ବିଜେଡି ପ୍ରାର୍ଥୀର ଯୋଗ ଦେଇ ବର୍ଷାଙ୍କ ପାଇଁ ପ୍ରଚାର କଲେ ସବ୍ୟ ଏବଂ ଅର୍ଚ୍ଚିତା ,ମିଛ ପ୍ରତିଶୃତି ନେଇ ମୁହଁ ଖୋଲିଲେ ବର୍ଷା

ନମସ୍କାର ବନ୍ଧୁଗଣ ରାଜନୀତିରେ ମିଛ ପ୍ରତିଶୃତି ଦେବା ପଡ଼ିଲା ମହଙ୍ଗା ବର୍ଷାଙ୍କ ପାଇଁ ପ୍ରଚାର ମୈଦାନରେ ସବ୍ୟ ଏବଂ ଅର୍ଚ୍ଚିତା ଏହି ଦୁହେଁ ହେଉଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତେବେ ଷ୍ଟାର ପ୍ରଚାରକ ହୋଇ ଏମିତି ପ୍ରତିଶୃତି ତେବେ କଣ ରହିଛି ଘଟଣା ଏହା ସୋସିଆଲ ମେଡିଆରେ ବେଶ ଚାର ଚର୍ଚ୍ଚାର ବିଷୟ ପାଲଟିଛି ବର୍ଷା ଯିଏ ବିଜେଡିରେ ଟିକେଟ ପାଇ ଆସନ ପାଇଁ ଲଢ଼େଇ କରୁଛନ୍ତି ବିଜେଡିରେ ସାମିଲ ହେବା ପାରେ ବିଜେଡିରେ ସାମିଲ ହୋଇଥିଲେ ବର୍ଷା ଏବଂ ପ୍ରଚାର ମୈଦାନରେ ବର୍ଷା ଏବେ ବ୍ୟସ୍ତ ରହୁଛନ୍ତି

ଏହି ସବୁ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି ପ୍ରତିଶୃତିକୁ ନେଇ ଏବେ ତ ସବୁ ଅଭିନେତା ଅଭିନେତ୍ରୀ ମାନେ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି ରାଜନୀତିରେ ପାଦ ଥାପୁ ଥିବାର ଆପଣମାନେ ସମସ୍ତେ ଦେଖୁଥିବେ ସବୁ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ମାନେ ଅଭିନୟ ଛାଡ଼ି ପ୍ରଚାର କରୁଛନ୍ତି ରାଜନୀତି ଦଳରେ ସାମିଲ ହୋଇଛନ୍ତି

ଏହି ସବୁରୁ ବାଦ ପଡ଼ିଛନ୍ତି ସବ୍ୟ ଏବଂ ଅର୍ଚ୍ଚିତା ବର୍ଷା ଙ୍କ ପାଇଁ ବିଜେଡି ମୈଦାନକୁ ଓଲ୍ହାଇଛନ୍ତି ସବ୍ୟ ଏବଂ ଅର୍ଚ୍ଚିତା ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ପାଣ୍ଡିୟାନ ସମସ୍ତଙ୍କ ଗୁଣ ଗାନ କରିଛନ୍ତି ଏହି ସବୁ ଭିତରେ ସୋସିଆଲ ମେଡିଆରେ ଏକ ବିଶେଷ ଭିଡିଓ ଭାଇରଲ ହେବାରେ ଲାଗିଛି ତେବେ ଦର୍ଶକମାନଙ୍କୁ କଣ ସବୁ ପ୍ରତିଶୃତି ଦେଇଛନ୍ତି

ଯାହାକି ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସବୁ କିଛି ବିଷୟରେ ଆଗକୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଯିବେ | ସବୁଠୁ ମୁଖ୍ୟ ବିଷୟ ପାଲଟିଛି ସବ୍ୟ ଏବଂ ଅର୍ଚ୍ଚିତାଙ୍କ ପାଇଁ ଯାହାକି ବିଜେଡିରେ ସେମାନେ ପ୍ରଚାର କରୁଛନ୍ତି ବର୍ଷାଙ୍କ ବିଜୟ ହାସଲ ପାଇଁ ସେ ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି ଏବଂ ବିଜେଡିର ମହାନତା ପ୍ରକାଶ କରୁଛନ୍ତି |

Leave a Reply

Your email address will not be published. Required fields are marked *