କାହିଁକି ହାରିଲା RCB ୫ଟି ବଡ଼ ଦୋଷୀ କିଏ ଏହି ମାନଙ୍କୁ ଦୋଷୀ କହିଲେ Virat ଆସନ୍ତୁ ଜାଣିବା କିଏ ସେମାନେ

ନମସ୍କାର ଦର୍ଶକବନ୍ଧୁ କାହିଁକି ହାରିଲା RCB କେଉଁଠି ରହିଗଲା ତ୍ରୁଟି RCB ହାରିବାର ପାଞ୍ଚ ଜଣ ମୁଖ୍ୟ ଦୋଷୀ ଅଟନ୍ତି କେଉଁ ପାଞ୍ଚ ଜଣ RCB ହାରିବାର ମୁଖ୍ୟ ଦୋଷୀ ଅଟନ୍ତି ଆସନ୍ତୁ ସମ୍ପୂର୍ଣ୍ଣ ବିସ୍ତାର କରି ଜାଣିନେବା |ଦର୍ଶକବନ୍ଧୁ IPL 2024 ରେ ଲଖନୌ ସୁପର ଜାଞ୍ଜ ରୟାଲ ଚ୍ୟାଲେଞ୍ଜ ବ୍ୟଙ୍ଗଲୋରକୁ 28 ରନରେ ପରାସ୍ତ କରିଛି |

ସବୁଠାରୁ ଦୁଃଖ ଖବର ହେଉଛି ଏହା ଯେ ବ୍ୟାଙ୍ଗଲୋର ନିଜ ହୋମ ଗ୍ରାଉଣ୍ଡରେ ଏଭଳି ଲଜ୍ୟା ଜନକ ପରାଜୟ ହୋଇଛି |ତେବେ ଲଖନଉ ବୋଲରଙ୍କ ବ୍ୟାଟିଙ୍ଗ ଆଗରେ ବ୍ୟଙ୍ଗଲୋର ବ୍ୟାଟର ବ୍ୟାଟ ଧରାଶାୟୀ ହୋଇଥିଲା |ଫାପ ଡୁ ପ୍ଲିସିସ ,ମ୍ୟାକ୍ସିୱେଲ ଏବଂ କାମ୍ରନ ଗ୍ରୀନଙ୍କ ଭଳି ବଡ଼ ବଡ଼ ଖେଳାଳି ପ୍ରଶଂସକକୁ ନିରାଶ କରିଥିଲେ |

ଏହି ପରାଜୟ ପରେ RCB ର ପାଞ୍ଚ ଦୋଷୀ ସାମ୍ନାକୁ ଆସିଛନ୍ତି ତେବେ ଜାଣନ୍ତୁ RCB ହାରିବାର କିଏ ସେହି ପାଞ୍ଚ ଦୋଷୀ ଅଟନ୍ତି ତେବେ RCB ହାରିବାର ମୁଖ୍ୟ ଦୋଷୀ ହେଉଛନ୍ତି ମହମ୍ମଦ ଶିରାଜ ତାଙ୍କ ବୋଲିଙ୍ଗ ଇକୋନୋମିକ ଥିଲା 1175 ଯାହାକି ସବୁ ବୋଲରଙ୍କ ଠାରୁ ଅଧିକ ଥିଲା ଏବଂ ଅନ୍ୟ ତିନି ଜଣ ଦୋଷୀ ହେଉଛନ୍ତି |

ଫାପ ଡୁପ୍ଳିସିସ ,କାମ୍ରନ ଗ୍ରୀନ ଏବଂ ଗ୍ଲେନ ମ୍ୟାକ୍ସିୱେଲ କୌଣସି ଗୋଟିଏ ମ୍ୟାଚରେ ମଧ୍ୟ ଏମାନେ ଭଲ ପ୍ରଦର୍ଶନ କରି ପାରୁ ନାହାଁନ୍ତି ଏବଂ ଅନ୍ୟ ଜଣେ ଦୋଷୀ ହେଉଛନ୍ତି ଅନୁଜ ରାଉତ ଯିଏ କି 21 ଟି ବଲ ଖେଳି ମାତ୍ର 11 ରନ କରିଥିଲେ |

Leave a Reply

Your email address will not be published. Required fields are marked *