ନୂଆ ନୂଆ ବହା ହୋଇଥିବା ଓଡ଼ିଆ Celebrity ଏହି ଯୋଡ଼ି ପାଇଁ ଅଧିକ ଚର୍ଚ୍ଚା….ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହେଉଥିବା ଓଲିଉଡ଼ର ଏହି ସବୁ କଳାକାର ମାନେ ଯିଏ ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତେବେ ଜାଣିବା ପାଇଁ ହେଲେ ବିଷୟଟି କୁ ଶେଷ ଯାଏ ଦେଖନ୍ତୁ ।

ତେବେ ଏହି ଲିଷ୍ଟ ର ପ୍ରଥମେ ଆସୁଛନ୍ତି ସୁମନ ତେବେ ସୁମନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ସେ ଆମ ଝିଲି ସିରିଏଲରେ ଟିନା ଭୂମିକାରେ ଅଭିନୟ କରୁଥିଲେ ।ତେବେ ସେ ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ଦେଖନ୍ତୁ ଇଏ ହେଉଛନ୍ତି ସୁମନ ଙ୍କ ହଜବ୍ୟାଣ୍ଡ ।

ଏହା ପରେ ଦୁଇ ନମ୍ବର ରେ ଆସୁଛନ୍ତି ଲିପିକା ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଯିଏ କି ଆମ ଝିଲି ସିରିଏଲରେ ଅଭିନୟ କରୁଥିଲେ ତେବେ ଦେଖନ୍ତୁ ଇଏ ହେଉଛନ୍ତି ପ୍ରିୟଙ୍କା ଙ୍କ ହଜବ୍ୟାଣ୍ଡ ।

ତେବେ ଏହା ପରେ ତିନି ନମ୍ବର ରେ ଆସୁଛନ୍ତି ଅଭିନେତ୍ରୀ ରାଜଶ୍ରୀ ଆପଣମାନେ ଏହି ଅଭିନେତ୍ରୀଙ୍କ ଅଭିନୟ ସୁନୟାନ ସିରିଏଲରେ ନିଶ୍ଚୟ ଦେଖିବାକୁ ପାଉଥିବେ ତେବେ ସେ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତେବେ ଇଏ ହେଉଛନ୍ତି ତାଙ୍କ ସ୍ଵାମୀ ।

ଏହା ଚାରି ନମ୍ବର ରେ ଆସୁଛନ୍ତି ଓଲିଉଡ଼ର ଆଗ ଧାଡ଼ିର ଅଭିନେତ୍ରୀ ବା ହିରୋଇନ୍ ତମ୍ମନା ସେ ଓଲିଉଡ଼ର ଆଗ ଧାଡ଼ିର କଣ୍ଠ ଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ବିବାହ କରିଛନ୍ତି ବର୍ତ୍ତମାନ ସେ ତାଙ୍କ ଶାଶୁଘରେ ଅଛନ୍ତି ।

ଏହା ପରେ ନମ୍ବର 5 ରେ ଆସୁଛନ୍ତି ପ୍ରିୟଙ୍କା ଆପଣମାନେ ଏହି ଅଭିନେତ୍ରୀ ଙ୍କୁ ଅନେକ ଖଳନାୟକ ସିରିଏଲରେ ଦେଖି ଆସୁଛନ୍ତି ସେ ବର୍ତ୍ତମାନ ମଧ୍ୟ ନୂଆ ନୂଆ ବିବାହ କରିଛନ୍ତି ତେବେ ଦେଖନ୍ତୁ ଇଏ ହେଉଛନ୍ତି ପ୍ରିୟଙ୍କା ଙ୍କ ହଜ ବ୍ୟାଣ୍ଡ।

Leave a Reply

Your email address will not be published. Required fields are marked *