Vastu : ଧନକୁ ଚୁମ୍ବକ ପରି ଟାଣୁଥିବା ଗଛ ଗୃହର କେଉଁଠି ଲଗାଇଲେ ଧନ ବୃଦ୍ଧି ହୁଏ ଆପଣଙ୍କ ବାଡ଼ିରେ ଲଗାଉଛନ୍ତି ଶୀଘ୍ର ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଚାହିଁ ଥାଆନ୍ତି ଯେ ନିଜର ଏକ ସୁନ୍ଦର ବଗିଚା ହେଉ ଅନେକ ପ୍ରକାର ଗଛ ଲତା ସଜାଇବା ପାଇଁ ପସନ୍ଦ କରିଥାଆନ୍ତି କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ଗଛ ଘର ପାଇଁ ଶୁଭ ହୋଇଥାଏ ଆଜି ଆମେ କିଛି ଏଭଳି ବୃଷ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ଆସୁଥିବା ସମସ୍ତ ବିପଦ ଏବଂ ସମସ୍ୟା କୁ ନିଜ ଉପରକୁ ନେଇ ଯାଆନ୍ତି ଯାହା ଫଳରେ ଆମେ ସୁରକ୍ଷିତ ଏବଂ ଖୁସି ରେ ରଖିବା ସହିତ ବହୁତ ଶୁଭ ମଧ୍ୟ ହୋଇଥାଏ ତେବେ ଆସନ୍ତୁ ଜାଣିନେବା କି ସେହି ରହସ୍ୟ ମୟୀ ଏବଂ ଶୁଭ ବୃକ୍ଷ ଗୁଡିକ କିଏ କିଏ ଏବଂ ସେମାନଙ୍କ ର ଉପକାରିତା କଣ ।

୧- ପ୍ରଥମ ବୃକ୍ଷ ହେଉଛି ବୃହସ୍ପତି ର ବୃକ୍ଷ କଦଳୀ ଗଛ କେବେବି କଦଳୀ ଗଛ କୁ ଘରର ସାମ୍ନା ରେ ଭୁଲ ରେ ବି ଲଗେଇବେ ନାହିଁ । କଦଳୀ ଗଛ କି ସର୍ଵଦା ଘରର ପଛରେ ହିଁ ଲଗେଇବା ଉଚିତ । କଥାରେ ଅଛି କଦଳୀ ଗଛ ଘରର ପଛରେ ଏବଂ ବେଲ ଗଛ ଘରର ଆଗରେ ଲଗେଇଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି । ଅର୍ଥାତ ଧନ ରତ୍ନ ସମ୍ପତି ଆସିଥାଏ ।

୨- ଦ୍ଵିତୀୟ ବୃକ୍ଷ ହେଉଛି ତୁଳସୀ ଗଛ ବାସ୍ତୁ ଦୋଷ କୁ ଦୁର କରିବାରେ ସବୁଠାରୁ ଉତ୍ତମ ଉପାୟ ହେଉଛି ତୁଳସୀ ଗଛ ।ଏହି ଗଛ ଯଦି ଆପଣଙ୍କ ଘରେ ଅଛି ତେବେ ଆପଣ ସୁଖୀ ଅଛନ୍ତି ଏବଂ ଧନୀ ମଧ୍ୟ । ଘରେ ଯଦି କୌଣସି ନକରାତ୍ମକ ଶକ୍ତି ର ବାସ ଥାଏ ତେବେ ଏହି ତୁଳସୀ ଗଛ ଥିଲେ ଘରେ ନକରାତ୍ମକ ଶକ୍ତି କିମ୍ବା ଖରାପ ଶକ୍ତି ଘରକୁ ଆସେ ନାହିଁ । କେବଳ ସକରାତ୍ମକ ଶକ୍ତି ହିଁ ଘରକୁ ଆସେ ଏବଂ ଜୀଵନ ସୁଖ ମୟ ହେବ ।

୩- ତୃତୀୟ ଗଛ ହେଉଛି ଶମୀ ଗଛ ଏହି ଗଛ କୁ ସୁଖ ଶାନ୍ତି ଆଣୁଥିବା ଗଛ କୁହାଯାଏ । ଏହି ଗଛ କିମ୍ବା ବୃକ୍ଷ କୁ ଲଗାଇବା ଦ୍ବାରା ଘରେ ଏବଂ ଜୀଵନ ରେ ଖୁସି ଏବଂ ସୁଖ ଶାନ୍ତି ଆସିଥାଏ । କେବଳ ଭାରତୀୟ ଧର୍ମ ରେ ନୁହେଁ ବରଂ ଅନ୍ୟ ସବୁ ଧର୍ମ ରେ ମଧ୍ୟ ଏହାକୁ ଶୁଭ ବୋଲି ମାନ୍ୟତା ରହିଥାଏ ଏହି ବୃକ୍ଷ ରେ ଅନେକ ଔଷଧୀୟ ଗୁଣ ମାନ ମଧ୍ୟ ରହିଥାଏ ।

Leave a Reply

Your email address will not be published. Required fields are marked *