ଧୋନି ରଚିଥିଲେ ଚକ୍ରବ୍ୟୁହ କାନ୍ଦି କାନ୍ଦି ହାରିଲା KKR ,କାମ ଦେଲାନି ଶ୍ରେୟସଙ୍କ ପ୍ଲାନ

ଗତ କାଲି ମ୍ୟାଚ୍ ରେ କାମ ଦେଲା ଧୋନିଙ୍କ ପ୍ଲାନ୍ କଲିକତାର ବିଜୟ ଧାରାରେ ଲାଗିଗଲା ବିରତି ସାତ ୱିକେଟ୍ ରେ ଜିତି CSK ବଦଳାଇ ଦେଲା ସମ୍ପୂର୍ଣ୍ଣ ପଏଣ୍ଟ ଟେବୁଲ୍ ! ହଁ ଦର୍ଶକ ବନ୍ଧୁ କ୍ରମାଗତ ଦୁଇ ଦୁଇ ଥର ପରାଜୟର ସାମ୍ନା କରିବା ପରେ ଟ୍ରାକ କୁ ଫେରିଛି CSK ବୋଲରଙ୍କ ଚତୁରତା ଭାର ବଲିଂ ଓ ବ୍ୟାଟ୍ସମ୍ୟାନ୍ ମାନଙ୍କ ବିସ୍ଫୋରକ ବ୍ୟାଟିଂ ଓ ଋତୁରାଜ ଙ୍କ ଅଧୁନତାୟକତ୍ଵ ବଳରେ |

ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ ରେ ଖେଳା ଯାଇଥିବା ମ୍ୟାଚ୍ ରେ CSK ସଫଳତା ହାସଲ କରିଛି ତେବେ KKR ଦ୍ଵାରା ଧର୍ଯ୍ୟ ୧୩୮ ରନ୍ ର ଲକ୍ଷକୁ CSK ଅତି ସହଜରେ ହାସଲ କରିଛି ଦଳ ପକ୍ଷରୁ ଅଧିନାୟକ ଋତୁରାଜ ସର୍ବାଧିକ ୬୭ ରନ୍ ର ଅପରାଜିତ ଇଁନିଗ୍ସ ଖେଳିଥିଲେ ଏହା ପୂର୍ବରୁ KKR ବ୍ୟାଟିଂ ବିଫଳତା ଯୋଗୁ ୯ ୱିକେଟ୍ ହରାଇ

ମାତ୍ର ୧୩୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଯେଉଁଥିରେ ଅଧିନାୟକ ସର୍ବାଧିକ ୩୪ ରନ୍ ସଂଗ୍ରହ କରିଥିଲେ ଏବଂ ଏହି ବିଜୟ ପରେ CSK ୫ ଟି ମ୍ୟାଚ୍ ରୁ ୩ ଟି ଜିତି ପଏଣ୍ଟ ଟେବୁଲ୍ ଚତୁର୍ଥ ସ୍ଥାନରେ ଥିବା ବେଳେ KKR ଦ୍ୱିତୀୟ ସ୍ଥାନରେ ରହିଛି ।

Leave a Reply

Your email address will not be published. Required fields are marked *