ହାତରେ ଅଛିକି ( Y ଚିହ୍ନ ) ଭୟଙ୍କର କଥା ଜାଣନ୍ତୁ ,ଦୁଃଖ ଆପଣଙ୍କ ପାଖ ଛୁଇଁବନି ହୋଇଯିବେ ମାଲାମାଲ ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଯେଉଁ ମାନଙ୍କର ହାତ ପାପୁଲୀରେ ରହିଥାଏ ଇଂରାଜୀ ଅକ୍ଷର Y ଚିହ୍ନ ସେମାନେ ହୋଇ ଥାନ୍ତି ବହୁତ ଭାଗ୍ୟଶାଳୀ । ହସ୍ତ ରେଖା ଶାସ୍ତ୍ର ଅନୁସାରେ ବ୍ୟକ୍ତର ହାତ ରେ ରହି ଥିବା ଚିହ୍ନ ବା ରିଖରୁ ବ୍ୟକ୍ତିମାନଙ୍କ ବିଷୟରେ ଅନେକ ମହତ୍ଵପୁର୍ଣ କଥା ଜଣାପଡ଼ିଥାଏ । ହାତପାପୁଲିରେ ଥିବା ରେଖା ମାନେ ବ୍ୟକ୍ତି ମାନଙ୍କର ଭୂତ ଏବଂ ଭବିଷ୍ୟତ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିଥାଏ ।

ପ୍ରତ୍ୟକ ବ୍ୟକ୍ତିଙ୍କର ହାତରେ ବିଭିନ୍ନ ପ୍ରକାରର ରେଖା ଏବଂ ଚିହ୍ନମାନ ରହିଥାଏ ଜ୍ୟତିଷ ଶାସ୍ତ୍ର ଅନୁସାରେ ପ୍ରତେକ ଚିହ୍ନର ଅଲଗା ଅଲଗା ମହତ୍ୱ ବର୍ଣନା କରାଯାଇଅଛି । ପ୍ରତ୍ୟକ ବ୍ୟକ୍ତିର ହାତର ପାପୁଲିରେ ଏକ ଜୀବନ ରେଖାର ଚିହ୍ନ ରହିଥାଏ ଯାହାର ସମ୍ବନ୍ଧ ବ୍ୟକ୍ତିଙ୍କର ଅୟସ ସହିତ ସଂଯୁକ୍ତ ହୋଇଥାଏ । କିଛି ଲୋକମାନଙ୍କର ଏହି ଜୀବନରେଖାକୁ ସଂଯୁକ୍ତ ହୋଇ ଇଂରାଜୀ ଅକ୍ଷର ସଦୃଶ ଚିହ୍ନ ସୃଷ୍ଟି ହୋଇଥାଏ ଏବଂ କିଛି ଲୋକମାନଙ୍କର ହାତର ପାପୁଲିର ଶେଷ ଭାଗରେ ମଣିବନ୍ଧନର ମଧ୍ୟରେ ଏହିଭଳି ଇଂରାଜୀ ଅକ୍ଷର Y ସଦୃଶ୍ୟ ଚିହ୍ନ ଦେଖା ଦେଇଥାଏ ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତ ପାପୁଲିରେ ଏହିଭଳି ଇଂରାଜୀ ଅକ୍ଷର Y ଚିହ୍ନ ରହିଥିବା ବ୍ୟକ୍ତି ଏହି ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇ ଥାନ୍ତି । ଏବଂ ଏମାନଙ୍କ ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟ ରେ ଅଧିକ ଜାଣି ନେବା ଆସନ୍ତୁ । ଏମିତି ଚିହ୍ନ ରହି ଥିବା ଲୋକ ମାନେ ଭବିଷ୍ୟତ କୁ ନେଇ ବହୁତ ଚିନ୍ତା କରି ଥାନ୍ତି । ଏହି କାରଣ ରୁ ସେମାନଙ୍କୁ ସବୁ କାମ ରେ ସଫଳତା ମିଳେ । ଏହି ବ୍ୟକ୍ତି ମାନେ ଭଲ ନେତା ହୋ ଇ ଥାନ୍ତି । ଏହି ଚିହ୍ନ ରହି ଥିବା ବ୍ୟକ୍ତି ମାନଙ୍କର କଳ୍ପନା ଶକ୍ତି ବହୁତ ଅଧିକ ହୋଇ ଥାଏ ।

ଏମାନେ ବିଶ୍ଲ ପ୍ରସିଦ୍ଧ ଚିତ୍ରକାର ଏବଂ ପ୍ରସିନ୍ଧ ଲେଖକ ହୋଇ ଥାନ୍ତି ।ଭବିଷ୍ୟତ ରେ ଏମାନଙ୍କ ପାଖରେ ପ୍ରଚୁର ଟଙ୍କା ରହି ଥାଏ । ତେଣୁ ଏମାନେ ସବୁ ବେଳେ ନିଜର ଭବିଷ୍ୟତ କୁ ନେଇ ସଜାଗ ରହି ଥାନ୍ତି । ଏମାନଙ୍କର ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ରହି ଥାଏ । ଏବଂ ଆପଣ ମାନଙ୍କୁ ଏହି କଥା ଜଣେଇ ଦେବୁ କି ଏହି ପରି ଲୋକ ମାନଙ୍କର ନେତା ପରି ଗୁଣ ଯୋଗୁଁ ଏମାନେ ଦିନେ ନା ଦିନେ ରାଜ ନେତା ହୋଇ ଥାନ୍ତି ବା ବହୁତ ବଡ ପଦବି ହାସଲ କରି ଥାନ୍ତି ।

Leave a Reply

Your email address will not be published. Required fields are marked *