ଏବେ ଏବେ ସରକାର କଲେ ବଡ଼ ଘୋଷଣା ,ଜୁନ 1 ତାରିକରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ ସମସ୍ତେ ଉଠାଇ ପାରିବେ ଲାଭ

ଜୁନ 1ତାରିଖରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ ଯାହାକୁ ସମସ୍ତେ ଜାଣିରଖିବା ଜରୁରୀ ତେବେ ଆଧାର କାର୍ଡ ଅପଡେଟ ଗ୍ୟାସ ସିଲିଣ୍ଡର ଏମିତିକି ବ୍ୟାଙ୍କକୁ ନେଇ ଜାରିହେଲା ନୂଆ ଅପଡେଟ | ଏନେଇ ଜୁନ 1 ତାରିଖରୁ ଏହି ସମସ୍ତ ନିୟମରେ ହେବାକୁ ଯାଉଛି ପରିବର୍ତନ… ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ |

ଆଧାର କାର୍ଟ ଅପ୍‌ଟ୍ :ତେବେ ଆଧାର କାର୍ଟ ଅପ୍‌ଟ୍‌କୁ ନେଇ କିଛି ବଡ ପରିବର୍ତ୍ତନ ହେଉଛି । UIDAI ବଉଁମାନ ମାଗଣା ଆଧାର ଅପ୍‌ଟ୍ ପାଇଁ ଜୁନ୍ ୧୪କୁ ବଢିଯାଇଛି । ଅବଶ୍ୟ, ଅଫଲାଇନ୍ ଅପ୍‌ଟ୍ ପାଇଁ ଅର୍ଥାତ୍ ଆଧାର କେନ୍ଦ୍ରକୁ ଯିବା ପାଇଁ ଅପ୍‌ଟ୍‌ ପିଛା ୫୦ ଟଙ୍କା ଦେବାକୁ ପଡିବ ।

LPG ସିଲିଣ୍ଡର :ମେ ମାସରେ ଏହି କମ୍ପାନୀଗୁଡିକ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ କମ୍ କରିଛନ୍ତି । ଘରୋଇ ସିଲିଣ୍ଡର ଏବଂ କମର୍ସସିଆଲ ସିଲିଣ୍ଡର ମୂଲ୍ୟ ଜୁନ୍ ୧ରେ ଅପ୍‌ଟ୍ ହେବାକୁ ଯାଉଛି ।

ଜୁନ୍‌ରେ ବ୍ୟାଙ୍କ ଛୁଟି : ତେବେ ଜୁନ୍ ମାସରୁ ବ୍ୟାଙ୍କଗୁଡିକ ୧୦ ଦିନ ବନ୍ଦ ରହିବ । ଏଥ‌ିରେ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମଧ୍ଯ ଛୁଟି ରହିବ । ଏହା ବ୍ୟତୀତ
ରଜ ସଂକ୍ରାନ୍ତି ଏବଂ ଇଦ୍ ଇଲ୍ ଅଦା ଭଳି ଛୁଟିଦିନ ଯୋଗୁ ଜୁନ୍ ମାସରେ ବ୍ୟାଙ୍କ ବନ୍ଦ ରହିବ । ସେଥ‌ିପାଇଁ ଆପଣମାନେ ନିଜର ବ୍ୟାଙ୍କ କାମ ଶୀଘ୍ର ସାରିଦିଅନ୍ତୁ ।

ଟ୍ରାଫିକ୍ ନିୟମରେ ପରିବର୍ତ୍ତନ : ଜୁନ୍‌ମାସରୁ ଟ୍ରାଫିକ୍ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଜୁନ୍ ଠାରୁ ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ ତିଆରି ହୋଇଛି । ନୂଆ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ବହୁତ ବେଗରେ ଗାଡି ଚଳାନ୍ତି, ତେବେ ତାଙ୍କୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ । ଏହା ସହ ବିନା ଲାଇସେନ୍ସରେ ଗାଡି ଚଳାଇବା ପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି କେହି ହେଲମେଟ୍ କିମ୍ବା ସିଟ୍ ବେଲ୍ଟ ବିନା ଗାଡି ଚଲାନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

ଗାଡି ଚଳାଇବା ସମୟରେ ସାମାନ୍ୟ ସୀମା ଅତିକ୍ରମ କରିବା ପାଇଁ ଦଣ୍ଡ : ଜଣେ ନାବାଳକ ଅର୍ଥାତ ୧୮ ବର୍ଷରୁ କମ୍ ନାବାଳକ ଏକ ଗାଡି ଚଳାଇଥାଏ, ତେବେ ତାଙ୍କୁ ଜୋରିମାନା ଦେବାକୁ ପଡିବ । ଯଦି ନାବାଳକ ଗାଡି ଚଳାଉଥ‌ିବାର ଧରାପଡିବ, ତେବେ ତାଙ୍କୁ ୨୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏହା ବ୍ୟତୀତ ନାବାଳକ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଲାଇସେନ୍ସ ପାଇବ ନାହିଁ ।

ଆମାଜନ ରିୱାର୍ଡ ପଏଣ୍ଟ : ଜୁନ୍‌ମାସରେ କ୍ରେଡିଟ୍ କାର୍ଡ ସହିତ ଜଡିତ ନିୟମ ମଧ୍ୟ ପରିବର୍ତ୍ତନ ହେବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଆମାଜନ୍ ପେ ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ଅଛି, ତେବେ ଜୁନ୍ ସହିତ ଏହା ସହ ଜଡିତ ନିୟମ ପରିବର୍ତ୍ତନ ହେଉଛି । ଏହି କାର୍ଡର ନିୟମ ଜୁନ୍ ୧୮ରୁ ପରିବର୍ତ୍ତନ ହେବ । ବତ୍ତମାନ ପର୍ଯ୍ୟନ୍ତ ଏହି କାର୍ଟ ମାଧ୍ୟମରେ ଭଡା ଦେୟ ଉପରେ ଉପଲବ୍ଧ ୧ ପ୍ରତିଶତ ରିୱାର୍ଡ ପଏଣ୍ଟୁ ଜୁନ୍ ୧୮ରୁ ବନ୍ଦ ହୋଇଯିବ ।

Leave a Reply

Your email address will not be published. Required fields are marked *