ଜିତିବା ମ୍ୟାଚକୁ ହାରି ପ୍ଲେଅଫ୍ ରୁ ବାହାରିଲା ପଞ୍ଜାବ ଶେଷ ପର୍ଯ୍ୟନ୍ତ ଲଢ଼ିବା ସତ୍ତ୍ୱେ ହାରିଗଲା ପଞ୍ଜାବ

ଦର୍ଶକ ବନ୍ଧୁ ରୋମାଞ୍ଚକର ମ୍ୟାଚ୍ ରେ ପଞ୍ଜାବକୁ ୩ ୱିକେଟ ରେ ପରାସ୍ତ କଳା ରାଜସ୍ଥାନ ଶେଷ ପର୍ଯ୍ୟନ୍ତ ଲଢିବା ସତ୍ତ୍ଵେବି ପଞ୍ଜାବକୁ ପରାଜୟର ସାମ୍ନା କରିବାକୁ ପଡିଛି । IPL ୨୦୨୪ ର ଏକ ଲୋ ସ୍କୋରିଂ ମ୍ୟାଚରେ ପଞ୍ଚମ ବିଜୟତା ହାସଲ କରିଛି ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୮ ଟି ୱିକେଟ ହରାଇ ୨୦ ଓଭର ରେ ୧୪୭ ରନ୍ ସଂଗ୍ରହ କରିଥିଲା |

ଯାହାର ଜବାବରେ ରାଜସ୍ଥାନ ୧୯.୫ ଓଭର ରେ ୭ ଟି ୱିକେଟ ହରାଇ ୧୫୨ ସଂଗ୍ରହ କରି ବିଜୟ ପତାକା ହାସଲ କରିଥିଲା ଗତ କାଲିର ମ୍ୟାଚରେ ରାଜସ୍ଥାନ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା ଓ ରାଜସ୍ଥାନର ସ୍ପିନ୍ଅର୍ ମାଚକୁ ନିୟନ୍ତ୍ରଣ କରୁଥିଲେ । ଏହି ମ୍ୟାଚରେ ପଞ୍ଜାବ ବହୁତ୍ କାମ ରନ୍ ସଂଗ୍ରହ କରିଥିଲା |

ଯାହାକୁ ରାଜସ୍ଥାନ ବହୁତ୍ ସହଜରେ ସଂଗ୍ରହ କରି ବିଜୟ ପତାକା ହାସଲ କରିଥିଲା। ରାଜସ୍ଥାନ ମାପ ଚୁପ ବୋଲି ଓ ଚମତ୍କାର ବ୍ୟାଟିଂ ବଳରେ ପଞ୍ଜାବକୁ ଅତି ସହଜରେ ହରାଇବାକୁ ସକ୍ଷମ ହୋଇଥିଲେ । ଦର୍ଶକ ବନ୍ଧୁ IPL ରେ ଆପଣ କେଉଁ ଟିମ୍ କୁ ବେଶୀ ଭଲ ପାଆନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *