Sani ଙ୍କ ରାଶି ପରିବର୍ତ୍ତନ ଆଜିଠାରୁ ଏହି 5ଟି ରାଶିର ଲୋକ ହେବେ କୋଟିପତି ଆପଣଙ୍କ ରାଶି ଅଛି କି ଏଥିରେ !

ଦର୍ଶକବନ୍ଧୁ ୩୦ ବର୍ଷ ପରେ ଏହି ବର୍ଷ ଶନିଦେବ ମକର ରାଶିରୁ ବାହାରି କୁମ୍ଭ ରାଶିରେ ଗୋଚର କରିବେ ଆଉ ଶନିଦେବଙ୍କ ଏହି ଗୋଚର ଅତ୍ୟନ୍ତ ପ୍ରଭାବଶାଳୀ ହେବ ଶନିଦେବ ଏହି କୁମ୍ଭ ରାଶିରେ ଦୀର୍ଘ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ରହିବେ ଯାହା ଫଳରେ ଦୁନିଆରେ ରାଜନୀତି ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ଏହା ସହିତ କିଛି ରାଶିର ଉପରେ ଉଚ୍ଚ ନୀଚର ସ୍ଥିତି ଦେଖିବାକୁ ମିଳିବ ଏବଂ କିଛି ରାଶିର ବ୍ୟକ୍ତି ମାନଙ୍କ ଜୀବନ ବଦଳିବାକୁ ଯାଉଛି ଏମାନେ ମାଲାମାଲ ହେବାକୁ ଯାଉଛନ୍ତି ତେବେ କେଉଁ କେଉଁ ରାଶି ଉପରେ ଏହାର ଶୁଭ ପ୍ରଭାବ ପଡିବ ଏବଂ ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି ଆସନ୍ତୁ ଜାଣିବା।

ମେଷ ରାଶି-ଶନିଦେବ ଆପଣଙ୍କ ରାଶିର ଏକାଦଶ ଘରକୁ ଗୋଚର କରିବେ ଦଶମ ଘର ହୋଇଥାଏ କର୍ମର ଘର ଦଶମ ଘରେ ରହି ଶନି ଦେବ ତୃତୀୟ ଦୃଷ୍ଟିରେ ଆପଣଙ୍କ ଦ୍ଵାଦଶ ଘରକୁ ଦେଖିବେ ସପ୍ତମ ଦୃଷ୍ଟିରେ ଆପଣଙ୍କ ଚତୁର୍ଥ ଘରକୁ ଦେଖିବେ ଏବଂ ଦଶମ ଦୃଷ୍ଟିରେ ଆପଣଙ୍କ ସପ୍ତମ ଘରକୁ ଦେଖିବେ ରାଶିଚକ୍ରରେ ଦଶମ ଭାଗକୁ କର୍ମର ଘର ମାନାଯାଏ ଶନିଦେବ ଯେବେ ଦଶମ ଭାଗରେ କୁମ୍ଭ ରାଶିରେ ଗୋଚର କରିବେ ତେବେ ଆପଣଙ୍କୁ ନୂତନ କର୍ମ ମିଳିପାରେ ଚାକିରୀ ବ୍ୟବସାୟରେ ଉନ୍ନତି ହେବ।

ମିଥୁନ ରାଶି-ଶନି ଦେବ ଆପଣଙ୍କ ରାଶିରୁ ନବମ ଭାବରେ ଗୋଚର କରିବେ ଯାହା ଫଳରେ କାର୍ଯ୍ୟ କ୍ଷେତ୍ର ବ୍ୟବସାୟରେ ଉନ୍ନତିରେ ଅବରତାର ଦେଖିବାକୁ ମିଳିବ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ପ୍ରଭାବିତ ହେବ ପାରିବାରିକ ସଦସ୍ୟଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବାଦବିବାଦ ଲାଗି ରହିବ ଯାହା ଫଳରେ ଆପଣଙ୍କ ମନ ବ୍ୟଥିତ ରହିବ ସେଥିପାଇଁ ନିଜ ବାଣୀ ଏବଂ କ୍ରୋଧରେ ନିୟନ୍ତ୍ରଣ ବଜାୟ ରଖନ୍ତୁ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଶନିଦେବଙ୍କ ମନ୍ଦିରକୁ ଯାଇ ସୋରିଷ ତେଲର ଦୀପଟିଏ ଜଳାନ୍ତୁ।

ସିଂହ ରାଶି-ଆପଣଙ୍କ ରାଶି ସ୍ଥାନରୁ ଶନିଦେବ ସପ୍ତମ ଭାବରେ ବିରାଜିତ ରହିବେ ତଥା ଏହି ଅବଧିରେ ପାରିବାରିକ ସାମାଜିକ ଏବଂ ବ୍ୟବସାୟିକ ସମସ୍ୟା ଉତ୍ପନ୍ନ ହେବ ଯାହା ଫଳରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅବରତ ଉତ୍ପନ୍ନ ହେବ ଆପଣଙ୍କ ମାନସିକ ଚିନ୍ତାରେ ମଧ୍ୟ ବୃଦ୍ଧି ଘଟିବ ଶନିଙ୍କ ଦୃଷ୍ଟି କାରଣରୁ ଭାଇ ବନ୍ଧୁଙ୍କ ଠାରୁ ବିରୋଧ ତଥା ମତଭେଦ ଦେଖିବାକୁ ମିଳିବ ଆପଣଙ୍କ ପାଇଁ ପ୍ରତିକାର ହେଉଛି କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଛା ରାଶି-ଆପଣଙ୍କ ରାଶିରୁ ଚତୁର୍ଥ ରାଶିରେ ଶନିଦେବ ବିରାଜ କରିବେ ଯାହା ଫଳରେ ଶନିଦେବ ପ୍ରଭାବ ଆରମ୍ଭ ହୋଇଯିବ ଯାହା ଫଳରେ ଆପଣଙ୍କୁ ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ଆପଣ ବାଣୀ ଏବଂ କ୍ରୋଧରେ ନିୟନ୍ତ୍ରଣ ରଖିବାକୁ ପଡିବ ଅନ୍ୟଥା ବାଦବିବାଦରେ ପଡ଼ିବାର ସମ୍ଭାବନା ରହିଅଛି ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରୀବ ଲୋକମାନଙ୍କୁ କଳା କମଳର ଦାନ କରନ୍ତୁ।

Leave a Reply

Your email address will not be published. Required fields are marked *