ସରକାର କଲେ ବଡ଼ ଘୋଷଣା ,ଏହି ତାରିକରେ ସବୁ ଚାଷୀ ମାନଙ୍କୁ ମିଳିବ କିଷାନ ଯୋଜନାର 17 ତମ କିସ୍ତି ,ଚାଷୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଆସିଲା ବଡ ଖବର ଖୁବ୍ ଶୀଘ୍ର ଚାଷୀ ଭାଇ ମାନଙ୍କୁ ମିଳିବାକୁ ଯାଉଛି ୧୭ ତମ କିସ୍ତି ର ଟଙ୍କା ହେଲେ ଏହା ପୂର୍ବରୁ ସରକାର ଜାରି କଲେ ନୂଆ ଲିଷ୍ଟ ଆପଣ ଚାହିଁଲେ ଲିଷ୍ଟ ଚେକ୍ କରିପାରିବେ କେବେ ଆପଣଙ୍କୁ ମିଳିବ ୨,୦୦୦ ଟଙ୍କା କଣ ରହିଛି ଅପଡେଟ ଆସନ୍ତୁ ଆଜିର ବିଷୟରେ ଆମେ ଜାଣିବା । ଆପଣ ପ୍ରଥମେ PM KISHAN gov in ଏହାର ୱେବସାଇଟ ଭିଜିଟ କରିବେ ଆପଣଙ୍କୁ ୨୮ ଫେବୃଆରୀ ରେ ୧୬ ତମ କିସ୍ତିର ଟଙ୍କା ମିଳିବାର ଥିଲା

ଆଉ ଏହି କିଶନ ଯୋଜନାରେ ପ୍ରତି ଚାରି ମାସରେ ଥରେ ଦୁଇ ହଜାର ଟଙ୍କା ମିଳିଥାଏ । ଅର୍ଥାତ୍ ବାର୍ଷିକ ତିନୋଟି କିସ୍ତିରେ ୬,୦୦୦ ଟଙ୍କା ସରକାର ଦେଇଥାନ୍ତି ତେବେ ୧୭ ତମ କିସ୍ତିର ଟଙ୍କା ଏହି ଜୁନ ମାସରେ ଆସିବାକୁ ଯାଉଛି। ହେଲେ ଏହା ପୂର୍ବରୁ ସରକାର ଜାରି କଲେ ନୂଆ ଲିଷ୍ଟ ଏହି ଲିଷ୍ଟରେ ଯେଉଁ ମାନଙ୍କ ନାମ ଥିବ ସେମାନେ ମଧ୍ୟ ଟଙ୍କା ପାଇପାରିବେ ଲିଷ୍ଟ ଦେଖିବା ପୂର୍ବରୁ ଜାଣି ରଖନ୍ତୁ

ଏଥିରେ ରହିଛି ନିୟୁ ଫାର୍ମର ରେଜିଷ୍ଟ୍ରେସନ୍ ଅର୍ଥାତ୍ ଆପଣ ଯଦି ନୂଆ ଆବେଦନ କରିବାକୁ ଚାହିଁବେ ଯାହା ଫଳରେ ଆପଣଙ୍କ ଆପୃଭ ହେଲେ ଆପଣ ଆସିବାକୁ ଥିବା ଆଗାମୀ ୨,୦୦୦ ଟଙ୍କା ପାଇପାରିବେ । ନିୟୁ ଫାର୍ମର ରେଜିଷ୍ଟ୍ରେସନ ରହିଛି ଆପଣ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ ଏବେ ଆସନ୍ତୁ ଲିଷ୍ଟ ଆମେ ଦେଖିବା ।

ଆପଣ କେମିତି ଦେଖିବେ ବେନିଫିଶିଆରି ଲିଷ୍ଟ ରେ ଆପଣ ନିଜ ଷ୍ଟେଟ , ଡିଷ୍ଟ ଏବଂ ନିଜ ବ୍ଲକ ପଞ୍ଚାୟତ ନାମ ଦେଇ ଆପଣ ନିଜ ଲିଷ୍ଟ ରେ ନାମ ଅଛି କି ନାହିଁ ଚେକ୍ କରିପାରିବେ । ଯେଉଁ ମାନଙ୍କ ଏହି ଲିଷ୍ଟ ରେ ନାମ ଥିବ ସେମାନେ ୧୭ ତମ କିସ୍ତି ଟଙ୍କା ପାଇପାରିବେ । ଆଉ ସରକାର ମଧ୍ୟ E -KYC ବାଧ୍ୟତାମୂଳକ କରିଛନ୍ତି ଯେଉଁ ଚାଷୀ ମାନେ E -KYC କରିଛନ୍ତି ସେମାନେ ନିଶ୍ଚିତ 17 ତମ କିସ୍ତି ପାଇପାରିବେ ତେବେ ଆପଣ ଚାହିଁଲେ ମଧ୍ୟ ତୁରନ୍ତ E -KYC କରିଦିଅନ୍ତୁ

Leave a Reply

Your email address will not be published. Required fields are marked *