ଅଭିନେତ୍ରୀ ବର୍ଷାଙ୍କୁ ହରାଇବା ପାଇଁ ବଡ଼ ଷଡଯନ୍ତ୍ର କଲେ ଅନୁଭବ ,ପୁଣି ସତ ଆସିଲା ସାମ୍ନାକୁ ବଡ଼ ଖୁଲାସା କଲେ ବର୍ଷା ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ଦର୍ଶକବନ୍ଧୁ ବର୍ଷା ଅନୁଭବ ଛାଡ଼ପତ୍ର ପୂର୍ବରୁ ଝଗଡ଼ା ରାଜନୀତିରେ ମୁହାଁ ମୁଁହି ଆଉ ଏବେ ହରାଇବା ପାଇଁ ଷଡ଼ଯନ୍ତ୍ର ଆପଣମାନେ ସମସ୍ତେ ବର୍ଷା ଅନୁଭବଙ୍କୁ ବେଶ ଭଲ ଭାବରେ ଜାଣିଥିବେ ବର୍ତ୍ତମାନ ରାଜନୈତିକ ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହେବାକୁ ଯାଉଛି ଯେଉଁ ନୂଆ ପୃଷ୍ଠାରେ ଏକ ନୂଆ ଅଧ୍ୟାୟ ମଧ୍ୟ ଯୋଡ଼ି ହେବାକୁ ଯାଉଛି | ଅନୁଭବ ମହାନ୍ତିଙ୍କ ପରେ ବର୍ଷା ପ୍ରିୟଦର୍ଶନୀ ନିଜ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ବର୍ଷା ଟିକେଟ ପାଇ ଲଢ଼େଇ ଆରମ୍ଭ କରିଛନ୍ତି

ବିଜେଡ଼ି ଏମପି ଭାବରେ ଟିକେଟ ପାଇଁ ବଡ଼ଚଣା ବ୍ଲକରୁ ଆସନ୍ନ ପାଇଁ ଲଢ଼େଇ କରୁଛନ୍ତି | ଏହି ସବୁ ଭିତରେ ସୋସିଆଲ ମେଡିଆରେ ବର୍ଷାଙ୍କୁ ନେଇ ବହୁ ଚର୍ଚ୍ଚାର ବିଷୟ ପାଲଟିଛି ତେବେ କଣ ପାଇଁ ମୁହାଁ ମୁହିଁ ହୋଇଛନ୍ତି କଣ ସବୁ ଷଡ଼ଯନ୍ତ୍ର ହୋଇଛି ଆସନ୍ତୁ ସବୁ କିଛି ଜାଣିବା | ବନ୍ଧୁଗଣ ବର୍ଷା ଅନୁଭବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା

ବର୍ତ୍ତମାନ ତାହା ସବୁ ସମାଧାନ ହୋଇଯାଇଛି ସ୍ୱାମୀ ସ୍ତ୍ରୀ ଦୁହେଁ ଅଲଗା ହୋଇ ଯାଇଛନ୍ତି | ହେଲେ ଏହି ସବୁ ଭିତରେ ଯଦି ରାଜନୈତିକ କ୍ୟାରିୟର ବିଷୟରେ କହିବେ ଅନୁଭବ ମହାନ୍ତି ବିଜେଡିରେ ପୂର୍ବତନ ସାଂସଦ ଥିଲେ ବର୍ତ୍ତମାନ ସମୟରେ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି |

ଏହି ସବୁ ଭିତରେ ବର୍ଷା ବିଜେଡି ତରଫରୁ ଟିକେଟ ପାଇ ବଡ଼ଚଣା ବ୍ଲକରୁ ଛିଡ଼ା ହୋଇଛନ୍ତି ହେଲେ ଅନୁଭବଙ୍କୁ ମିଳି ନାହିଁ ଟିକେଟ ସୋସିଆଲ ମେଡିଆରେ ଦୁହେଁଙ୍କୁ ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି | ଅନୁଭବ ନିଜ ଦଳର ବିଜୟ ପାଇଁ ସବୁବେଳେ ପ୍ରସ୍ତୁତି ଅଛନ୍ତି ବୋଲି ସେ କହିଛନ୍ତି |

Leave a Reply

Your email address will not be published. Required fields are marked *