ରୋହିତ ଶର୍ମାଙ୍କ ପାଇଁ ବଢ଼ିଲା ଟେନ୍ସନ, ବିଶ୍ୱକପରେ ଏହି ନିୟମ ଭାରତୀୟ ଟିମ ପାଇଁ ସମସ୍ୟା ,ନ ମାନିଲେ ଦେବେ ମୋଟା ଅଙ୍କର ଫାଇନ

T20 ବିଶ୍ୱକପ୍ ପୂର୍ବରୁ ଚିନ୍ତାରେ ରୋହିତ ଶର୍ମା ବିଶ୍ୱକପ୍ ର ଏହି ନିୟମକୁ ନେଇ ଏବେ ବଢୁଛି ଚିନ୍ତା ଆସନ୍ତା ମାସ ଅର୍ଥାତ୍ ଜୁନ ମାସ ଠାରୁ ଆରମ୍ଭ ହେବାକୁ ଯାଉଛି T20 ବିଶ୍ଵକପ୍ ଏହି ବିଶ୍ୱକପ୍ ରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଟିମ୍ ଇଣ୍ଡିଆ ତେବେ ଏହି ମ୍ୟାଚ୍ ଆରମ୍ଭ ହେବ ପୂର୍ବରୁ ଚିନ୍ତାରେ ଅଛି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଏକ ନିୟମ ଯୋଗୁ ଚିନ୍ତିତ ହୋଇପଡିଛନ୍ତି

ଅଧିନାୟକ ରୋହିତ ଶର୍ମା ଏହି ନିୟମ ବିଶ୍ୱକପ୍ ରେ ବଡ ସମସ୍ୟା ସୃଷ୍ଟି କରି ପାରେ ବୋଲି ଆଶଙ୍କା କରାଯାଉଛି ଆସନ୍ତା T20 ବିଶ୍ୱକପ୍ ର ଦ୍ୱିତୀୟ ଫାଇନାଲ ପାଇଁ କୌଣସି ରିସର୍ଭ ଦିନ ରଖି ନାହିଁ ICC ପ୍ରଥମ ମ୍ୟାଚ୍ ପାଇଁ ରିଜର୍ଭ ଦିନ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ICC ଘୋଷଣା କରି ନାହିଁ।

ତେବେ ଦ୍ୱିତୀୟ ସେମିଫାଇନାଲ ଦିନ ଟିମ୍ ଇଣ୍ଡିଆର ଖେଳିବା ସମ୍ଭାବନା ଅଧିକ ଥିବା ବେଳେ କୌଣସି ରିଜର୍ଭ ଡେ ନଥିବାରୁ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି ତେବେ ଏହି ମ୍ୟାଚ୍ ପାଇଁ ICC ରିଜର୍ଭ ପରିବର୍ତ୍ତେ ୪ ଘଣ୍ଟା ୧୦ ମିନିଟ୍ ର ଅତିରିକ୍ତ ସମୟ ଦେଇଛି । ହେଲେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ସେହି ଦିନ ଶେଷ କରିବାକୁ ନିଷ୍ପତି ନେଇଛି

ICC ତେବେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଜୁନ ୨୭ ତାରିଖରେ ଖେଳାଯିବ ବୋଲି ICC ପକ୍ଷରୁ ସୂଚନା ଜାରି କରାଯାଇଛି ଏବଂ ଏହା ପରେ କେବଳ ଗୋଟେ ଦିନ ପାରେ ଜୁନ ୨୯ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳା ଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *