ଲୁଚିକି ବିବାହ କରିଛନ୍ତି କି Ram ,ରାମଙ୍କ ସୁନ୍ଦରୀ ସ୍ତ୍ରୀ ଓ ପରିବାର ବିଷୟରେ କିଛି ଅଜଣା ସତ୍ୟ ଯାହା ଆପଣ ଆଗରୁ କେବେ ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ତୋ ପାଇଁ ତୋରି ପାଇଁ ସିରିଏଲରେ ଅଭିନୟ କରୁଥିବା ଆପଣମାନଙ୍କ ପ୍ରିୟ ଅଭିନେତା ରାମଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏହି ଧାରାବାହିକଟିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ତେବେ ଏହି ଧାରାବାହିକ ଅଭିନୟ କରୁଥିବା ରାମ ଆପଣଙ୍କ ପ୍ରିୟ ଅଭିନେତା ଯାହାଙ୍କ ପ୍ରକୃତ ନାମ ସାଗର ମହାନ୍ତି |ତେବେ ଆସନ୍ତୁ ଆଜି ଆମେ ଆଲୋଚନା କରିବା ସାଗର ମହାନ୍ତିଙ୍କ ଘର ,ପରିବାର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି ସେ କାହାକୁ ବିବାହ କରିଛନ୍ତି ସବୁ କିଛି ଟିକିନିକ ଅପଡେଟ ତାଙ୍କ ବିଷୟରେ ଜାଣିବାକୁ ପାଇଯିବେ |

ରାମଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ଯାହା ଆପଣ ଆଗରୁ କେବେ ଜାଣିବାକୁ ପାଇ ନାହାଁନ୍ତି |ତେବେ ଦର୍ଶକବନ୍ଧୁ ଜି ସାର୍ଥକରେ ପ୍ରସାରିତ ହେଉଥିବା ତୋ ପାଇଁ ତୋରି ପାଇଁ ଯେଉଁ ଧାରାବାହିକ ଏହା ବର୍ତ୍ତମାନ ଓଡ଼ିଶାର ନମ୍ବର ୱାନ ଧାରାବାହିକ ଭାବରେ ବେଶ ଲୋକପ୍ରିୟତା ହାସଲ କରିପାରିଛି |ଲୋକମାନେ ଏହି ଧାରାବାହିକକୁ ବେଶ ପସନ୍ଦ କରୁଛନ୍ତି |

ଏହି ଧାରାବାହିକ ଆପଣଙ୍କର ପ୍ରିୟ ଯୋଡ଼ି ରହିଛି ରାମ ଏବଂ ଚିକି |ଏହି ଦୁଇ ଯୋଡ଼ିଙ୍କୁ ଦର୍ଶକମାନେ ବେଶ ଭଲ ପାଇବା ଦେଇ ଆସିଛନ୍ତି |ତେବେ ବର୍ତ୍ତମାନ ସମୟରେ ରାମଙ୍କ ବୟସ ଯାଇ ପହଁଚିଛି 25 ବର୍ଷ ସେ ଗୋଟିଏ ଏପିସୋଡରେ 3,000 ଟଙ୍କା ଡିମାଣ୍ଡ କରିଥାଆନ୍ତି |ତାହା ସହିତ ଏକ ବଡ଼ ଖବର ରାମଙ୍କ ଭଉଣୀ ହେଉଛନ୍ତି ଅର୍ଚ୍ଚିତା ଯିଏ କି ଜଣେ ଆଗ ଧାଡ଼ିର ଅଭିନେତ୍ରୀ ସେ ମଧ୍ୟ ଅନେକ ସିରିଏଲରେ ଅଭିନୟ କରିଛନ୍ତି |

ଦର୍ଶକବନ୍ଧୁ ପ୍ରକୃତ କଥା ଉଠୁଛି ରାମ ବିବାହ କରିଛନ୍ତି କି ନାହିଁ ପ୍ରକୃତରେ ରାମ ଏପର୍ଯ୍ୟନ୍ତ କାହାକୁ ବିବାହ କରି ନାହାଁନ୍ତି ଏବଂ କାହା ସହିତ ପ୍ରେମ ସମ୍ପର୍କରେ ନାହାଁନ୍ତି ସୋସିଆଲ ମେଡିଆରେ ଯାହା ଚର୍ଚ୍ଚା ଉଠେ ତାହା ରାମଙ୍କ ରିଲେସନ ସିପକୁ ନେଇ ଚର୍ଚ୍ଚା ଚାଲିଛି ଏହା ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ ଏପର୍ଯ୍ୟନ୍ତ ରାମ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି କହି ନାହାଁନ୍ତି

Leave a Reply

Your email address will not be published. Required fields are marked *