ଧୋନିଙ୍କୁ କନ୍ଦାଇଥିଲ ଆଜି ନିଜେ କାନ୍ଦିଲ RCB ଭାଗ୍ୟରେ ଆଇପିଏଲ ଟ୍ରଫି ନାହିଁ ଏଭଳି କହି ଚିଡାଇଲେ csk ଫ୍ୟାନ

ଧୋନିଙ୍କୁ କନ୍ଦାଇଥିଲ ଏବେ ନିଜେ କାନ୍ଦ ! ଦର୍ଶକ ବନ୍ଧୁ ଆପଣ ଯଦି ଗତ କାଲିର ରୋମାଞ୍ଚକର ମ୍ୟାଚ୍ ଦେଖି ନାହାନ୍ତି ତାହେଲେ ଆସନ୍ତୁ ଦେଖିବା ସେହି ମ୍ୟାଚରେ ଘଟିଥିବା କିଛି ଏପରି ଘଟଣା ବିଷୟରେ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ହଁ ଦର୍ଶକ ବନ୍ଧୁ IPL ୨୦୨୪ ବିଦାୟ ନେଇଛି RCB RCB ର IPL ଟ୍ରଫି ଜିତିବାର ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା ଓ ଏହି ବର୍ଷକୁ ଲଗେଇଲି ୧୭ ଥର ସ୍ବପ୍ନ ଭାଙ୍ଗି ସାରିଲାଣି

ଏଲିମିନେଟର ମ୍ୟାଚରେ RCB କୁ ୪ ୱିକେଟ୍ ରେ ପରାସ୍ତ କରିଛି ଓ ପରବର୍ତ୍ତୀ ମ୍ୟାଚ୍ ପାଇଁ ଉତ୍ତୀର୍ଣ୍ଣ ହୋଇଛି ଟିମ୍ ରାଜସ୍ଥାନ ଆସନ୍ତା ୨୪ ତାରିଖରେ ରାଜସ୍ଥାନ ହାଇଦ୍ରାବାଦ ସହିତ ହେବାକୁ ଥିବା ମ୍ୟାଚରେ ଯେଉଁ ଟିମ୍ ଉତ୍ତୀର୍ଣ୍ଣ ହେବ ସେହି ଟିମ୍ ଫାଇନାଲ ରେ KKR ସହିତ ପ୍ରତିଦ୍ବନ୍ଦିତା କରିବ ।

ତେବେ ଟସ୍ ଜିତି ପ୍ରଥମେ ବଲିଂ କରିବକୁ ନିଷ୍ପତି ନେଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ ୱିକେଟ୍ ନେଇ RCB କୁ ୧୭୨ ରନ୍ ର ଛୋଟ ଲକ୍ଷ୍ୟ ଦେଇଥିଲା ଯେଉଁ ଥୀରେ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରି ୩୩ ରନ୍ ସଂଗ୍ରହ କରିଥିଲେ ଏହାର ଜବାବରେ

ରାଜସ୍ଥାନ ୧୯ ଓଭର୍ ରେ ୬ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରି ଦେଇଥିଲା ତାସହିତ RCB ଟ୍ରୋଫି ଜିତିବା ସ୍ବପ୍ନ ମଧ୍ୟ ଭାଙ୍ଗି ରୁଜି ଯାଇଛି । RCB ର ଏହି ଲଜ୍ୟଜନକ ପରାଜୟ ପରେ CSK ର କିଛି ଫ୍ୟାନ ମାନେ କହିଛନ୍ତି ଧୋନିଙ୍କୁ ଯେପରି କନ୍ଦାଇ ଥିଲା ଏବେ ତମେ ସେପରି କନ୍ଦିଲ ।

Leave a Reply

Your email address will not be published. Required fields are marked *