ଏବେ ଏବେ ସରକାର କଲେ ବଡ଼ ଘୋଷଣା ,ସିଧା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିବ ଟଙ୍କା ,ଜାଣନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ମୋଦି ସରକାର ଘୋଷଣା କଲେ ଏକ ନୂଆ ଯୋଜନା ଜନ ଧନ ଆକାଉଣ୍ଟ ଥିଲେ ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟକୁ ଆସିବ 1,000 ଟଙ୍କା କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଖବର ଦେବାକୁ ଯାଉଛୁ |ଯଦି ଆପଣଙ୍କ ବ୍ୟାଙ୍କରେ ଜନ ଧନ ଆକାଉଣ୍ଟ ଖୋଲିଛନ୍ତି ତେବେ ଆପଣଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ଏହି ଯୋଜନାଟି ଆରମ୍ଭ ହେବା ପରେ କୋଟି କୋଟି ଲୋକ ଯୋଡ଼ି ହୋଇ ଏଥିରେ ଅନେକ ଲାଭ ମଧ୍ୟ ପାଇଛନ୍ତି ତେବେ ଏହି ସବୁ ଯୋଜନା ବା ସୁବିଧା ବାବଦରେ ଏବେବି ଅନେକ ଲୋକ ଅବଗତ ନାହାଁନ୍ତି |

ଏହି ଯୋଜନା ବା ସୁବିଧା ବିଷୟରେ ଅବଗତ ହେଲେ ସରକାରଙ୍କ ପକ୍ଷରୁ ଏକାଧିକ ଦ୍ୱିତୀୟ ସହାୟତା ପାଇପାରିବେ ହିତାଧିକାରୀ |ଯାହାକି ଏବେ ଏବେ ବହୁତ ବଡ଼ ଅପଡେଟ ସାମ୍ନାକୁ ଆସିଛି ଯେଉଁ ମାନଙ୍କ ଜନ ଧନ ଆକାଉଣ୍ଟ ରହିଛି ସେମାନଙ୍କୁ ମିଳିବ ଡାଇରେକ୍ଟ 1,000 ଟଙ୍କା ସେମାନଙ୍କ ଆକାଉଣ୍ଟରେ |ଜନ ଧନ ଆକାଉଣ୍ଟ ଜମା ରାଶି ଉପରେ ଅଧିକ ସୁଧ ମଧ୍ୟ ପ୍ରଦାନ କରାଯିବ |ସେହିଭଳି ଏହି ଯୋଜନାରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମଧ୍ୟ ଯୋଗାଇ ଦିଆଯିବ |

ଏହି ଆକାଉଣ୍ଟ ଖୋଲିଲେ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ପରିବାର ବର୍ଗ ମଧ୍ୟ ପାଇପାରିବେ |ଏଥିପାଇଁ କେତେକ ସାମାନ୍ୟ ସର୍ତ୍ତର ପାଳନ କରିବାକୁ ହେବ ଛଅ ମାସ ଧରି ଲଗାତାର ଏହି ଆକାଉଣ୍ଟ ପରିଚାଳନା କଲେ ଆପଣଙ୍କୁ ଓଭର ଡ୍ରାଫ୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ |ଅଣ ସଂଘଟିତ ସଙ୍ଘ ପାଇଁ ସରକାର ଅଟଳ ପେନ୍ସନ ଯୋଜନା ମଧ୍ୟ ଲାଗୁ କରିଛନ୍ତି |

ପେନ୍ସନ ଫଣ୍ଡ ରେଗୁଲେଟରି ଆଣ୍ଡ ଡେଵଲପମେଣ୍ଟ ଅଥରିଟି ଦ୍ୱାରା ଏହି ଯୋଜନା ପରିଚାଳନା କରାଯାଉଛି |ଏହି ଯୋଜନାରେ ସାମିଲ ହେଲେ ପରିଣତ ବିଷୟରେ ଏହି ଆକାଉଣ୍ଟରେ ମାସିକ 1,000 ଟଙ୍କା ପ୍ରଦାନ କରିବେ ସରକାର ଏହି ଯୋଜନାରେ ଆପଣ ନିଜର ସୁରକ୍ଷା ସହ ଆପଣ ନିଜ ପରିବାରର ସୁରକ୍ଷା ସୁନିଶ୍ଚିତ କରି ନେଇପାରିବେ |

ଯଦି ଆପଣଙ୍କ ଜନ ଧନ ଆକାଉଣ୍ଟ ନାହିଁ ଆପଣ କୌଣସି ବ୍ୟାଙ୍କରେ ଯାଇ ଜନ ଧନ ଆକାଉଣ୍ଟ ଖୋଲି ପାରିବେ |ଆକାଉଣ୍ଟ ଖୋଲି ସାରିବା ପରେ ଏଥିରେ ଅଟଳ ପେନ୍ସନ ଯୋଜନା ସାମିଲ କରି ନେଇପାରିବେ ଏବଂ ଏହି ଯୋଜନାରେ 60 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ କେତେକ ପ୍ରିମିୟମ ରାଶି ବୈଠ କରିବାକୁ ପଡ଼ିବ ଏବଂ ଷାଠିଏ ବର୍ଷ ପରେ ଆପଣଙ୍କ ଏକ ହଜାରରୁ ଅଧିକ ରାଶି ବ୍ୟାଙ୍କରେ ଜମା ହୋଇ ଯାଇପାରିବ |

Leave a Reply

Your email address will not be published. Required fields are marked *