ବିଶ୍ୱକପ ପାଇଁ 15 ଜଣିଆ ଦଳ ଚୟନ କଲେ ଏହି ଖେଳାଳି, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ ବାଦ ପଡ଼ିଲେ ଏହି ଷ୍ଟାର ବ୍ୟାଟର

ବିଶ୍ବକପ୍ ପାଇଁ ଜରି ହେଲା T20 ତାଲିକା ଆସନ୍ତୁ ଜାଣିବା କେଉଁ କେଉଁ ଖେଳାଳି ପାଇଲେ ଏଥର ବିଶ୍ୱକପ୍ ଖେଳିବାକୁ ସୁଯୋଗ । ଆଉ କିଛି ଦିନ ମଧ୍ୟ T20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ ଏହା ପୂର୍ବରୁ ଅନେକ ବରିଷ୍ଠ କ୍ରିକେଟର ନିଜ ପସନ୍ଦର ୧୫ ଜଣିଆ ଭାରତୀୟ ଟିମ୍ ଚୟନ କରୁଛନ୍ତି ଇରଫନ୍ ପଠାନ୍ |

ମାମ୍ବାପତି ରାଇଦୁ ଏବଂ ହରବଜନ ସିଂ ଙ୍କ ଭଳି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ନିଜ ପସନ୍ଦର ୧୫ ଜଣିଆ ଟିମ୍ ଚୟନ କରିଛନ୍ତି ସେମାନେ ସିଶବ୍ ପଣ୍ଟ୍ ଙ୍କୁ ନିଜ ୱିକେଟ୍ କିପର ଭାବେ ଟିମ୍ ମଧ୍ୟରେ ସ୍ଥାନ ଦେଇଛନ୍ତି ସେମାନେ କହିଛନ୍ତି ରୋହିତ ଙ୍କ ସହିତ ଅନ୍ୟ ଅଜଣଙ୍କୁ ଓପନିଂ କରିବାକୁ ଚଡ଼ିକୁ ଅଡ଼ୁଆ ହୋଇ ପରେ |

କାରଣ ସେଠାରେ ସୁମନ ଗିଲ ଓ ଜେଶ୍ୱଲ୍ ମଧ୍ୟରୁ ଜଣଙ୍କୁ ଦଳରେ ସ୍ଥାନ ମିଳିବ କେବଳ ଅତିରିକ୍ତ ଅନ୍ୟା ଜଣଙ୍କୁ ଦଳରେ ସୀମିତ ରଖିବା ଉଚିତ୍ ହେବ ନାହିଁ ସେମାନେ ବ୍ୟାଟିଂ ତାଲିକାରେ ରୋହିତ, ଗିଲ , ଜେଶ୍ଵାଲ , ବିରାଟ, ସୂଜ୍ୟ ଓ ରିଙ୍କୁ ସିଂ ଙ୍କୁ ସାମିଲ କରିଛନ୍ତି |

ଅଲ୍ରାଉଣ୍ଡର୍ ଭାବରେ ସିବମ୍ ଦୂବେ , ହାର୍ଦ୍ଧିକ ଓ ଜାଡେଜାଙ୍କୁ ରଖିଛନ୍ତି ଓ ବୋଲିଂ ମାର୍ଗରେ ବୂମରା , ସିରାଜ୍ , ଅର୍ଚିତ୍ ଏବଂ ଚହଲଙ୍କୁ ରଖିଛନ୍ତି ହେଲେ କେବେ ପ୍ରକାଶିତ ହେବ BCCI ତରପରୁ ଖେଳାଳି ତାଲିକା ତାହାତ ସମୟ କହିବ ।

Leave a Reply

Your email address will not be published. Required fields are marked *