ସତ ହେଲା Malika ବଚନ, ସେବାୟତ କୁ ଦର୍ଶନ ଦେଲେ ବିଭୀଷଣ, ଏହାକୁ ନେଇ କଣ କହୁଛି ମାଳିକା…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ପୁରୀ ଶ୍ରୀମନ୍ଦିରରେ ହୋଇଛି ଅଲୌକିକ ଲୀଳା ରାମାୟଣର ବିଭୀଷଣ ଦେଇଛନ୍ତି ଦେଖା ପୁରୀ ମନ୍ଦିର ସେବାୟତଙ୍କୁ ଶୁଣାଣ ଖଡୁ ଦେଲେ ବିଭୀଷଣ ଏମିତି ଘଟିଛି ଅଲୌକିକ ଘଟଣା କଣ ରହିଥିଲା ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା ଶ୍ରୀମନ୍ଦିର ସେବାୟତଙ୍କୁ ଦର୍ଶନ ଦେଲେ ବିଭୀଷଣ ବିଭୀଷଣକୁ ଦେଖା କରିବେ ବୋଲି ପ୍ରାର୍ଥନା କରି ଚାଲିଥିଲେ ପ୍ରଭୁ ଜଗନାଥ ଦେଖାଇଦେବେ ସ୍ବପ୍ନରେ ଆସି କହିଥିଲେ ଆଉ କିପରି ଭାବରେ ବିଭୀଷଣକୁ ଦେଖା କରିବେ ସମ୍ପୂର୍ଣ୍ଣ ରାସ୍ତା ମଧ୍ୟ ଭଗବାନ ବତାଇ ଦେଇଥିଲେ ସେବାୟତଙ୍କୁ ମହାପ୍ରଭୁ କହିଥିଲେ ତାଙ୍କ ସାମ୍ନାରେ ଏକ ବେତ ଧରି ବସିବା ପାଇଁ ସେବାୟତ ଜଣକ ବେତ ଧରି ଠିକ ସେହିପରି ମନ୍ଦିର ସାମ୍ନାରେ ବସିକି ରହିଲେ |

ସେବାୟତ ଜଣକ ବେତ ଧରି ମନ୍ଦିର ସାମ୍ନାରେ ବସି ରହିଥିଲେ ଏମିତି ଅନେକ ଭକ୍ତ ମନ୍ଦିର ସାମ୍ନାରେ ଅନେକ ଲୋକ ଯାଉଥିଲେ ତାଙ୍କ ମଧ୍ୟରୁ ଜଣେ ସାଧୁ ଦେଖିବାକୁ ମୋଟା ସୋଠା ଉଚ୍ଚା ଏବଂ ତାଙ୍କ ମୁହଁରେ ଥିଲା ଚମକ ସେହି ସାଧୁ ସନ୍ଥ ଜଣକ ସମସ୍ତଙ୍କ ଠାରୁ ଅଲଗା ଦେଖା ଯାଉଥିଲା ସାଧୁ ଜଣକ କହିଲେ ମୁଁ ବେତ ଦେଇ ଯିବି ନାହିଁ ସେବାୟତ କହିଥିଲେ ବେତ ଦେଇ ଆପଣଙ୍କୁ ଯିବାକୁ ପଡ଼ିବ ସେବାୟତ ବେତ ହଟାଇଥିଲେ ତାପରେ ସାଧୁ ଜଣକ ମନ୍ଦିର ଭିତରକୁ ଯାଇଥିଲେ |

ସାଧୁ ଜଣକ ମନ୍ଦିର ଦର୍ଶନ କରିବା ସମୟରେ ସେବାୟତ ଜଣକ ପଛେ ପଛେ ଯାଉଥିଲେ ସାଧୁ ଜଣଙ୍କୁ ନଜର କରି ଯାଉଥିଲେ ମନ୍ଦିର ଦର୍ଶନ କରି ସାଧୁ ଜଣକ ସମୁଦ୍ର ଆଡ଼କୁ ଯାଇଥିଲେ ଆଉ ସମୁଦ୍ର କୂଳରେ ପହଁଞ୍ଚିଥିଲେ ସେବାୟତ ତାଙ୍କୁ ପିଛା କରି ଆସି ସମୁଦ୍ର କଡ଼ରେ ଆସି ପହଁଞ୍ଚିଥିଲେ ସେବାୟତ ସାଧୁଜଣଙ୍କୁ ତାଙ୍କ ପରିଚୟ ଦେବାକୁ କହିଥିଲେ ଜଗନାଥଙ୍କ ସ୍ୱଭା ବେଶ ବିଷୟରେ ମଧ୍ୟ ସାଧୁ ଜଣଙ୍କୁ କହିଥିଲେ |

ଆଉ ସେହି ସମୟରେ ଘଟିଥିଲା ଚମତ୍କାର ସାଧୁ ଜଣକ ତାପରେ ବିଭୀଷଣ ରୂପ ନେଇଥିଲେ ତାପରେ ବିଭୀଷଣ ସେବାୟତଙ୍କୁ ଏକ ସୁନାର ଖଡୁ ଦେଇଥିଲେ ସେ ଖଡୁ ଆଜି ପର୍ଯ୍ୟନ୍ତ ସେବାୟତଙ୍କ ପାଖରେ ରହିଛି ପ୍ରତିବର୍ଷ ଜଗନାଥଙ୍କ ରଥଯାତ୍ରା ସମୟରେ ଦର୍ଶନ କରିବାକୁ ଆସନ୍ତି ବିଭୀଷଣ ମାଳିକାରେ ମହାପୁରୁଷ 600 ବର୍ଷ ପୂର୍ବେ ଲେଖିଛନ୍ତି |

ଖାଲି ଭାରତରେ ନୁହେଁ ଆମେରିକା ଏବଂ ଲଣ୍ଡନ ଭଳି ଦେଶରେ ଭକ୍ତ ମାନେ ମଧ୍ୟ ଆସୁଛନ୍ତି | ମହାପ୍ରଭୁ ଜଗନାଥଙ୍କର ଭକ୍ତ ସାରା ଦେଶରେ ଅଛନ୍ତି ମହାପୁରୁଷ କହୁଛନ୍ତି ଆଉ କହିଲେ କଳି ଶେଷରେ ସବୁ ଭକ୍ତ ଠୁଳ ହେବେ ଗୋଟେ ଜାଗାରେ ସେହି ସମୟରେ ଅନ୍ୟ ଦେଶର ଭକ୍ତମାନେ ମଧ୍ୟ ଭାରତକୁ ଆସିବେ |

Leave a Reply

Your email address will not be published. Required fields are marked *