ୱିତୀୟ ଧାର୍ମିକ ଫାଇଦା ଏହା ଘରର ବାସ୍ତୁ ଦୋଷ କୁ ଦୂର କରିଥାଏ ଏବଂ ଘରେ କାହାକୁ କଣ୍ଠ ରୋଗ ହେବାର ସମସ୍ୟା ରହିନଥାଏ । ଏହାର ଚେରକୁ ତାବିଜ ରେ ଭର୍ତ୍ତି କରି ପିନ୍ଧିବା ଦ୍ଵାରା ସମସ୍ତ ପ୍ରକାର କାଶ ଭଳି ସମସ୍ୟା ଦୂର କରିଥାଏ

Leave a Reply

Your email address will not be published. Required fields are marked *