ଖୋଲିଲା ଅସଲ ସତ୍ୟର ଗୁମର ପାଣ୍ଡିଆନଙ୍କୁ ନେଇ ଏପରି କିଛି କହିଲେ ସିଦ୍ଧାନ୍ତ ମହାପାତ୍ର ,ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ

ନମସ୍କାର ଦର୍ଶକ ବନ୍ଧୁ ପଣ୍ଡିଆନ ଙ୍କୁ ଧୋକା ଦେଲେ ସିଦ୍ଧାନ୍ତ ମହାପାତ୍ର ଖୋଲି ଯାଇଛି ଅସଲ ଗୁମର ରାଜନୀତିରେ ଆସିଛି ନୂଆ ମୋଡ଼ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ସିଦ୍ଧାନ୍ତ ମହାପାତ୍ର ଏବେ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଏବଂ ପ୍ରଚାର ମଇଦାନରେ ସିଦ୍ଧାନ୍ତ ମହାପାତ୍ର ଏହି ସବୁ ଭିତରେ ସୋସିଆଲ ମେଡିଆ ରେ ଏକ ବଡ ଅଘଟଣ ଘଟି ଯାଇଛି |

ସିଦ୍ଧାନ୍ତ ମହାପାତ୍ର ପ୍ରଥମେ ବିଜେଡ଼ି କର୍ମୀ ଭାବରେ କାମ କରୁଥିଲେ ଏବଂ ଦୀର୍ଘ 15 ବର୍ଷ ଧରି ସେ ବିଜେଡିରେ କାମ କରି ଆସିଛନ୍ତି । ହେଲେ ବିଧାୟକ ପାଇ ବିଜେଡିରୁ ବିଜେପିରେ ସାମିଲ ହୋଇଛନ୍ତି ଏହି ସବୁ ଭିତରେ ସିଦ୍ଧାନ୍ତ ମହାପାତ୍ରଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା ଯେତେବେଳେ ତାଙ୍କୁ ଭିକେ ପାଣ୍ଡିଆନଙ୍କ ବିଷୟରେ କିଛି ପଚରା ଯାଇଥିଲା |

ସେତେବେଳେ ସେ ସବୁ କିଛିର ଗୁମର ଖୋଲି ଦେଇଥିଲେ । ଯେତେବେଳେ ବିରୋଧୀ ପାର୍ଟି ସିଦ୍ଧାନ୍ତ ମହାପାତ୍ରଙ୍କୁ ଜିରୋର ଆଖ୍ୟା ଦେଇଛନ୍ତି ତାର ପ୍ରତ୍ୟୁତର ରଖି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଯେଉଁ ଜିରୋ ଯାହାର ମୂଲ୍ୟ ଆପଣ ସମସ୍ତେ ଜାଣିଥିବେ |

ଗୋଟିଏ ସଂଖ୍ୟା ପଛରେ ଜିରୋ ଲାଗିଲେ ତାର ଭେଲ୍ୟୁ କେଉଁଠି ପହଞ୍ଚେ ତାହା ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ । ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ସମୟ ଆସିଲେ କିଏ ଜିରୋ ଏବଂ କିଏ ହିରୋ ସବୁ ଜିନିଷର ପର୍ଦ୍ଦା ଫାସ ହେବ ।

Leave a Reply

Your email address will not be published. Required fields are marked *