ଜି ସାର୍ଥକରେ ଅଭିନୟ କରୁଥିବା ହିରୋଇନ ମାନଙ୍କ ମା ଦେଖିବାକୁ ଏତେ ସୁନ୍ଦର ଯେ ଦେଖିଲେ ଆପଣଙ୍କ ଲାଖି ଯିବ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକୁ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ସିରିଏଲ ମାନଙ୍କରେ ଦମଦାର ଆକ୍ଟିଙ୍ଗ କରୁଥିବା ସବୁ ହିରୋଇନ ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଏହି ସବୁ ହିରୋଇନ ମାନଙ୍କ ମା ମାନଙ୍କୁ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ଆମର ଏହି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ଖୁସି ଯିଏ କି ଖୁସିର ଛୁଙ୍କ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ତେବେ ଇଏ ହେଉଛନ୍ତି ଖୁସିଙ୍କ ମା ଯାହାଙ୍କ ପ୍ରକୃତ ନାଁ ହେଉଛି ସୂରିଅ କାନ୍ତ ପାଣିଗ୍ରାହୀ |

ତେବେ ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ଶକ୍ତି ସିରିଏଲର ଲିଡ ହିରୋଇନ ଶକ୍ତି ଯାହାଙ୍କର ଦମଦାର ଆକ୍ଟିଙ୍ଗ ଆପଣମାନେ ଏହି ସିରିଏଲରେ ନିଶ୍ଚୟ ଭାବରେ ଦେଖିବାକୁ ପାଇଥିବେ ତେବେ ଇଏ ହେଉଛନ୍ତି ଶକ୍ତିଙ୍କ ମା |

ତେବେ ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ମାନିନୀ ଯିଏ କି ତୁ ଖରା ମୁଁ ଛାଇ ସିରିଏଲରେ ଲିଡ ହିରୋଇନ ଭୂମିକାରେ ନଜର ଆସୁଛନ୍ତି ତେବେ ଇଏ ହେଉଛନ୍ତି ମାନିନୀଙ୍କ ମା ଯାହାଙ୍କୁ ଆପଣମାନେ ଏହି ବିଷୟ ମାଧ୍ୟମରେ ନିଶ୍ଚିତ ଦେଖିବାକୁ ପାଉଥିବେ |

ଏହା ପରେ ଚତୁର୍ଥରେ ଆସୁଛନ୍ତି ତୁ ମୋର ସାଥିର ସିରିଏଲ ହିରୋଇନ ଧାରା ତେବେ ଦର୍ଶକବନ୍ଧୁ ଇଏ ହେଉଛନ୍ତି ଧାରାଙ୍କ ମା ଯାହାଙ୍କ ପ୍ରକୃତ ନାମ ହେଉଛି ରଶ୍ମି ରେଖା ମିଶ୍ର |

ଏହି ଲିଷ୍ଟର ପଞ୍ଚମରେ ଆସୁଛନ୍ତି ପ୍ରିୟା ଯିଏ କି ଲୋକପ୍ରିୟ ସିରିଏଲରେ ସୁନା ଝିଅରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ତେବେ ଇଏ ହେଉଛନ୍ତି ପ୍ରିୟାଙ୍କ ମା |

ତେବେ ଏହା ପରେ ଷଷ୍ଠରେ ଆସୁଛନ୍ତି ସନ୍ଧ୍ୟା ରାଗିଣୀ ସିରିଏଲର ଅଭିନେତ୍ରୀ ସନ୍ଧ୍ୟା ତେବେ ଇଏ ହେଉଛନ୍ତି ସନ୍ଧ୍ୟାଙ୍କ ମା |

ଏହା ପରେ ସପ୍ତମରେ ଆସୁଛନ୍ତି ରାଗିଣୀ ଯାହାଙ୍କର ଦମଦାର ଆକ୍ଟିଙ୍ଗ ଆପଣମାନେ ନିଶ୍ଚିତ ଦେଖିବାକୁ ପାଇଥିବେ ତେବେ ଇଏ ହେଉଛନ୍ତି ରାଗିଣୀଙ୍କ ମା |

Leave a Reply

Your email address will not be published. Required fields are marked *