ବର୍ଷା ପ୍ରିୟଦର୍ଶନୀଙ୍କ ଜୀବନୀ, ପରିବାର ଓ ସମ୍ପତ୍ତି ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ନମସ୍କାର ଦର୍ଶକବନ୍ଧୁ 7 ଅଗଷ୍ଟ 1984 ମସିହାରେ ଜନ୍ମଗ୍ରହଣ କରିଥିବା ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ତଥା ଓଲିଉଡ଼ କୁଇନଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ |ହେଲେ ଆପଣମାନେ କେବେ ଜାଣିଛନ୍ତି ଅଭିନେତ୍ରୀ ବର୍ଷାଙ୍କ ସମ୍ପତ୍ତି କେତେ ସେ ବର୍ତ୍ତମାନ କଣ କରୁଛନ୍ତି | ଅଭିନେତ୍ରୀ ବର୍ଷା ବର୍ତ୍ତମାନ ସମୟରେ ରାଜନୀତିରେ ପାଦ ଛାପିଛନ୍ତି ବିଜେଡିରେ ଟିକେଟ ପାଇ ଲଢ଼େଇ କରୁଛନ୍ତି | ଆଉ ଏହା ମଧ୍ୟ ଜାଣିଥିବେ ଯେତେବେଳେ ଦୁହେଁଙ୍କ ମଧ୍ୟରେ ଛାଡ଼ପତ୍ର କେଶ ଫାଇନାଲ ହୋଇଥିଲା ସେତେବେଳେ ବର୍ଷା ଅନୁଭବଙ୍କ ଠାରୁ କୋଟି କୋଟି ଟଙ୍କା ଡିମାଣ୍ଡ କରିଥିଲେ

ଆଜି ଆମେ ଜାଣିବା ବର୍ଷା ପ୍ରିୟଦର୍ଶନୀଙ୍କ ଘର ,ପରିବାର ତାଙ୍କ ପାଖରେ ବର୍ତ୍ତମାନ କେତେ କୋଟିର ସମ୍ପତ୍ତି ଅଛି ତାଙ୍କ ପରିବାରରେ କିଏ କିଏ ସଦସ୍ୟ ଅଛନ୍ତି ଏବଂ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ | ଏଥର ଇଲେକ୍ସନରେ ପାଦ ଦେଇ ଅନୁଭବଙ୍କୁ ଟକ୍କର ଦେଇଛନ୍ତି ବର୍ଷା ଅନୁଭବଙ୍କୁ ଟିକେଟ ମିଳିନଥିବା ବେଳେ ବର୍ଷାଙ୍କୁ ମିଳିଛି

ଟିକେଟ ବର୍ତ୍ତମାନ ସମୟରେ ଅଭିନେତ୍ରୀ ବର୍ଷାଙ୍କ ବୟସ ଯାଇ ପହଁଚିଛି 40 ବର୍ଷ 2001 ମସିହାରେ ବର୍ଷା ଆକ୍ଟିଙ୍ଗ ଜୀବନ ଆରମ୍ଭ କରିଥିଲେ |ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶନୀଙ୍କୁ 2014 ମସିହାରେ ବିବାହ କରିଥିଲେ ଏବଂ 2023 ମସିହାରେ ଦୁହେଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି | 2001 ମସିହା ପରଠାରୁ ପ୍ରାୟ 100 ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ବର୍ଷା |

ବର୍ତ୍ତମାନ ସମୟରେ ଓଲିଉଡ଼ର କୁଇନ ବର୍ଷା ରାଜନୀତିରେ ପାଦ ଛାପିଛନ୍ତି ବିଜେଡିରୁ ଟିକେଟ ପାଇଁ ଲଢ଼େଇ କରୁଛନ୍ତି |ବର୍ଷା ପ୍ରିୟଦର୍ଶନୀ ଓଲିଉଡ଼ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ସେ ଗୋଟିଏ ଫିଲ୍ମ ପାଇଁ 5 ରୁ 7 ଲକ୍ଷ ଟଙ୍କା ଡିମାଣ୍ଡ କରିଥାଆନ୍ତି

ବର୍ତ୍ତମାନ ସମୟରେ ଗୋଟିଏ ଫିଲ୍ମ ପାଇଁ ସେ 10 ରୁ 12 ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି ଏହା ସହିତ ବର୍ଷାଙ୍କ ଅନେକ ପାର୍ଟ ଟାଇମ ବିଜନେସ ରହିଛି ଏବଂ ତାଙ୍କର ସୋର୍ସ ଇନକମ ବହୁତ ରହିଛି ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପତିର ମୂଲ୍ୟ କହିବାକୁ ଗଲେ ପାଖାପାଖି ଚାରି କୋଟିରୁ ଅଧିକ |

Leave a Reply

Your email address will not be published. Required fields are marked *