ସତହେଲା ମାଳିକା ବଚନ, ବାଗେଶ୍ଵର ଧାମରେ ଜନ୍ମ ହେଲେ ପ୍ରଭୁ Hanuman… ଦେଖିକି ଆପଣ ବି ହାତ ଯୋଡ଼ିଦେବେ

ହେଲୋ ଫ୍ରେଣ୍ଡ୍ ସତ ହୋଇଗଲା ମାଳିକା ବଚନ ବାଗେଶ୍ଵରରେ ଜନ୍ମନେଇଛନ୍ତି ପ୍ରଭୁ ହନୁମାନ ଯେମିତି ଲେଖାଯାଇଥିଲା ମାଳିକା ରେ ସେମିତି କିଛି ଘଟିଗଲା ଅସଲରେ ପୁଣି ପୃଥିବୀ ପୁଷ୍ଟରେ ଜନ୍ମ ନେଇଛନ୍ତି ହନୁମାନ ମାଳିକାର ଲେଖା ସତ ହେଉଛି ଆଜି ବାଗେଶ୍ଵର ଧାମରେ ଜନ୍ମ ନେଇଛନ୍ତି ପ୍ରଭୁ ହନୁମାନ ଯାହା ପରେ ସବୁ ଆଡୁ ଏବେ ଦୌଡ଼ି ଯାଉଛନ୍ତି ଭକ୍ତ ମାନେ ଏହି ବାଗେଶ୍ବର ଧାମକୁ ସମସ୍ତେ ଦୌଡ଼ୁଛନ୍ତି ତେବେ ମାଳିକା ରେ କୁହାଯାଇଥିଲା ଯେ ପ୍ରଭୁ ହନୁମାନ ଏହି ଧାରା ପୂର୍ଷ୍ଟରେ ପୁଣି ଜନ୍ମ ନେବେ ଆଉ ବାଗେଶ୍ଵର୍ ଧାମ ସରକାର ରେ ଜନ୍ମ ନେଇଛନ୍ତି କୁଆଡେ ପ୍ରଭୁ ହନୁମାନ ତେବେ ଏହି କଥା ସବୁଆଡେ କ୍ଷୀପ୍ର ଗତିରେ ବ୍ୟାପି ଯାଇଛି ଆଉ ଏହି କଳି ଯୁଗକୁ ଫେରିଛନ୍ତି ପ୍ରଭୁ ହନୁମାନ ଯାହାକୁ ନେଇ ଅନେକ ଚର୍ଚ୍ଚା ହେବା ସହିତ ସବୁଆଡେ ଏହି ଖବର ଘୁରୁଛି |

ମହା ପ୍ରଭୁ ହନୁମାନଙ୍କୁ ଅମର ବର ମିଳିଛି ହେଲେ ମଣିଷ ରୂପରେ ଜନ୍ମ ହୋଇଥିବା ସମସ୍ତ ଭଗବାନ ବି ଏହି ଧାରା ପୃଷ୍ଟରେ ଦିନେ ନା ଦିନେ ଦେହ ତ୍ୟାଗ କରି ଥାଆନ୍ତି ଆଉ ପୁଣି ଥରେ ଜନ୍ମ ନେଇଥାନ୍ତି ଏହି କଥାକୁ ମାଳିକା ରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ ହନୁମାନ ଏହି କଳି ଯୁଗରେ ପୁଣି ଥରେ ଜନ୍ମ ନେବେ ଆଜି ନିଜ ଭକ୍ତ ମାନଙ୍କୁ ବଞ୍ଚାଇବେ ଆଉ ଶତ୍ରୁ ମାନଙ୍କୁ ଉଚିତ୍ ଶିକ୍ଷା ଦେବେ ତେବେ ଏବେ ଜଣା ପଡ଼ିଛି ବାଗେସ୍ୱର୍ ଧାମରେ କୁଆଡେ ପ୍ରଭୁ ହନୁମାନ ଜନ୍ମ ନେଇଛନ୍ତି ଯାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ବାଗେଶ୍ଵର ଧାମ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କ ପାଖକୁ ଏବେ ଦୌଡ଼ୁଛନ୍ତି ସମସ୍ତେ ସେହି ଭଳି ଭାବେ ଦୌଡ଼ି ଆସିଥିଲେ |

