ନମସ୍କାର ବନ୍ଧୁଗଣ ପ୍ରାୟତଃ ଆପଣ ମାନେ ବହୁତ ମହିଳା ମାନଙ୍କୁ ଦେଖିଥିବେ ଯେଉଁ ମାନେ ଛୋଟ ଛୋଟ କଥାରେ ଦୁଖୀ ହୋଇ ଯାଇ ଥାଆନ୍ତି କାନ୍ଦିବାକୁ ଲାଗି ଯାଇଥାଆନ୍ତି କିନ୍ତୁ ବହୁତ ଲୋକ ତାଙ୍କର ଏହି ଅଭ୍ୟାସ କାରଣରୁ ତାଙ୍କୁ ଦୁର୍ବଳ ଭାବି ଥାଆନ୍ତି ଏବଂ ତାଙ୍କ ପରିହାସ ମଧ୍ୟ କରି ଥାଆନ୍ତି କେବଳ ଏତିକି ନୁହେଁ ହସିବାକୁ ମଧ୍ୟ ଲାଗି ଯାଇଥାଆନ୍ତି ଆଜି ଆମେ ମହିଳା ମାନଙ୍କ ବିଷୟରେ ଏପରି ବିଶେଷତ୍ୱ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ଆଉ ତାଙ୍କ ଉପରେ ହସିବେ ନାହିଁ ଏବଂ ତାଙ୍କର ବହୁତ ସମ୍ମାନ କରିବାକୁ ଲାଗିବେ | ତେବେ ଆସନ୍ତୁ ଜାଣିବା କିପରି ହୋଇଥାଆନ୍ତି କଥା କଥାରେ କାନ୍ଦୁଥିବା ମହିଳା ମାନେ |
ଯେଉଁ ମହିଳା ମାନେ ଛୋଟିଆ ଛୋଟିଆ କଥାରେ କାନ୍ଦି ଥାଆନ୍ତି ସେମାନେ ହୃଦୟରୁ ବହୁତ ହୋଇଥାଆନ୍ତି ଏମାନେ କାହାର କଷ୍ଟ ଦେଖି ପାରନ୍ତି ନାହିଁ ଏବଂ ସେମାନେ ନିଜ ଭାବନାକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ ଏବଂ କାନ୍ଦିବାକୁ ଲାଗି ଯାଇଥାଆନ୍ତି ଏପରି ମହିଳା ଯାହାକୁ ଭଲ ପାଇଥାଆନ୍ତି ହୃଦୟରୁ ଭଲ ପାଇଥାଆନ୍ତି ଏବଂ ତାଙ୍କ ବିନା ରହି ପାରନ୍ତି ନାହିଁ
କଥା କଥାରେ କାନ୍ଦୁଥିବା ମହିଳା ମାନେ ଅନ୍ୟ ମାନଙ୍କ ଫିଲିଙ୍ଗକୁ ଭଲ ଭାବରେ ଜାଣିଥିବେ |ଯେଉଁ ସ୍ତ୍ରୀ ମାନଙ୍କୁ କଥା କଥାରେ କାନ୍ଦ ଆସୁଥାଏ ଏପରି ସ୍ତ୍ରୀ ମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଷ୍ଟ୍ରଙ୍ଗ ହୋଇଥାଆନ୍ତି କାହିଁକିନା ଏମାନଙ୍କୁ ଏହି କଥାର କିଛିବି ଫରକ ପଡ଼େ ନାହିଁ କି
ଏମାନଙ୍କ କାନ୍ଦିବା ଦ୍ୱାରା ଲୋକମାନେ କଣ ଚିନ୍ତା କରିବ ଯଦି କିଏ ଏମାନଙ୍କୁ ଖରାପ କଥା କହିଦିଏ ତେବେ ଆଖିରୁ ଲୁହ ଝରାଇ ଅନ୍ତର ଭାବନାକୁ ପ୍ରକାଶ କରି ଦିଅନ୍ତି ଅନ୍ୟ ସ୍ତ୍ରୀ ମାନଙ୍କ ଭଳି ନିଜ କଥାକୁ ମନରେ ଦବାଇ ରଖି ପଛରେ ଦେଖିନେବି ଏପରି ଚିନ୍ତା ରଖନ୍ତି ନାହିଁ |