ନବୀନ କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ଏବେ ସବୁ ଯୁବ ଗୋଷ୍ଟିଙ୍କୁ ମିଳିବ ଟଙ୍କା ଏହି ଯୋଜନାରେ ସମସ୍ତେ ଉଠାଇ ପାରିବେ ଲାଭ

ନମସ୍କାର ବନ୍ଧୁଗଣ ଆସିଗଲା ନବୀନ ଙ୍କ ନୂଆ ଯୋଜନା ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାରି କଲେ ନୂଆ ସୂଚନା ଯାହାକି ମିଳିବାକୁ ଯାଉଛି ଅନେକ ଲାଭ ଆସନ୍ତୁ ଜାଣିବା କଣ ସେହି ଦୁଇଟି ଯୋଜନା ଯାହା ଆପଣ ମଧ୍ୟ ପାଇପାରିବେ ସୁବିଧା । ପ୍ରଥମେ ହେଉଛି ସରକାରୀ ଚାକିରୀ କୁ BSKY ରେ ସାମିଲ କରାଯିବ ଏନେଇ ଏକ ଭିଡିଓ ମାଧ୍ୟମରେ ବରିଷ୍ଟ ବିଜେଡି ନେତା ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି ।

ଏକ ଭିଡିଓ ମାଧ୍ୟମରେ ଭିକେ ପାଣ୍ଡିଆନ କହିଛନ୍ତି ସରକାରୀ କର୍ମଚାରୀ ,ଅଙ୍ଗନୱାଡି କର୍ମଚାରୀ ,ଆଶା ଦିଦି ,MBK,CRP କମ୍ୟୁନିଟି ଷ୍ଟାପ ସମସ୍ତଙ୍କ ସୁରକ୍ଷା ପାଇଁ BSKY ନବୀନ କାର୍ଡ ଦିଆଯିବ ଆଉ ଯୁବ ଗୋଷ୍ଟିଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ଯୁବ ବଜେଟ ଦେଶର ଓଡ଼ିଶା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ପଣ୍ଡିଆନ କହିଲେ

ନିର୍ବାଚନ ଭିତରେ ଆଗାମୀ 10 ବର୍ଷ ପାଇଁ ଯୁବକ ମାନଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ ବିଜେଡି ନିଜ ହିସ୍ତ ହାରରେ ଘୋଷଣା କରିଛନ୍ତି ଯେ ପ୍ରଥମ ଥର ପାଇଁ ଅଣାଯିବ ଏକ ଲକ୍ଷ କୋଟି ଟଙ୍କାର ଯୁବ ବଜେଟ ଯୁବକଙ୍କ ପାଇ ଦଶ ବର୍ଷରେ ଖର୍ଚ୍ଚ ହେବ ଅର୍ଥ

ତେବେ ପ୍ରତିବର୍ଷ ଦଶ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ସେଥିରୁ ଏକ ହଜାର କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ମତଦାନ ଆଧାରରେ ଖର୍ଚ୍ଚ ହେବ । ତେବେ ଦେଶର ପ୍ରଥମ ରାଜ୍ୟ ଭାବରେ ଏହିଭଳି ଘୋଷଣା କରିଛି ଓଡ଼ିଶା ।

Leave a Reply

Your email address will not be published. Required fields are marked *