ନମିତା ଅଗ୍ରୱାଲଙ୍କ ଘର ସମ୍ପତି ଓ ପରିବାର ବିଷୟରେ କିଛି ଅଜଣା କଥା ଯାହା ଆପଣମାନେ ଆଗରୁ କେବେ ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ନିଶ୍ଚିତ ଭାବେ ଓଡିଆ ଟେଲିଭିଜନ ଜଗତ ବିଷୟ ରେ ଜାଣିଥିବେ । ଏହା ସହିତ ଆପଣ ମାନେ ଓଲିଉଡ ର ସେହି ଗୀତ ମାନେ ସେ ଭୋଜନ ହେଉ ବା ଆଲବମ୍ ହେଉ ସେହି ବିଷୟ ରେ ନିଶ୍ଚିତ ଭାବେ ବହୁତ ପରିମାଣ ରେ ପସନ୍ଦ ଆସେ ହେଲେ କଣ ଆପଣ ମାନେ କେବେ ଏହି ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଆମର ସେହି ଓଲିଉଡ ର ସିଙ୍ଗର ମାନଙ୍କ ବିଷୟ ରେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଆମ ଓଲିଉଡର ସୁନାମ ଧନ୍ୟ ଗୀତି କାର ଭଜନ କଣ୍ଠ ଶିଳ୍ପୀ ଆପଣ ମାନଙ୍କର ପ୍ରିୟ ନମିତା ଅଗ୍ରୱାଲ ତାଙ୍କର ଘର ପରିବାର ତାଙ୍କର ପର୍ସିନାଲ ଲାଇଫ୍ ଏମିତି କି ତାଙ୍କ ବିଷୟ ରେ କିଛି ଅଜଣା କଥା ହେବାକୁ ଚାହିଁବୁ ।

ନମିତା ଅଗ୍ରୱାଲଙ୍କୁ ଆପଣ ମାନେ ନିବେଦିତା ନାମରେ ବହୁତ ଭଲ ଭାବରେ ଜାଣିଥିବେ । ସେ କଟକ ର ତୁଳସୀ ପୁର ରେ 1969 ମସିହା ଜାନୁଆରୀ ମାସ ର 1 ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି । ନମିତା ଅଗ୍ରୱାଲ ଛୋଟ ବେଳୁ ହିଁ ଆଶକ୍ତି ଭାବ ରହି ଥିଲା ଏବଂ ଛୋଟ ବେଳୁ ହିଁ ସେ ଗୀତ ଶିକ୍ଷା ଲାଭ କରି ଥିଲେ । ଏବଂ ପରେ ସେ ବିବାହ କରି ଥିଲେ ସୀତା ରାମ ଅଗ୍ରୱାଲ ଙ୍କୁ ।

ସେମିତି ରେ ଆପଣ ମାନେ ସିତାରାମ ଅଗ୍ରୱାଲ ଙ୍କୁ ଜାଣି ଥିବେ ମାନେ ସେ ସିଦ୍ଧାର୍ଥ ଟିଭି ର ପ୍ରତିଷ୍ଠାତା ସେ 91.9 FM ର ମଧ୍ୟ ପ୍ରତିଷ୍ଟାତା ପ୍ରଥମ ରୁ ଗୀତ ପ୍ରତି ଆକୃଷ୍ଟ ରହି ଥିବା ବେଳେ 1992 ମସିହା ପ୍ଲାଟଫର୍ମ ମିଳି ଥିଲା । ସେ ଅନେକ ଗୁଡିଏ ଓଡିଆ ଏବଂ ହିନ୍ଧି ଭୋଜନ ପାଇଁ କଣ୍ଠ ଦାନ କରିଛନ୍ତି । ସେମିତି ରେ ବର୍ତମାନ ସମୟ ରେ ଜି ମ୍ୟୁଜିକ୍ କମ୍ପାନୀ ଦ୍ୱାରା ଅନେକ ଗୀତ ପ୍ରସ୍ତୁତ କରୁଛନ୍ତି ।

ସେମିତି ରେ ତାଙ୍କର ପରିବାର ବିଷୟ ରେ କହିଲେ ସେ ବହୁତ ବଡ ପରିବାର ରୁ ଆସି ଥାନ୍ତି, ତାଙ୍କର ପରିବାର ବର୍ତମାନ ସମୟ ରେ ତାଙ୍କର ଏକ ପୁଅ ଏବଂ ସ୍ୱାମୀ ଙ୍କ ସହିତ ଅନ୍ୟ ସଦଶ୍ୟ ମାନେ ରହିଛନ୍ତି । ତେବେ ନମିତା ଅଗ୍ରୱାଲ ଙ୍କ ସଂମ୍ପତୀ ବିଷୟ ରେ କହିଲେ ତାଙ୍କର ଏକ ଆଲିସାନ ଘର ରହିଛି । ତାଙ୍କ ପାଖରେ 3 ଟି ଲୋଗ୍ଜୋରିୟସ୍ କାର ରହିଛି ।

ସେହି ପରି ତାଙ୍କ ସଂମ୍ପତୀ ର ମୂଲ୍ୟ ପାଖା ପାଖି 2 କୋଟି ରୁ ଅଧିକ ଟଙ୍କା । ତେବେ ଆପଣ ମାନଙ୍କୁ ନମିତା ଅଗ୍ରୱାଲ ଙ୍କ କଣ୍ଠ ସ୍ୱର କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

Leave a Reply

Your email address will not be published. Required fields are marked *