ଜଣେ ମହିଳା ଆଉ ତାଙ୍କର କିଛି ବି ପିଲା ଛୁଆ ହେଉନଥିବା ବାବାଙ୍କୁ କାହିଥିଲେ ଆଉ ମିଳିଥିବା ସୂଚନା ଅନୁସାରେ କୁହାଯାଉଛି ସେହି ମହିଳା ଙ୍କ କୋଳରୁ ପ୍ରଭୁ ହନୁମାନ ଏବେ କୁଆଡ଼େ ଜନ୍ମ ନେଇଛନ୍ତି ଯେଉଁ ପୁଅଟି ଜନ୍ମ ହୋଉଛି ତାର ଚେହେରା ଠିକ୍ ପ୍ରଭୁ ହନୁମାନଙ୍କ ପରି ଦେଖିବାକୁ ଆଉ ଯାହାକୁ ନେଇ ମାଳିକା ରେ କୁହାଯାଇଥିବା କିଛି କଥା ବର୍ତ୍ତମାନର ଏହି ଘଟଣାକୁ ଦେଖିଲେ ଲାଗୁଛି ବୋହୁତ ବଡ ସମ୍ପର୍କ ରହିଛି ତେବେ ମାଳିକା ରେ ଯାହା କୁହାଯାଇଛି ଆଗାମୀ ସମୟ ରେ ଏହି ସବୁ ମେଳ ଖାଇ ଯାଉଛି |

ବର୍ତ୍ତମାନ୍ ପଶ୍ଚିମ ଦିଗରୁ ଶତ୍ରୁମାନେ ଆସିବେ ଆଉ କଟକ ରେ ଆକ୍ରମଣ କରିବେ ଆଉସେହି ସମୟ ବେଳକୁ ପ୍ରଭୁ ହନୁମାନ ଜନ୍ମ ନେଇ ସାରିଥିବେ ଆଉ ସେତେ ବେଳେ ଭକ୍ତ ମାନଙ୍କୁ ଶତ୍ରୁ ଆକ୍ରମଣ କରୁଥିବେ ଆଉ ସେତେ ବେଲେ ପ୍ରଭୁ ହନୁମାନ ବଞ୍ଚାଇବା ପାଇଁ ଭକ୍ତ ମାନଙ୍କ ପାଖକୁ ଆସିଯିବ ଏହି ଭଳି କିଛି ମାଳିକା ରେ ଲେଖା ଯାଇଥିବା ବେଳେ ବାଗେସ୍ୱର ଧାମରେ ପ୍ରଭୁ ହନୁମାନ ଜନ୍ମ ନେଇଥିବା ଏବେ ସବୁଠାରୁ ବଡ ଚର୍ଚ୍ଚା ହେଉଛି |

ଆଉ ଯାହାଙ୍କ ମୁଁହ କୁଆଡେ ଠିକ୍ ଦେଖିବାକୁ ପ୍ରଭୁ ହନୁମାନଙ୍କ ପରି ଆପଣ ଶୁଣିଥିବେ ମାଳିକା ର ବୋହୁତ କଥା ବୋହୁତ ସମୟ ରେ ସତ ହୋଇଥାଏ ତେବେ ଏହି ଘଟଣା କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା କଣ ସତରେ କଟକ ଠାରେ କିଛି ଶତ୍ରୁ ଆସି ପହଞ୍ଚି ଯିବେ ଆଉ ହନୁମାନଙ୍କ ଭକ୍ତ କୁ ଆକ୍ରମଣ କରୁଥିବା ଶତ୍ରୁଙ୍କୁ ପ୍ରଭୁ ହନୁମାନ ଉଚିତ୍ ଶିକ୍ଷା ଦେଇ ଭକ୍ତ ମାନଙ୍କୁ ବଞ୍ଚାଇ ଦେବେ

Leave a Reply

Your email address will not be published. Required fields are marked *