ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଗଲା ରିଚେକିଙ୍ଗ ତାରିକ ,ଏହି ଦିନ ଶୀଘ୍ର କରନ୍ତୁ ଆବେଦନ ଏବଂ ବଢ଼ାନ୍ତୁ ନିଜ ମାର୍କ

ନମସ୍କାର ବନ୍ଧୁଗଣ ମାଟ୍ରିକ ରେଜଲ୍ଟ ସରିଲା ପରେ 29 ରୁ ହେବ ରିଚେକିଙ୍ଗ ଜୁନ 10 ରୁ ଆରମ୍ଭ ହେବ ସପ୍ଲି ମେଣ୍ଟାରୀ ରେଜିଷ୍ଟ୍ରେସନ ଯଦି ଆପଣଙ୍କର ମାଟ୍ରିକରେ ଆସିଛି କମ ମାର୍କ ଆପଣଙ୍କୁ ଲାଗୁଚି ଅଧିକ ମାର୍କ ବଢ଼ିପାରେ ଏନେଇ ଜାରି ହେଲା ନୂଆ ଅପଡେଟ ତେବେ ଆସନ୍ତୁ ଆଜିର ବିଷୟରେ ଜାଣିବା |

ପ୍ରକାଶ ପାଇଛି 2024 ଭବର୍ଷର ମାଟ୍ରିକ ରେଜଲ୍ଟ ଏଥିରେ ମୋଟ ପାଞ୍ଚ ଲକ୍ଷ ଛପନ ହଜାର ୧ ତିରିଶ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 96.7 ପ୍ରତିଶତ ଛାତ୍ର ଛାତ୍ରୀ ପରୀକ୍ଷାରେ ପାସ କରିଛନ୍ତି | ତେବେ ନିଜ ମାର୍କକୁ ନେଇ ଅଶାନ୍ତି ଥିବା ଛାତ୍ର ଛାତ୍ରୀ ମାନେ ରିଚେକିଙ୍ଗ ସମୟ ମଧ୍ୟ ଘୋଷଣା କରିଛି ବୋର୍ଡ |

ତେବେ ମେ 29 ରୁ ଆରମ୍ଭ ହେବ ରିଚେକିଙ୍ଗ ପାଇଁ ଆବେଦନ ଏହା ଜୁନ 12 ତାରିକ ପର୍ଯ୍ୟନ୍ତ ଚାଲିବ ତେବେ ଏହି ସମୟ ମଧ୍ୟରେ ଛାତ୍ର ଛାତ୍ରୀ ମାନେ ଏହି ସମୟରେ ରିଚେକିଙ୍ଗ ପାଇଁ ଆବେଦନ କରିପାରିବେ |

ଏହା ସହ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ସମୟ ଘୋଷଣା ହୋଇଛି ତେବେ ଜୁନ 10 ରେ ଛାତ୍ର ଛାତ୍ରୀ ମାନେ ରେଜିଷ୍ଟ୍ରେସନ କରିପାରିବେ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି

Leave a Reply

Your email address will not be published. Required fields are marked *