Malika : ଆଗାମୀ ସମୟରେ କଟକରେ ଦେଖାଦେବ ଏହି ସବୁ ଭୟାନକ କାଣ୍ଡ ,ରକ୍ତର ନଦୀ ହୋଇଯିବ ଏହି ସବୁ ସହର ମାଡ଼ି ଆସୁଛି ବିପଦି

ନମସ୍କାର ଦର୍ଶକବନ୍ଧୁ ଆଗକୁ କଟକରେ ଦେଖାଦେବ ଛାତି ଥରା ଦୃଶ୍ୟ ମାଳିକାରେ ମହାପୁରୁଷ ଲେଖିଛନ୍ତି ଓଡ଼ିଶାରେ ଅନେକ ସ୍ଥାନରେ ଯୁଦ୍ଧ ହେବ ସେହି ସ୍ଥାନ କେଉଁଠି ଯେଉଁଠି ଯୁଦ୍ଧ ହେବ 600 ବର୍ଷ ତଳେ ଲେଖିଥିଲେ କଟକରୁ ଚୌଦ୍ୱାର ପର୍ଯ୍ୟନ୍ତ ରକ୍ତର ନଦୀ ବୋହିବ ସେହି ସମୟରେ କାଳିଆ ବୋଦାରୀ ବାର ହାତ ଖଣ୍ଡା ବାହାରିବ ଖାଲି ସେତିକି ନୁହେଁ ଜୋବ୍ରାରୁ ଜଟଣୀ ପର୍ଯ୍ୟନ୍ତ ମଧ୍ୟ ଯୁଦ୍ଧ ହୋଇବ |

ଭୟଙ୍କର ଯୁଦ୍ଧରେ ପୃଥିବୀ କମ୍ପିବ ମହାପୁରୁଷ ଆସି ଦୁଷ୍ଟ ମାନଙ୍କୁ ସଂହାର କରିବେ ସେହି ସମୟରେ ମା ସାରଳା ଅଲୌକିକ ଲୀଳା କରିବେ |ଏହାକୁ ଦେଖି କଟକ ବାସୀ ଖୁସି ହେବେ ଏହା ସହିତ ବଡ଼ ବଡ଼ କୋଠା ଘର ନିଆଁ ଲାଗି ଜଳି ଯିବ ଏହା ମଧ୍ୟ ହେଉଛି ବଡ଼ ବଡ଼ ମେଡ଼ିକାଲ ସପିଙ୍ଗ ମଲରେ ନିଆଁ ଲାଗୁଚି ଏହିଭଳି ଅନେକ ଘଟଣା ମଧ୍ୟ କଟକରେ ହେବ |

କଟକ ଏବଂ ଭୁବନେଶ୍ୱରରେ ବହୁତ ବଡ଼ ବଡ଼ ଭୂମିକମ୍ପ ହେବ କଟକରେ ଯାହା ଘଟିବ ମହାପୁରୁଷ ଲେଖିଥିଲେ ଆମେ ତାହା କହିଲୁ ଆଗକୁ ମାଳିକା କେତେ ସତ୍ୟ କେତେ ମିଛ ଆପଣ ନିଜେ ଦେଖିବେ କାରଣ ମାଳିକା କେବେ ମିଥ୍ୟା ନୁହେଁ ସେ ଯାହା କହିଛନ୍ତି ତାହା ଏବେ ଘଟୁଛି ଆଗକୁ ଯାହା କହିଛନ୍ତି ତାହା ମଧ୍ୟ ଘଟିବ |ଏବେ ଆପଣ ଦେଖିଥିବେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲାଣି

ରୁଷ ୟୁକ୍ରେନ ଉପରେ ଆକ୍ରମଣ କରୁ କରୁ ରହିଗଲା ଆୟୁଷ ଆପଣଙ୍କର ବହୁତ କଷ୍ଟରେ ଚାଲିଛି କେତେବେଳେ ଯୁଦ୍ଧ ହେବ ଆପଣ ବଳି ପଡ଼ିଯିବେ ତେଣୁ ସତର୍କ ରହି ଭଗବାନଙ୍କୁ ଖାଲି ସ୍ମରଣ କରନ୍ତୁ ଧର୍ମ ଦୟା କରନ୍ତୁ ସମାଜ ପ୍ରତି ମାଳିକା କଥା କହି ଆପଣଙ୍କୁ ଡରାଇବା ଆମ ଉଦେଶ୍ୟ ନୁହେଁ ଆଜ୍ଞା ବରଂ ସତର୍କତା କରାଇବା ଆମର ଉଦେଶ୍ୟ |

Leave a Reply

Your email address will not be published. Required fields are marked *