A ନାମର ବ୍ୟକ୍ତି ଏତେ ଚିନ୍ତାରେ କାହିଁକି ଆପଣଙ୍କ ସମୟ ଆସି ଯାଇଛି ଶୀଘ୍ର ଦେଖନ୍ତୁ ଆପଣଙ୍କ ଜୀବନର କିଛି ରହସ୍ୟମୟ କଥା

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ନାମର ପ୍ରଥମ ଅକ୍ଷର A ଥିବା ବ୍ୟକ୍ତି ମାନଙ୍କ ବିଷୟରେ ଇପରି କିଛି ରୋଚକ କଥା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ନାମର ବ୍ୟକ୍ତି ମାନେ ସମସ୍ତଙ୍କ ମଙ୍ଗଳ ଚିନ୍ତା କରିଥାନ୍ତି , ଏମାନେ ଏମାନଙ୍କ ପରିବାର ଓ ବନ୍ଧୁଙ୍କ ପାଇଁ ଭଗବାନଙ୍କ ସହିତ ଲଢ଼ିବାକୁ ମଧ୍ୟ ପଛାନ୍ତି ନାହି |

ଏମାନେ ଏମାନଙ୍କ ଜୀବନରେ ବହୁତ୍ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି , ହେଲେ ଶେଷରେ ଏମାନେ ମହା ପ୍ରଭୁଙ୍କ କୃପାରୁ ସବୁ ଅସୁବିଧାରୁ ମୁକ୍ତି ପାଇଥାନ୍ତି , ଏମାନେ ସବୁ କ୍ଷେତ୍ରରେ ସୁନ୍ଦର ଜିନିଷକୁ ପସନ୍ଦ କରିଥାନ୍ତି , ଏମାନେ ଅନେକ ଗୁଣର ଅଧିକାରୀ ହୋଇଥାନ୍ତି ଓ ଏହି ଗୁଣ ଗୁଡ଼ିକ ଯୋଗୁ ହିଁ ଏମାନେ ସମାଜରେ ମାନ ପ୍ରତିଷ୍ଠା ଅର୍ଜନ କରିଥାନ୍ତି |

ଏମାନେ ସାଧାରଣତଃ ନିଜର ଶକ୍ତି କାହାକୁ ଦେଖନ୍ତି ନାହିଁ ହେଲେ ଆବଶ୍ୟକ ବେଳେ ଏମିତି କାର୍ଯ୍ୟ କରି ଦେଖାଇ ଥାଆନ୍ତି ଯାହା ଏମାନଙ୍କ ଶକ୍ତିର ଉର୍ଦ୍ଧରେ ରହିଥାଏ , ଏମାନେ ନିଜ ଅସୁବିଧା ସମସ୍ତଙ୍କୁ କୁହନ୍ତି ନାହିଁ , ଏମାନେ ସାଧାରଣତଃ କ୍ରୋଧୀ ସ୍ୱଭାବର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *