ରାମଙ୍କ ସୁନ୍ଦରୀ ସ୍ତ୍ରୀ ଓ ପରିବାର ବିଷୟରେ ଲୁଚି ରହିଥିବା କିଛି ଏମିତି କଥା ଯାହା ଆପଣ ଆଗରୁ କେବେ ଜାଣିନଥିବେ

ନମସ୍କାର ବନ୍ଧୁଗଣ ଆପଣମାନେ ତ ଅଭିନେତା ରାମଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆପଣମାନେ ସମସ୍ତେ ତୋ ପାଇଁ ତୋରି ପାଇଁ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଏହି ଧାରାବାହିକରେ ଅଭିନୟ କରୁଥିବା ରାମ ବା ଆପଣଙ୍କ ପ୍ରିୟ ସାଗର ମହାନ୍ତି ତେବେ ଆପଣ ମାନେ ଆଜି ଜାଣିବେ ସେହି ସାଗର ମହାନ୍ତିଙ୍କ ପରିବାର ତାଙ୍କ ପର୍ଶନଲ ଲାଇଫ ବିଷୟରେ ତାଙ୍କ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି ରିଏଲ ଲାଇଫରେ ସେ କାହାକୁ ବିବାହ କରିଛନ୍ତି ଆସନ୍ତୁ ଜାଣିବା ସବୁ କିଛି ଖବର

ତେବେ ଦର୍ଶକବନ୍ଧୁ ଜି ସାର୍ଥକରେ ପ୍ରସାରିତ ହେଉଥିବା ତୋ ପାଇଁ ତୋରି ପାଇଁ ଯେଉଁ ଧାରାବାହିକ ଏହା ବର୍ତ୍ତମାନ ଓଡ଼ିଶାର ନମ୍ବର ୱାନ ଧାରାବାହିକ ଭାବରେ ବେଶ ଲୋକପ୍ରିୟତା ହାସଲ କରିପାରିଛି |ଲୋକମାନେ ଏହି ଧାରାବାହିକକୁ ବେଶ ପସନ୍ଦ କରୁଛନ୍ତି | ଏହି ଧାରାବାହିକ ଆପଣଙ୍କର ପ୍ରିୟ ଯୋଡ଼ି ରହିଛି ରାମ ଏବଂ ଚିକି |

ଏହି ଦୁଇ ଯୋଡ଼ିଙ୍କୁ ଦର୍ଶକମାନେ ବେଶ ଭଲ ପାଇବା ଦେଇ ଆସିଛନ୍ତି |ତେବେ ବର୍ତ୍ତମାନ ସମୟରେ ରାମଙ୍କ ବୟସ ଯାଇ ପହଁଚିଛି 25 ବର୍ଷ ସେ ଗୋଟିଏ ଏପିସୋଡରେ 3,000 ଟଙ୍କା ଡିମାଣ୍ଡ କରିଥାଆନ୍ତି |ତାହା ସହିତ ଏକ ବଡ଼ ଖବର ରାମଙ୍କ ଭଉଣୀ ହେଉଛନ୍ତି ଅର୍ଚ୍ଚିତା ଯିଏ କି ଜଣେ ଆଗ ଧାଡ଼ିର ଅଭିନେତ୍ରୀ ସେ ମଧ୍ୟ ଅନେକ ସିରିଏଲରେ ଅଭିନୟ କରିଛନ୍ତି |

ଦର୍ଶକବନ୍ଧୁ ପ୍ରକୃତ କଥା ଉଠୁଛି ରାମ ବିବାହ କରିଛନ୍ତି କି ନାହିଁ ପ୍ରକୃତରେ ରାମ ଏପର୍ଯ୍ୟନ୍ତ କାହାକୁ ବିବାହ କରି ନାହାଁନ୍ତି ଏବଂ କାହା ସହିତ ପ୍ରେମ ସମ୍ପର୍କରେ ନାହାଁନ୍ତି ସୋସିଆଲ ମେଡିଆରେ ଯାହା ଚର୍ଚ୍ଚା ଉଠେ ତାହା ରାମଙ୍କ ରିଲେସନ ସିପକୁ ନେଇ ଚର୍ଚ୍ଚା ଚାଲିଛି ଏହା ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ ଏପର୍ଯ୍ୟନ୍ତ ରାମ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି କହି ନାହାଁନ୍ତି

Leave a Reply

Your email address will not be published. Required fields are marked *