ଜି ସାର୍ଥକରେ ଅଭିନୟ କରୁଥିବା ସବୁ ସୁନ୍ଦରୀ Heroine ମାନଙ୍କ ଭଉଣୀ କୌଣସି ହିରୋଇନଙ୍କ ଠାରୁ କମ ନୁହଁନ୍ତି

ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଦୁଇ ଭଉଣୀ ମାନେ ତେବେ ବନ୍ଧୁଗଣ ଆପଣମାନେ ତ ଓଲିଉଡ଼ର ସବୁ କଳାକାର ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଜାଣିଛନ୍ତି କି କେଉଁ କେଉଁ କଳାକାର ମାନଙ୍କ ନିଜ ଭଉଣୀ ମାନେ ମଧ୍ୟ ଜଣେ ଜଣେ ଅଭିନେତ୍ରୀ ଅଟନ୍ତି ଯଦି ଜାଣି ନାହାଁନ୍ତି ତେବେ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ତୋ ପାଇଁ ତୋରି ପାଇଁ ସିରିଏଲର ମୁଖ୍ୟ ଅଭିନେତ୍ରୀ ନେହା ନାଗେଶ୍ୱରୀ ତେବେ ଇଏ ହେଉଛନ୍ତି ନେହା ନାଗେଶ୍ୱରୀଙ୍କ ଭଉଣୀ ଯାହାଙ୍କ ପ୍ରକୃତ ନାମ ହେଉଛି ସ୍ଥିତି ପ୍ରିୟା ମହାନ୍ତି 2017 ରେ ଫାଷ୍ଟ ରନର୍ସ ହେବା ପରେ ଅଭିନୟ ଜଗତରେ ପାଦ ଦେଇଥିଲେ ସ୍ଥିତି ପ୍ରିୟା |

ଏହା ପରେ ଦ୍ୱିତୀୟରେ ଆସୁଛନ୍ତି ଓଲିଉଡ଼ର ଆଗ ଧାଡ଼ିର କଳାକାର ଅର୍ପିତା କର ତେବେ ଅର୍ପିତାଙ୍କ ଅଭିନୟକୁ ଆପଣମାନେ ବେଶ ଭଲ ଭାବରେ ଦେଖିଥିବେ ଇଏ ହେଉଛନ୍ତି ଅର୍ପିତାଙ୍କ ଭଉଣୀ ଯାହାଙ୍କ ନାମ ହେଉଛି ଅଙ୍କିତା କର |

ଏହା ପରେ ତୃତୀୟରେ ଆସୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଶୀତଲ ପଟ୍ଟନାୟକ ବହୁତ ସାରା ସିରିଏଲ ଏବଂ ମ୍ୟୁଜିକ ଭିଡିଓ ମାଧ୍ୟମରେ କାମ କରି ସାରିଛନ୍ତି ଶୀତଲ ସେହିପରି ଶୀତଲଙ୍କ ସାନ ଭଉଣୀ ଜଣେ ଅଭିନେତ୍ରୀ ଅଟନ୍ତି ଯାହାଙ୍କ ନାମ ସିମ୍ରନ ଯିଏ କି କୁନି କଳାକାର ଭାବରେ ଅଭିନୟ କରିଥିବାର ଦେଖିଥିବେ |

ଏହା ପରେ ଚତୁର୍ଥରେ ଆସୁଛନ୍ତି ଅରୁନ୍ଧତୀ ଦେବୀକା ତେବେ ଆପଣମାନେ ତ ଅରୁନ୍ଧତୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ଅରୁନ୍ଧତୀଙ୍କ ବଡ଼ ଭଉଣୀ ଆଗାମୀ ଅନୁଭୂତି ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ବହୁତ ସାରା ସିରିଏଲ ଏବଂ ମ୍ୟୁଜିକ ଭିଡିଓରେ କାମ କରି ସାରିଛନ୍ତି |

Leave a Reply

Your email address will not be published. Required fields are marked *