ତରଙ୍ଗ ଟିଭିରେ ଅଭିନୟ କରୁଥିବା ମା ମାନଙ୍କ ପ୍ରକୃତ ଜୀବନ ସାଥୀଙ୍କୁ ଆପଣ ଆଗରୁ କେବେ ଦେଖିନଥିବେ ,ସବୁଠୁ ବେଶୀ ବୁଢ଼ା ଏହି Heroine ଙ୍କ ସ୍ୱାମୀ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକୁ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ସବୁ ସିରିଏଲରେ ମା ମାନଙ୍କ ଭୂମିକାରେ ଅଭିନୟ କରୁଥିବା ଏହି ସବୁ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଏହି ଅଭିନେତ୍ରୀ ମାନଙ୍କ ପ୍ରକୃତ ଜୀବନ ସାଥୀଙ୍କ ବିଷୟରେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଏହି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଏହି ଲିଷ୍ଟରେ ପ୍ରଥମରେ ଆସୁଛନ୍ତି ଆଶା ଯାହାଙ୍କ ସୁନ୍ଦର ଅଭିନୟ ଆପଣମାନେ ଆଶା ସିରିଏଲରେ ନିଶ୍ଚିତ ଦେଖିଥିବେ ତେବେ ବନ୍ଧୁଗଣ ଫୋଟରେ ଦେଖି ପାରୁଥିବେ ଇଏ ହେଉଛନ୍ତି ଆଶାଙ୍କ ପ୍ରକୃତ ହଜବ୍ୟାଣ୍ଡ ଯାହାଙ୍କ ପ୍ରକୃତ ନାମ ହେଉଛି ଚନ୍ଦନ ମହାପାତ୍ର |

ଏହା ପରେ ଦ୍ୱିତୀୟରେ ଆସୁଛନ୍ତି ପବିତ୍ରା ଯିଏ କି ସିନ୍ଦୂରର ଅଧିକାର ସିରିଏଲରେ ଇତିଙ୍କ ମା ଭୂମିକାରେ ନଜର ଆସୁଛନ୍ତି ତେବେ ପବିତ୍ରା ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି ଏବଂ ସେ ଏପର୍ଯ୍ୟନ୍ତ ମ୍ୟାରେଜ କରି ନାହାଁନ୍ତି |

ଏହା ପରେ ତୃତୀୟରେ ଆସୁଛନ୍ତି ସୁଲଗ୍ନା ଯିଏ କି ତୋରି ପାଇଁ ତୋ ପାଇଁ ସିରିଏଲରେ ମା ଭୂମିକାରେ ନଜର ଆସୁଛନ୍ତି ତେବେ ସୁଲଗ୍ନା ରିଏଲ ଲାଇଫରେ ବିବାହ କରି ସାରିଛନ୍ତି ଏବଂ ଇଏ ହେଉଛନ୍ତି ସୁଲଗ୍ନାଙ୍କ ବୟ ଫ୍ରେଣ୍ଡ ଯାହାଙ୍କ ପ୍ରକୃତ ନାମ ହେଉଛି ବୀରେନ୍ଦ୍ର |

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଆପଣଙ୍କ ଅତିପ୍ରିୟ ଅଭିନେତ୍ରୀ ମଧୁ ଯିଏ କି ଭାଗ୍ୟ ହାତ ଡୋରି ସିରିଏଲରେ ଆରିୟାନଙ୍କ ମା ଭୂମିକାରେ ଦମଦାର ଆକ୍ଟିଙ୍ଗ କରି ବେଶ ଲୋକପ୍ରିୟତା ହାସଲ କରି ପାରିଛନ୍ତି | ତେବେ ମଧୁ ରିଏଲ ଲାଇଫରେ ମ୍ୟାରେଜ କରି ନାହାଁନ୍ତି |

ଏହା ପରେ ପଞ୍ଚମରେ ଆସୁଛନ୍ତି ସୁଲେଖା ଯିଏ କି ତିତଲି ସିରିଏଲରେ ଅର୍ଜୁନଙ୍କ ମା ଭୂମିକାରେ ଦମଦାର ଅଭିନୟ କରୁଛନ୍ତି ତେବେ ଇଏ ହେଉଛନ୍ତି ସୁଲେଖାଙ୍କ ସ୍ୱାମୀ ଯାହାଙ୍କ ପ୍ରକୃତ ନାମ ହେଉଛି ଅନନ୍ତ ଦାସ |

ଏହି ଲିଷ୍ଟର ଷଷ୍ଠରେ ଆସୁଛନ୍ତି ଦାମିନୀ ଯିଏ କି ସିନ୍ଦୂରର ଅଧିକାର ସିରିଏଲରେ ଆରବଙ୍କ ମା ଭୂମିକାରେ ନଜର ଆସୁଛନ୍ତି ତେବେ ଇଏ ହେଉଛନ୍ତି ଦାମିନୀଙ୍କ ସ୍ୱାମୀ ଯାହାଙ୍କୁ ଆପଣମାନେ ଏହି ଫୋଟରେ ଦେଖି ପାରୁଥିବେ |

ଏହା ପରେ ଆସୁଛନ୍ତି କାହାର ହେବି ମୁଁ କଣ୍ଢେଇ ସିରିଏଲର ଅଭିନେତ୍ରୀ ରେଖା ଯିଏ କି ହିରୋଇନଙ୍କ ମା ଭୂମିକାରେ ବହୁତ ସୁନ୍ଦର ଅଭିନୟ କରୁଥିବାର ଆପଣମାନେ ନିଶ୍ଚୟ ଦେଖିଥିବେ ତେବେ ଇଏ ହେଉଛନ୍ତି ରେଖାଙ୍କ ହଜବ୍ୟାଣ୍ଡ ଯାହାଙ୍କୁ ଆପଣମାନେ ନିଶ୍ଚୟ ଦେଖିପାରୁଥିବେ |

Leave a Reply

Your email address will not be published. Required fields are marked *