ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
୧. ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ସନ୍ତାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ନିଜ ଜୀବନରେ ଭାଗ୍ୟବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।
୨. ଯେଉଁ ମହିଳାମାନଙ୍କର ଓଠ ଉପରେ ହାଲକା ବାଳ ରହିଥାଏ ସେମାନେ ସ୍ବଭାବରେ ସଦଗୁଣ, ଧାର୍ମିକ ଓ ଦାନପୁଣ୍ୟ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି ।
୩. ଯେଉଁ ପୁରୁଷ ଓ ମହିଳଙ୍କର ହାତ ପାପୁଲିର ମଝିଅଂଶ ଉଚା ହୋଇଥାଏ ସେମାନେ ଦାନୀ, ଦୟାଳୁ ଏବଂ ଧାର୍ମିକ ସ୍ବଭାବର ହୋଇଥାନ୍ତି ।
୪. ଯେଉଁ ପୁରୁଷ ଲୋକଙ୍କର ପିଠି ମଜବୁତ୍ ଏବଂ କଇଁଛ ସଦୃଶ ହୋଇଥାଏ ସେମାନେ ଭାଗ୍ୟବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।
୫. ପୁରୁଷ ଲୋକଙ୍କ ପେଟ ମାଂସାଳ ଏବଂ ଗୋଲାକାର ହୋଇଥା ସେମାନେ ଭାଗ୍ୟବାନ୍ ଓ ଧନବାନ ସ୍ବଭାବର ହୋଇଥାନ୍ତି ।
୬. ଯେଉଁ ପୁରୁଷ ଲୋକଙ୍କର ଦୁଇଟି ଯାକ ଜଙ୍ଘ ମୋଟା ମଜବୁତ୍ ଏବଂ ମାଂସାଳ ହୋ ଭାଗ୍ୟବାନ ହୋଇଥାଏ ସେମାନେ ବାନ୍ ଓ ଧନବାନ୍ ଧନବାନ୍ ସ୍ବଭାବର ହୋଇଥାନ୍ତି ।
୭. ଯେଉଁ ପୁରୁଷଙ୍କର ପାଦର କାଣି ଆଙ୍ଗୁଠି ଠି ବୁଢା ଆଙ୍ଗୁଠି ଠାରୁ ବଡ ହୋଇଥାଏ ସେମାନେ ନିଜ ଜୀବନରେ ଧନୀଶିଳ ବ୍ୟକ୍ତି ଭାବରେ ସାବ୍ୟସ୍ତ ହୋଇଥାନ୍ତି ।
୮. ଯେଉଁ ପୁରୁଷଙ୍କର ଦୁଇଟି ଯାକ ପାଦତ ତଳ କୋମଳ ଏବଂ ମାଂସାଳ ହୋଇଥାଏ ସେମାନେ ନିଜ ଜୀବନରେ ସମସ୍ତ ପ୍ରକାର ଶୁଖସୌଭାଗ୍ୟ ପ୍ରାପ୍ତ କରିଥାନ୍ତି ।
୯. ଯେଉଁ ମହିଳାଙ୍କର ଦୁଇଟି ଯାକ ପାଦତଳ କୋମଳ ଏବଂ ସୁନ୍ଦର ହୋଇଥାଏ ଏବଂ ପାଦରୁ ଆଦୌ ଝାଳ ବାହାରୁ ନଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।
୧୦. ଯେଉଁ ମହିଳାଙ୍କର ଦାନୁ ଏକ ସମାନ ହୋଇଥାଏ ଏବଂ କଣ୍ଠ କୋଇଲି ପରି ସୁମଧୁର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।