Cricket : ପଡ଼ିଆ ମଝିରେ ଧୋନିଙ୍କ ପାଦ ଧରି ମୁଣ୍ଡିଆ ମାରିଲେ ରିଙ୍କୁ ସିଂହ, ଆଶ୍ଚର୍ଯ୍ୟ ହେଲେ ସମସ୍ତ ଫ୍ୟାନ

ଗତ ଦୋଇ ଦିନ ପୂର୍ବରୁ ଖେଳ ଯାଇଥିବା CSK ଓ KKR ମ୍ୟାଚ୍ ରେ ହେଲା କିଛି ଏପରି ଘଟଣା ଯାହାକୁ ଦେଖିଲେ ହୋଇଯିବେ ଆପଣ ଭାବୁକ ଓ କାନ୍ଦି ପକାଇବେ ! ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ପଡିଆ ମଝିରେ ଧୋନିଙ୍କୁ ସମ୍ମାନ ଜଣାଇ ମୁଣ୍ଡିଆ ମାରିଲେ ରୀଙ୍କୁ ସିଂହ |ରିଙ୍କୁ ସିଂ ଏପରି କରି ଜିତିନେଲେ ସମସ୍ତ ଦର୍ଶକଙ୍କ ମନ

ହଁ ଦର୍ଶକ ବନ୍ଧୁ KKR ଓ CSK ମ୍ୟାଚ୍ ଶେଷ ହେବା ପରେ ଉଭୟ ଟିମ୍ ଖେଳାଳି ପରସ୍ପର ସହିତ ହାତ ମିଳାଇବା ବେଳେ ରିଙ୍କୁ ସିଂ ଧୋନିଙ୍କ ହାତ ମିଳାଇ ସରିବା ପରେ ତାଙ୍କ ପାଦ ଧରି ମୁଣ୍ଡିଆ ମଧ୍ୟ ମାରିଥିଲେ |ଧୋନି ମଧ୍ୟ ରିଙ୍କୁ ସିଂ ଙ୍କୁ କହିଥିଲେ ତୁମେ ଏହି ସିଗିନ ରେ ଭଲ ପ୍ରଦେଶ କରୁଛ |

ଆଗକୁ ମଧ୍ୟ କରି ଚାଲିବ ,ରିଙ୍କୁ ଧୋନିଙ୍କ କଥା ଶୁଣି ଭାବୁକ ହୋଇ କାନ୍ଦିବାକୁ ଲାଗିଥିଲେ ଶେଷରେ ଚେନ୍ନାଇ ଟିମ୍ ଅତି ସହଜରେ କଲିକତାକୁ ହରାଇ ଦେଇଛି csk ଲାଗି ଏକ ବିସ୍ଫୋରକ ପାରି ଖେଳି ଥିଲେ ଯାହା ଫଳରେ csk ଏକ ତରଫା ଭାବେ ବିଜୟ ହାସଲ କରିଥିଲା ।

Leave a Reply

Your email address will not be published. Required fields are marked *