ନାମର ପ୍ରଥମ ଅକ୍ଷର C ଥିଲେ ଜାଣନ୍ତୁ ଆପଣଙ୍କ ପ୍ରେମ ମାମଲା ଏବଂ ନିଜ ଜୀବନର ରହସ୍ୟମୟ କଥା

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ନାମରେ ପ୍ରଥମ ଅକ୍ଷର C ଅକ୍ଷର ଥିବା ବ୍ୟକ୍ତିମାନଙ୍କ ବିଷୟରେ ଏପରିଛି କଥା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ଲୋକମାନଙ୍କ ନାମ C ଅକ୍ଷରରେ ଆରମ୍ଭ ହୋଇଥାଏ ତାଙ୍କର ରୁଦୟ ବହୁତ ଭଲ ଅଟେ ତାଙ୍କ ଦ୍ଵାରା ଯେତେ ସମ୍ଭବ ସେ ଲୋକଙ୍କୁ ସାହାଯ୍ୟ କରିଥାନ୍ତି

ହେଲେ ଏମାନେ କଳି କଜିଆରେ ପଡ଼ିବାକୁ ଜମା ହେଲେ ପସନ୍ଦ କରନ୍ତି ନାହିଁ ଏମାନେ ସ୍ୱଭାବରେ ବହୁତ୍ ସରଳ ଅଟନ୍ତି । ଯେଉଁ ଲୋକମାନଙ୍କର ନାମ C ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ୍ ସରଳ ଓ ବୁଦ୍ଧିଆ ସ୍ୱଭାବର ହୋଇଥାନ୍ତି ପାଠ ପଢା ଓ ବିଦ୍ୟାର୍ଥୀ ଜୀବନରେ ଅନେକ ଉନ୍ନତି ପାଇଥାନ୍ତି

ଏମାନେ ନିଜର ବୁଦ୍ଧି ବଳରେ ଅନେକ କାର୍ଯ୍ୟ କରିଥାନ୍ତି ଓ ସେଥିରେ ସଫଳ ମଧ୍ୟ ହୋଇଥାନ୍ତି । C ଅକ୍ଷର ବ୍ୟକ୍ତି ମାନେ ସାଧାରଣତଃ ପ୍ରେମ ବିବାହ କରିଥାନ୍ତି ଏମାନେ ଜୀବନରେ ଗୋଟିଏ ଜୀବନ ସାଥି ବାଛି ଥାଆନ୍ତି ଏବଂ ଏମାନେ ନିଜ ଜୀବନରେ କେବେ ହେଲେ କାହାକୁ ଧୋକା ଦିଅନ୍ତି ନାହିଁ

ଏମାନେ ନିଜ ପ୍ରେମକୁ ଭଲ ଭାବେ ବୁଝି ଥାଆନ୍ତି । ଏହି ଅକ୍ଷରର ବ୍ୟକ୍ତି ମାନେ ଅଳ୍ପ କ୍ରୋଧୀ ସ୍ୱଭାବର ଅଟନ୍ତି ଏମାନେ ସହଜରେ ରାଗନ୍ତି ନାହିଁ ହେଲେ ଯେତେବେଳେ ରାଗି ଥାଆନ୍ତି ସେତେବେଳେ ଏମାନଙ୍କ ପାଖକୁ ଯିବା କଷ୍ଟକର କାମ ହୋଇ ପଡ଼ି ଥାଏ ।

Leave a Reply

Your email address will not be published. Required fields are marked *