ହାରିଲା ରାଜସ୍ତାନ ପ୍ଲେ ଅଫରୁ ବିଦା ହେଲା RCB , ଦମ ଦେଖାଇଲେ ଦିଲ୍ଲୀ ବୋଲର, ସଞ୍ଜୁଙ୍କ ଲଢୁଆ ଇନିଂସ ବେକାର

ଦର୍ଶକ ବନ୍ଧୁ ଆପଣମାନେ ଗତ କାଲି ଅନୁଷ୍ଠିତ ହୋଇଥିଲା ଦିଲ୍ଲୀ ଓ ରାଜସ୍ଥାନ ମ୍ୟାଚ୍ ଟିକୁତ ନିହାତି ଭାବରେ ଦେଖି ଥିବେ ହେଲେ ଯଦି ଆପଣ ସେହି ମ୍ୟାଚ୍ ତିକୁ ଦେଖି ପାରି ନାହାନ୍ତି ତାହେଲେ ଆସନ୍ତୁ ଜାଣିବା ସେହି ମ୍ୟାଚ୍ ରେ ଘଟିଥିବା କିଛି ରୋମାଞ୍ଚକର ଘଟଣା ବିଷୟରେ । ଦିଲ୍ଲୀ ଟିମ୍ ର ଦୁଇ ଓପନର ବ୍ୟାଟ୍ସମ୍ୟାନ୍ ଯାକେପ ଫେଜର ଓ ଅଭିଷେକଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ବୋଲରଙ୍କ ଶାଣିତ ବୋଲିଂ ବଳରେ IPL୫୬ ତମ ମ୍ୟାଚରେ ୨୦ ରନରେ ବିଜୟ ପତାକା ହାସଲ କରିଛି

ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ଅଧିନାୟକ ସଞ୍ଜୁ ଙ୍କ ୮୬ ରନର ଲଢ଼ୁଆ ବ୍ୟାଟିଂ ହେଲା ବୃଦ୍ଧା ହୋଇଛି ତେବେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଯାକେପ ଫେଜର ଓ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୮ ୱିକେଟ ହରାଇ ୨୨୧ ରନ ସଂଗ୍ରହ କରି ଥିଲା ଯାହାକୁ ପିଚା କରିବାକୁ ଯାଇ ରାଜସ୍ଥାନର ଓପନର ଯଶଶ୍ଵି ଜେଶ୍ୱାଲ ଫୁଣି ଥରେ ନିରାଶ କରିଥିଲେ

ତାପରେ ସଞ୍ଜୁ ଓ ବଟଲର୍ ମିଶି ୮୩ ରନ ସଂଗ୍ରହ କରିଥିଲେ ତାଙ୍କ ପରେ ରିଆନ ପରାକ୍ ଆସି ବଡ଼ ଇଁନିଂସ ଖେଳିବାକୁ ସକ୍ଷମ ହୋଇ ପାରି ନଥିଲେ ଅନ୍ୟ ପକ୍ଷରେ ବିସ୍ଫୋରକ ବ୍ୟାଟିଂ କରୁଥିଲେ ସଞ୍ଜୁ ସେ ଆଉଟ୍ ନହେଲା ଯାଏ ରାଜସ୍ଥାନ ଜିତିବାର ସମ୍ଭାବନା ଅଧିକ ଥିଲା

ହେଲେ ସେ ବିବାୟ ଭାବରେ କ୍ୟାଚ ଆଉଟ୍ ହୋଇ ଯାଇଥିଲେ ତାପରେ ଦିଲ୍ଲୀ ନିୟମିତ ଭାବରେ ୱିକେଟ ନେଇ ଯାଇଥିଲେ ଯାହା ଦ୍ଵାରା ମ୍ୟାଚ୍ ଦିଲ୍ଲୀ ଆଡ଼କୁ ଫେରି ଆସିଥିଲା ଓ ଦିଲ୍ଲୀ ୨୦ ରନ୍ ର ବଡ଼ ବ୍ୟବଧାନରେ ବିଜୟ ପତାକା ହାସଲ କରି ଥିଲା ।

Leave a Reply

Your email address will not be published. Required fields are marked *