ପରିସ୍ଥିତିରେ ପଡ଼ି ଶେଷରେ ସ୍କୁଲରେ ପାଠ ପଢ଼ାଉଛନ୍ତି ଅଭିନେତ୍ରୀ ଏଲିନା ,ବିଶ୍ୱାସ ଲାଗୁ ନଥିଲେ ସତ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ କାହାକୁ ,କାହିଁକି ଏବଂ କେଉଁ ପରିସ୍ଥିତିରେ ସ୍କୁଲରେ ପାଠ ପଢ଼ାଇବାକୁ ବାଧ୍ୟ ହୋଇଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅବସ୍ଥା ଏବେ କେମିତି ଏହାକୁ ନେଇ ସୋସିଆଲ ମେଡିଆରେ ଏକ ବିଷୟ ଚର୍ଚ୍ଚାର ବିଷୟ ପାଲଟିଛି |କଣ ପାଇଁ ସ୍କୁଲରେ ପାଠ ପଢ଼ାଉଛନ୍ତି ଏଲିନା ଏବଂ କେଉଁ ସ୍କୁଲରେ ଅଛନ୍ତି କଣ ରହିଛି ଟିକିନିକ ଅପଡେଟ ଆସନ୍ତୁ ଆଗକୁ ଜାଣିବା |

ଦର୍ଶକବନ୍ଧୁ ଆପଣ ମାନଙ୍କ ପ୍ରିୟ ହିରୋଇନ ଓଲିଉଡ଼ କୁଇନ ଏଲିନାଙ୍କର ଦୀର୍ଘଦିନ ହେଲା ଫିଲ୍ମ ଆସି ନାହିଁ |ଫିଲ୍ମରେ ଏଲିନାଙ୍କ ଅଭିନୟକୁ ଦେଖିବାକୁ ପାଇ ନାହାଁନ୍ତି ଏହି ସବୁ ଭିତରେ ଫିଲ୍ମ ଠାରୁ ଦୂରରେ ରହି ଗାଁ ରେ ସମୟ କାଟୁଛନ୍ତି ଏଲିନା |

ସ୍କୁଲରେ ପଢ଼ାଉଥିବା ନେଇ ସୋସିଆଲ ମେଡିଆରେ କିଛି ଚର୍ଚ୍ଚାର ବିଷୟ ପାଲଟିଛି |ଆପଣମାନେ ସ୍କ୍ରିନରେ ମଧ୍ୟ ଏଲିନାଙ୍କ ଫୋଟ ଦେଖିବାକୁ ପାଇଥିବେ ଜଣା ପଡୁଛି ସେ ଟିଚର ହିସାବରେ ସ୍କୁଲରେ ପାଠ ପଢ଼ାଉଛନ୍ତି |ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିବାର ନଜର ଆସିଛନ୍ତି ଏଲିନା |

ଏହା କୌଣସି ରିଏଲ ଲାଇଫର ନୁହଁ ରିଲ ଲାଇଫରେ ଏଲିନାଙ୍କର ଏକ ଆଗାମୀ ଫିଲ୍ମ ଆସିବାକୁ ଯାଉଛି ଏଲିନା ସେହି ଫିଲ୍ମରେ ଟିଚର ଭାବରେ ପଢାଉଥିବାର ନଜର ଆସିଛନ୍ତି |ବର୍ତ୍ତମାନ ଫିଲ୍ମଟି ସୁଟିଙ୍ଗ ଚାଲିଛି ଏଲିନା ଛୁଆଙ୍କୁ ପାଠ ପଢ଼ାଉଥିବାର ନଜର ଆସିଛନ୍ତି

Leave a Reply

Your email address will not be published. Required fields are marked *