ହେଲୋ ଫ୍ରେଣ୍ଡ୍ ପୁଣି ଥରେ ୱାନଡେ ରେ ଫେଲ୍ ମାରିଲେ ସୂର୍ଯ୍ୟକୁମାର ଆଗାମୀ 2 ମ୍ୟାଚ୍ ସୂର୍ଯ୍ୟଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଦିନିକିଆରେ ଜାଗା ବନେଇ ପାରିବେ କି ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ର ପ୍ରଥମ ମ୍ୟାଚ କୁ ଭାରତ 5 ୱିକେଟ୍ ରେ ଜିତି ନେଇଛି ଆହାତ କାରଣରୁ ଶ୍ରେୟସ୍ ଆୟର ଶୃଙ୍ଖଳା ରୁ ବାଦ୍ ପଡିଛନ୍ତି ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଚୁଡାନ୍ତ ଏକାଦଶ ରେ ଖେଳିବା ପାଇଁ ସୁଯୋଗ ମିଳିଛି ଆଉ ଏହି ଫର୍ମାଟ ରେ ନିଜକୁ ସାବ୍ୟସ୍ତ କରିବା ପାଇଁ ସୂର୍ଯ୍ୟଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି ହେଲେ t20 ଆନ୍ତର୍ଜାତୀୟ କ୍ରିକେଟ ରେ ନମ୍ବର ୱାନ ବ୍ୟାଟର ସୂର୍ଯ୍ୟ କୁମାର ଯେତେ ବେଳେ ଦିନିକିଆ ମ୍ୟାଚ୍ ଖେଳନ୍ତି |
ତାଙ୍କ ବ୍ୟାଟ କେମିତି କେଜାଣି ଶାନ୍ତ ପଡିଯାଉଛି t20 ରେ ଯେଉଁ ବଲ କୁ ସୂର୍ଯ୍ୟକୁମାର ଯାଦବ ଅନାୟାସରେ ଚୌଉକା ଛାକା ମାରନ୍ତି |ଦିନିକିଆରେ ସେହି ଧଳା ବଲରେ କେମିତି ଫ୍ଲପ୍ ହୋଇ ଯାଉଛନ୍ତି ତାହା କେହି ବୁଝି ପାରୁନାହାନ୍ତି ମୁମ୍ବାଇରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଏମିତି ଚିତ୍ର ଦେଖିବାକୁ ମିଳିଛି ସୂର୍ଯ୍ୟ କୁମାର ଯାଦବ ଙ୍କୁ ସ୍ରେୟସଙ୍କ ସ୍ଥାନରେ ନମ୍ବର 4 ରେ ବ୍ୟାଟିଙ୍ଗ କରିବା ପାଇଁ ସୁଯୋଗ ମିଳିଲା ହେଲେ ସେ ପ୍ରଥମ ବଲ ରେ ହିଁ ଖାତା ଖୋଲିବା ପୂର୍ବରୁ LBW ଆୟୁଟ ହୋଇ ପ୍ରେଫିଲିୟନ୍ ଫେରି ଥିଲେ |
ଦିନିକିଆ ଆନ୍ତର୍ଜାତୀୟ ରେ ସୂର୍ଯ୍ୟ 21 ରଙ୍ଗ ଖେଳିଛନ୍ତି ଏବଂ 19 ଥର ବ୍ୟାଟିଙ୍ଗ ପାଇଁ କ୍ରିଶ୍ କୁ ଓହ୍ଲାଇଛନ୍ତି |ଏଥିରେ କେବଳ ଦୁଇଟି ମ୍ୟାଚ୍ ରେ ଅର୍ଦ୍ଧ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ତାଙ୍କ ବ୍ୟାଟ ରୁ ଶତକ ଟିଏ ମଧ୍ୟ ଦେଖିବାକୁ ମିଳି ନାହିଁ କିନ୍ତୁ t20 କ୍ରିକେଟ ରେ ସେ 3 ଟି ଶତକ ମାରିସାରିଛନ୍ତି ଏହି ଡାହାଣ ହାତି ବ୍ୟାଟର ଦିନିକିଆରେ 19 ଇଁନୀଙ୍ଗ ରେ 27 ହାରରେ 4 ଶହ 33 ରନ୍ କରିଛନ୍ତି ଆଉ ଷ୍ଟ୍ରାଇକ ରେଟ 102 ରହିଛି ଗତ 10 ଟି ଦିନିକିଆ ଉପରେ ନଜର ପକାଇଲେ |
ସୂର୍ଯ୍ୟ ଗୋଟିଏ ହେଲେ ଅର୍ଦ୍ଧ ଶତକ ହାସଲ କରି ପାରି ନାହାଁନ୍ତି ଚକିତ କର କଥା କ୍ୟାରିୟର ର ପ୍ରଥମ 6 ଟି ଦିନିକିଆ ଦମଦାର ଥିଲା ସୂର୍ଯ୍ୟ ପ୍ରଥମ 6 ଟି ମ୍ୟାଚରେ ପ୍ରତ୍ୟେକ ଥର 30 ରୁ ଅଧିକ ରନ୍ କରିଥିଲେ ଏଥିରେ ଦୁଇଟି ଅର୍ଦ୍ଧ ଶତକ ମଧ୍ୟ ସାମିଲ ଏହା ପରଠାରୁ ସେ ନିରାଶ କରିଛନ୍ତି |
ଯଦି ଆଗାମୀ ଦୁଇଟି ମ୍ୟାଚ ରେ ସୂର୍ଯ୍ୟଙ୍କ ବ୍ୟାଟ ଶାନ୍ତ ରୁହେ ତେବେ ଦିନିକିଆ ଦଳରୁ ସେ ବାଦ୍ ପଡ଼ି ପାରନ୍ତି ଦଳକୁ ଫେରି ପାରନ୍ତି ନଚେତ୍ ସଞ୍ଜୁ ସାଂସଦ ତାଙ୍କ ସ୍ଥାନ ନେଇ ପାରନ୍ତି କାରଣ ସଞ୍ଜୁ ସାଂସଦ ଙ୍କ ରେକର୍ଡ ଦିନିକିଆ ପର୍ଟରେ ଉନ୍ନତ ରହିଛି
ପୁଣି ଥରେ ୱାନଡେରେ ଫେଲ ମାରିଲେ Suryakumar, ଦିନିକିଆରେ ଜାଗା ବନେଇ ପରିବେକି ସୂର୍ଯ୍ୟ କୁମାର ?
