ଯାତ୍ରା ଜଗତରେ ଅଭିନୟ କରୁଥିବା ଭିଲିୟାନ ମାନଙ୍କ ଦରମା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ,କହିବେ ବାପରେ ଏତେ ଟଙ୍କା …ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଅନେକ ଲୋକ ଯାତ୍ରା ଜଗତକୁ ବହୁତ ଭଲ ପାଉଥିବେ ଓଡ଼ିଆ ଯାତ୍ରାରେ କାମ କରୁଥିବା ପ୍ରତ୍ୟକ ଭିଲିୟାନ ମାନଙ୍କ କ୍ୟାରେକ୍ଟରକୁ ଆପଣମାନେ ବେଶ ପସନ୍ଦ ମଧ୍ୟ କରୁଥିବେ ତେବେ ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଓଡ଼ିଆ ଯାତ୍ରାରେ କାମ କରୁଥିବା ପ୍ରତ୍ୟକ ଭିଲିୟାନ ମାନଙ୍କ ଦରମା କେତେ ସେମାନେ ଯାତ୍ରା ପାଇଁ କେତେ ଟଙ୍କା ନିଅନ୍ତି ତେବେ ଆସନ୍ତୁ ଜାଣିବା ସେହି ଭିଲିୟାନ ମାନଙ୍କ ବିଷୟରେ |

ଆମ ଲିଷ୍ଟର ପ୍ରଥମରେ ଆସୁଛନ୍ତି ଆପଣଙ୍କ ପ୍ରିୟ ସଞ୍ଜୟ ଭୋଳ ଆପଣମାନେ ସଞ୍ଜୟଙ୍କୁ ଅନେକ ଯାତ୍ରାରେ ଭିଲିୟାନ କ୍ୟାରେକ୍ଟରରେ ଅଭିନୟ କରୁଥିବାର ଦେଖିଥିବେ ସମସ୍ତେ ତାଙ୍କର ପ୍ରତ୍ୟକ ଯାତ୍ରାର ଆକ୍ଟିଙ୍ଗକୁ ବହୁତ ପସନ୍ଦ ମଧ୍ୟ କରିଥାଆନ୍ତି ତେବେ ସଞ୍ଜୟ ଭୋଳ ଗୋଟିଏ ବର୍ଷକୁ 35 ରୁ 40 ଲକ୍ଷ ଟଙ୍କା ନେଇଥାଆନ୍ତି |

ଆମ ଲିଷ୍ଟର ଦୁଇ ନମ୍ବରରେ ଆସୁଛନ୍ତି ଆପଣମାନଙ୍କ ଅତିପ୍ରିୟ ଦୈତାରୀ ପଣ୍ଡା ଆପଣମାନେ ଦୈତାରୀ ପଣ୍ଡାଙ୍କୁ ଅନେକ ସାରା କ୍ୟାରେକ୍ଟରରେ ଭିଲିୟନ ହେବାର ଆପଣମାନେ ନିଶ୍ଚୟ ଦେଖିଥିବେ ତେବେ ଦୈତାରୀ ପଣ୍ଡା ଯାତ୍ରା ପାଇଁ ଗୋଟିଏ ବର୍ଷକୁ 30 ରୁ 35 ଲକ୍ଷ ଟଙ୍କା ନେଇଥାଆନ୍ତି |

ଏହା ପରେ ତୃତୀୟରେ ଆସୁଛନ୍ତି ମହେନ୍ଦ୍ର ବିଶ୍ୱାଳ ଯାହାଙ୍କ ଡାଇଲଗ ଆପଣ ଶୁଣିଥିବେ ଶାଗୁଣା ବସିଛି ଡେଣା ମେଲାଇ ଏହି ଡାଇଲଗ ତାଙ୍କର ଏତେ ପପୁଲାର ହେଲା ଯେ ସେ ଆଗକୁ ଆଗକୁ ଅନେକ ଯାତ୍ରାରେ ଭିଲିୟାନ ଭାବରେ ଅଭିନୟ କରି ନିଜ ଲୋକପ୍ରିୟତା ହାସଲ କରି ପାରିଛନ୍ତି | ତେବେ ଯାତ୍ରା ପାଇଁ ଗୋଟିଏ ବର୍ଷକୁ 30 ରୁ 35 ଲକ୍ଷ ଟଙ୍କା ନିଅନ୍ତି

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି କାହ୍ନା ନାୟକ ଆପଣମାନେ କାହ୍ନାକୁ ଅନେକ ସାରା ଯାତ୍ରାରେ ଭିଲିୟାନ କ୍ୟାରେକ୍ଟରରେ ଜବରଦସ୍ତ ଆକ୍ଟିଙ୍ଗ କରୁଥିବାର ଆପଣମାନେ ଦେଖୁଥିବେ ଆପଣମାନେ ତାଙ୍କ ଭିଲିୟାନ କ୍ୟାରେକ୍ଟରକୁ ବହୁତ ପସନ୍ଦ କରୁଥିବେ କାହ୍ନା ତାଙ୍କ ଯାତ୍ରା ପାଇଁ ଗୋଟିଏ ବର୍ଷକୁ 25 ରୁ 30 ଲକ୍ଷ ଟଙ୍କା ନେଇଥାଆନ୍ତି |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତୁ ଆପଣଙ୍କ ଅତି ପ୍ରିୟ ଆକ୍ଟର ପିୟୁଷ ମହାନ୍ତି ଆପଣମାନେ ପିୟୁଷଙ୍କୁ ଅନେକ ଫିଲ୍ମରେ କାମ କରୁଥିବାର ଦେଖିଥିବେ ସେ ଯାତ୍ରାରେ ହିରୋ କ୍ୟାରେକ୍ଟରରେ ଅଭିନୟ କରୁଥିଲେ ସେ ଏବେ ନିଜ ସୁନ୍ଦର ଅଭିନୟ ପାଇଁ ଯାତ୍ରା ଏବଂ ଫିଲ୍ମରେ ଭିଲିୟାନ କ୍ୟାରେକ୍ଟରରେ ଅଭିନୟ କରୁଛନ୍ତି
ପିୟୁଷ ମହାନ୍ତି ଯାତ୍ରା ପାଇଁ ଗୋଟିଏ ବର୍ଷକୁ 25 ରୁ 30 ଲକ୍ଷ ଟଙ୍କା ନିଅନ୍ତି

Leave a Reply

Your email address will not be published. Required fields are marked *