ନିର୍ବନ୍ଧ ହେବା ପରେ ମଧ୍ୟ ବାହାଘର ଭାଙ୍ଗି ଯାଇଥିବା ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ଜାଣିଛନ୍ତି ,ସବୁଠୁ ପ୍ରଥମେ ଅଛନ୍ତି ଏହି Heroine

ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ସାରା କଳାକାର ମାନେ ଅଛନ୍ତି ଯେଉଁ ମାନଙ୍କ ନିର୍ବନ୍ଧ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା ଆଉ ସେମାନେ ପରେ ଅଲଗା ଜାଗାରେ ବିବାହ କରି ନେଇଛନ୍ତି ଆଉ ବାହାଘର ପରେ ନିଜ ସ୍ୱାମୀଙ୍କ ସହିତ ଖୁସିରେ ରହୁଥିବାର ନଜର ଆସିଛନ୍ତି ତେବେ ଆଜିର ବିଷୟରେ ଆମେ ଏହି ଭଳି ଭାବରେ କିଛି କଳାକାର ମାନଙ୍କ ବିଷୟରେ ଜାଣିବା |

ଆମ ଲିଷ୍ଟର ପ୍ରଥମରେ ଆସୁଛନ୍ତି ଓଡ଼ିଆ ଅଭିନେତ୍ରୀ ଶ୍ରଦ୍ଧା ରାଜେଶ ଏବଂ ଶ୍ରଦ୍ଧା ପରସ୍ପରକୁ ସୁଟିଙ୍ଗ ସେଟରୁ ଭଲ ପାଇଥିଲେ ଦୀର୍ଘଦିନ ଧରି ଦୁହେଁକ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଆଉ ଦୁହେଁଙ୍କ ନିର୍ବନ୍ଧ ବାହାଘର ପାଇଁ ସବୁ ଠିକ ହୋଇ ଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଦୁହେଁଙ୍କ ମଧ୍ୟରେ ବ୍ରେକ ଅଫ ହୋଇଥିଲା ଆଉ ବ୍ରେକ ଅଫ ହେଲା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ |

ଏହା ପରେ ଦୁଇ ନମ୍ବରରେ ଆସୁଛନ୍ତି ଅରୁନ୍ଧତୀ ଦେବୀକା ତେବେ ଦେବୀକାଙ୍କର ମଧ୍ୟ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ରହିଥିଲା ଆଉ ପରବର୍ତ୍ତୀ ସମୟରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଦୁହେଁକ ମଧ୍ୟରେ ଝଗଡ଼ା ହୋଇଥିଲା ଆଉ କୌଣସି କାରଣରୁ ଦୁହେଁଙ୍କ ବ୍ରେକ ଅଫ ହୋଇଥିଲା

Leave a Reply

Your email address will not be published. Required fields are marked *