ଓଲିଉଡର ଲୋକପ୍ରିୟ ଅଭିନେତା ସାତ୍ଵିକ ମିଶ୍ରଙ୍କ ଜୀବନୀ ଏବଂ ପ୍ରକୃତ ପରିବାର ବିଷୟରେ କିଛି ଅଜଣା କଥା ଯାହା ଆଗରୁ କେବେ ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତା ସାତ୍ଵିକ ମିଶ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ସାତ୍ଵିକ ମିଶ୍ରଙ୍କ ରିଏଲ ଲାଇଫ ଫ୍ୟାମିଲି ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ଆଜିର ଏହି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ହେଉଛନ୍ତି ସାତ୍ଵିକ ମିଶ୍ର ସେ ବହୁତ ସାରା ସିନେମା ଏବଂ ସିରିଏଲ ମାଧ୍ୟମରେ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି ତେବେ ଏବେ ଆସନ୍ତୁ ଜାଣିବା ସାତ୍ଵିକ ମିଶ୍ରଙ୍କ ରିଏଲ ଲାଇଫ ଫ୍ୟାମିଲି ବିଷୟରେ |

ସାତ୍ଵିକ ମିଶ୍ରଙ୍କ ପ୍ରକୃତ ଘର ହେଉଛି କଟକ ଠାରେ ଏବଂ ସାତ୍ଵିକ ମିଶ୍ର 2000 ମସିହାରେ ବିବାହ କରିଥିଲେ ଏବଂ ଇଏ ହେଉଛନ୍ତି ସାତ୍ଵିକ ମିଶ୍ରଙ୍କ ସ୍ତ୍ରୀ ତା ସହିତ ତାଙ୍କର ଜଣେ ପୁଅ ଏବଂ ଝିଅ ମଧ୍ୟ ଅଛନ୍ତି ଯାହାଙ୍କୁ ଆପଣମାନେ ଏହି ଫୋଟରେ ନିଶ୍ଚୟ ଦେଖିବାକୁ ପାଇଥିବେ |

ଗତ କିଛି ଦିନ ହେବ ସାତ୍ଵିକ ମିଶ୍ର ମାଉଥ କ୍ୟାନ୍ସରରେ ପୀଡ଼ିତ ଥିଲେ କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ହୋଇ ଘରେ ଅଛନ୍ତି ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କର ବହୁତ ଯତ୍ନ ନେବାର ଦେଖିବାକୁ ମିଳିଛି | ତେବେ ଆପଣ ମାନଙ୍କୁ ଅଭିନେତା ସାତ୍ଵିକ ମିଶ୍ରଙ୍କ କେମିତି ଲାଗନ୍ତି ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *