Health : ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ସବୁଦିନ ପାଇଁ ଭଲ କରିବାର ଘରୋଇ ଉପଚାର ,ଥରେ କରିକି ଦେଖନ୍ତୁ ଚାଲି ନପାରୁଥିଲେ ଦୌଡ଼ିବେ

ଦର୍ଶକ ବନ୍ଧୁ ଯଦି ଆପଣଙ୍କ ଶରୀରର କିଡନୀ ଠିକ୍ ଭାବେ କାମ କରିବା ନଥାଏ ସେତେବେଳେ ୟୁରିକ୍ ଏସିଡ ଭଳି ସମସ୍ୟା ଉତ୍ପନ ହୋଇଥାଏ ଯାହା ଫଳରେ ଏହା ଆପଣଙ୍କ ଗଣ୍ଠି ମଧ୍ୟରେ ଜମିବାକୁ ଲାଗି ଥାଏ ଯାହା। ଫଳରେ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ଉତ୍ପନ ହୋଇଥାଏ ସେଥି ପାଇଁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ୟୁରିକ୍ ଏସିଡ ଭଳି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ।

ଦର୍ଶକ ବନ୍ଧୁ ଆପଣଙ୍କ ୟୁରିକ୍ ଏସିଡ ଯଦି ବଢ଼ି ଥାଏ ତାହେଲେ ଆପଣଙ୍କ ପାଇଁ ଲେମ୍ବୁ ପାଣିର ସେବନ ରାମ ବାଣ ଅଟେ ଲେମ୍ବୁ ପାଣି ଆପଣ ଶରୀରରୁ ଅତିରିକ୍ତ ୟୁରିକ୍ ଏସିଡ କୁ ମୂତ୍ର ଦ୍ୱରା ବାହାର କରିଥାଏ ସକାଳୁ ଉଠି ଏକ ଗ୍ଲାସ୍ ଗରମ୍ ପାଣିରେ ଏକ ଚାମଚ୍ ଲେମ୍ବୁ ରସ ମିଶାଇ ଏହାର ସେବନ କରନ୍ତୁ ।

ଦିତୀୟରେ ଯଦି ଆପଣଙ୍କ ଘରେ ଲେମ୍ବୁ ନାହିଁ ତାହେଲେ ଆପଣ ଖାଇବା ସୋଡା ଏକ ଚାମଚ୍ ପାଣିରେ ମିଶାଇ ଦୁଇ ସପ୍ତାହ ଯାଏ ସବୁଦିନ ସକାଳେ ସେବନ କରନ୍ତୁ ଏହା ଫଳରେ ଆପଣଙ୍କ ଦେହର ଅତିରିକ୍ତ ୟୁରିକ୍ ଏସିଡ ମୂତ୍ର ଦ୍ଵାରା ଶରୀର ବାହାରକୁ ଆସିଯିବ ।

ଯଦି ଆପଣ ଏହି ୟୁରିକ୍ ଏସିଡ ଜଲଦି ବାହାରିବାକୁ ଚାହୁଁ ନଛନ୍ତି ତାହେଲେ ଆପଣ ଏକ ଗ୍ଲାସ୍ ପାଣିରେ ଦୁଇ ଚମକ୍ ଆପଲ ଭିନେଗାର୍ ସେବନ କରି ପାରିବେ ଏହାକୁ ଆପଣ ଦିନରେ ଦୁଇ ଥର ସେବନ କରନ୍ତୁ ଦେଖିବେ ଆପଣଙ୍କ ୟୁରିକ୍ ଏସିଡ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *