ସପ୍ତାହରେ 2 ଥର ପିଅନ୍ତୁ ( ଗ୍ୟାସ୍ ) ମୂଳରୁ ଶେଷ ହୋଇଯିବ, ବିଶ୍ୱାସ ହେଉନି ତ Thare ପିଇକି ଦେଖନ୍ତୁ…

ଦର୍ଶକବନ୍ଧୁ ଆଜିକାଲିର ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଆମର ପେଟ ଖରାପ ହେବା ପେଟ ପୁରାପୁରି ସଫା ନ ହେବା ଏବଂ କବଚ ଆଦିର ସମସ୍ୟା ଭୋଗିବାକୁ ପଡ଼ିଥାଏ ଆମ ଶରୀରର ପାଚନ କ୍ରିୟା ମଧ୍ୟରେ ଆମର ସମସ୍ତ ଅଙ୍ଗକୁ ଶକ୍ତି ମିଳିଥାଏ ସେଥିପାଇଁ ଯେତେବେଳେ ଆମକୁ ପେଟର ପାଚନ ଜନିତ ସମସ୍ୟା ହୋଇଥାଏ ତାହାର ସିଧା ପ୍ରଭାବ ଶରୀରର ଅନ୍ୟ ଅଙ୍ଗ ଉପରେ ଯେପରିକି କିଡ୍ନୀ ଲିଭର୍ ହାର୍ଟ ହାଡ ଏବଂ ତ୍ଵଚା ଉପରେ ବି ଦେଖା ଦେଇଥାଏ ଏଥିପାଇଁ ଠିକ୍ ଭୋଜନ କରିବା ସହିତ ପେଟ ଭଲସେ ସଫା ହେବା ବି ବୋହୁତ ଜରୁରୀ ଅଟେ |

ତେବେ ଆଜି ଆସନ୍ତୁ ଜାଣିବା ପେଟ ସଫା କରିବା ପାଇଁ ଚମତ୍କାରି ଘରୋଇ ଉପଚାର ବିଷୟରେ ଆପଣ ଏକ ପ୍ୟାନ ଗ୍ୟାସରେ ବସାନ୍ତୁ ଏବେ ଆପଣ ଏଥିରେ ଦୁଇ ବଡ଼ ଚାମଚ ଜିରା ପକାନ୍ତୁ ଏବେ ଏଥିପାଇଁ ଆପଣଙ୍କୁ ଆବଶ୍ୟକତା ପଡିବ ଗୋଟା ଧଣିଆ ଆପଣ ଏଥିରେ ୧ ଚାମଚ ଧଣିଆ ପକାନ୍ତୁ ଏବେ ଏହାକୁ ହାଲୁକା ଭାଜି ନିଅନ୍ତୁ ଏବଂ ଏହା ହାଲୁକା ଭାଜି ହୋଇଯିବା ପରେ ଆପଣ ଏଥିରେ ୨ ଚାମଚ ଜୁଆଣି ପକାଇ ଦିଅନ୍ତୁ ଏବଂ ଏହାକୁ ଆପଣ ଆଉ ଟିକେ ଭଲସେ ଭାଜି ନିଅନ୍ତୁ |

ଏହାପରେ ଗ୍ୟାସ ବନ୍ଦ୍ କରି ନିଅନ୍ତୁ ଏବଂ ଏହାକୁ ଥଣ୍ଡା ହେବାପାଇଁ ଛାଡି ନିଅନ୍ତୁ ଏବେ ଏହାକୁ ଭଲସେ ଗ୍ରାଇଣ୍ଡିଂ କରି ଏହାର ଭଲ ପାଉଡର ପ୍ରସ୍ତୁତ କରନ୍ତୁ ଏବେ ଆପଣ ଏଥିରେ ଅଧା ଚାମଚ କଳା ଲୁଣ ମିଶାନ୍ତୁ ଏବେ ଆପଣ ଏଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ ଏବେ ଆପଣ ଏଥିରେ ଗୋଟିଏ ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ ଶୁଖିଲା ଅଦାର ଗୁଣ୍ଡକୁ ସୁଣ୍ଠି ପାଉଡର କୁହାଯାଏ |

ଯଦି ଆପଣଙ୍କ ପାଖରେ ସୁଣ୍ଠି ପାଉଡର ନାହିଁ ତେବେ ଆପଣ ଅଦାକୁ ଶୁଖାଇ ସୁଣ୍ଠି ପାଉଡର ପ୍ରସ୍ତୁତ କରି ପାରିବେ |ଏବେ ଆପଣ ଏଥିରେ ଗୋଟିଏ ଚାମଚ ପୁଦିନା ପାଉଡର ପକାନ୍ତୁ ଏବେ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏହାପରେ ଆପଣ ଗୋଟିଏ ଗ୍ଲାସ୍ ଗରମ ପାଣି ନିଅନ୍ତୁ |

ଏହି ଗୁଣ୍ଡରୁ ଗୋଟିଏ ଚାମଚ ଆପଣ ଏଥିରେ ମିଶାନ୍ତୁ ଏବଂ ଏହାକୁ ୧୦ ମିନିଟ୍ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ୧୦ ମିନିଟ୍ ପରେ ଯେତେବେଳେ ଏହା ହାଲୁକା ଥଣ୍ଡା ହୋଇଯିବ ତେବେ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ ଦେଖିବେ ଆପଣ ପାଚନ କ୍ରିୟା ସୁସ୍ଥ ରହିବ।

Leave a Reply

Your email address will not be published. Required fields are marked *